CHARIDHAM
Browsing Category

Breaking News

ଭାରତରେ ପାଣିପାଗର ଏପରି ଅବସ୍ଥା: କିଛି ରାଜ୍ୟରେ ଗରମର ତାଣ୍ଡବ, କିଛି ରାଜ୍ୟରେ ବନ୍ୟାର ପ୍ରକୋପ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ ବର୍ତ୍ତମାନ ଭୀଷଣ ଗରମର ମାହୋଲ ଦେଖିବାକୁ ମିଳିଛି । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସମେତ ରାଜସ୍ଥାନର କିଛି ଭାଗରେ ତାପମାତ୍ରା ୪୯ ଡିଗ୍ରୀ ଟପିଲାଣି । ଅନ୍ୟପକ୍ଷରେ ଅସମ, କେରଳରେ…

ଭାରତ ବିପକ୍ଷ ଟି-୨୦ ପାଇଁ ଘୋଷଣା ହେଲା ଦକ୍ଷିଣ ଆଫ୍ରିକା ଦଳ: ଜାଣନ୍ତୁ କେଉଁ ଖେଳାଳି ହେଲେ ସାମିଲ

ନୂଆଦିଲ୍ଲୀ: ଆସନ୍ତା ମାସରେ ଭାରତ ଗସ୍ତରେ ଆସିବ ଦକ୍ଷିଣ ଆଫ୍ରିକା । ଜୁନ ୯ ତାରିଖରୁ ଆରମ୍ଭ ହେବାକୁ ଥିବା ଟି-୨୦ ସିରିଜ ପାଇଁ ଟିମ ଦଳ ଘୋଷଣା କରିଛି । ଏହି ସିରିଜ ପାଇଁ ଘୋଷଣା ହୋଇଥିବା ୧୬ ଜଣିଆ ସ୍କ୍ୱାର୍ଡରେ…

ଆସିକାର ପୂର୍ବତନ ବିଧାୟକ ସରୋଜ ପାଢ଼ୀଙ୍କ ମିଳିଲା ସନ୍ଧାନ, ବ୍ରହ୍ମପୁରରୁ ଭୁବନେଶ୍ୱର ଫେରୁଛନ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ନିଖୋଜ ଥିବା ଆସିକାର ପୂର୍ବତନ ବିଧାୟକ ସରୋଜ ପାଢ଼ୀଙ୍କୁ ନେଇ ନୂଆ ଅପଡେଟ୍ ଆସିଛି । ସରୋଜଙ୍କୁ ଉଦ୍ଧାର କରିଛି କମିଶନରେଟ୍ ପୋଲିସ । ପୂର୍ବତନ ବିଧାୟକଙ୍କୁ ବ୍ରହ୍ମପୁରରୁ…

ଓଲଟିଲା ପିକଅପ ଭ୍ୟାନ: ଦୁର୍ଘଟଣାରେ ୨ ମୃତ ୯ ଜଣ ଗୁରୁତର

ଧର୍ମଗଡ: ଧର୍ମଗଡରେ ଘଟିଯାଇଛି ଏକ ବଡ ଧରଣର ଅଘଟଣ । ପିକଅପ ଭ୍ୟାନ ଓଲଟି ୨ ଜଣ ପ୍ରାଣ ହରାଇଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇଛନ୍ତି । ରାସନ ଚାଉଳ ନେଇ ଫେରିବା ସମୟରେ ସିଙ୍ଗାରୀ ଘାଟିରେ ଘଟିଛି ଏହି ଦୁର୍ଘଟଣା ।…

ବୋର୍ଡ ପକ୍ଷରୁ ଆସିଲା ଚିନ୍ତାଜନକ ତଥ୍ୟ: ଏଥର ନବମ ପରୀକ୍ଷା ଦେଲେନି ୧୫ ହଜାର ଛାତ୍ରଛାତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାଟ୍ରିକ ପରୀକ୍ଷା ଭଳି ନବମ ପରୀକ୍ଷା ବି ଦେଲେନି ହଜାର ହଜାର ପିଲା । ଏବର୍ଷ ମୋଟ ୧୪ ହଜାର ୯୩୫ ପିଲା ନବମ ପରୀକ୍ଷା ଦେଇନାହାନ୍ତି । ବୋର୍ଡ ପକ୍ଷରୁ ଆଜି ପ୍ରକାଶିତ ନବମ ରେଜଲ୍ଟରେ…

ବାହାଘର ପାର୍ଟିରେ ନାଚୁଥିଲେ ବର-କନିଆ: ଅଚାନକ୍ ଝଡ଼ ଆସିବାରୁ ଧରାଶାୟୀ ହେଲା ଟେଣ୍ଟ (ଦେଖନ୍ତୁ Video)

ରୁଦ୍ରପୁର: ଚାଲିଥିଲା ୨ ଭାଇଙ୍କ ବାହାଘରର ପାର୍ଟି, ଜମିଥିଲା ନାଚଗୀତର ଆସର । କିନ୍ତୁ ସବୁକିଛି ମାଟିରେ ମିଶାଇ ଦେଲା ଭୟଙ୍କର ଝଡ଼ । ଅଚାନକ୍ ଆସିଥିବା ଝଡ଼ ଯୋଗୁଁ ବାହାଘର ପାର୍ଟିରେ ହଇଚଇ ସୃଷ୍ଟି ହୋଇଥିଲା । ଝଡ଼…

ଭୁଲ୍ ସର୍ଜରୀ ଯୋଗୁଁ ଚାଲିଗଲା ଅଭିନେତ୍ରୀଙ୍କ ପ୍ରାଣ

ଭୁଲ ସର୍ଜରୀ ଯୋଗୁଁ ଚାଲିଗଲା ଅଭିନେତ୍ରୀଙ୍କ ଜୀବନ । କନ୍ନଡ଼ ଅଭିନେତ୍ରୀ ଚେତନା ରାଜଙ୍କ ଭୁଲ୍ ପ୍ଲାଷ୍ଟିକ ସର୍ଜରୀ ଯୋଗୁଁ ମୃତ୍ୟୁ ହୋଇଛି । ମଙ୍ଗଳବାର ବେଙ୍ଗାଲୁରୁର ଏକ ବେସରକାରୀ ହସ୍ପିଟାଲରେ ମୃତ୍ୟୁବରଣ କରିଛନ୍ତି…

ବ୍ରହ୍ମପୁରରେ ଆଇପିଏଲ ବେଟିଂ: ୫ ଗିରଫ

ବ୍ରହ୍ମପୁର(ଓଡ଼ିଶା ଭାସ୍କର): ଅନଲାଇନ୍ ମାଧ୍ୟମରେ ଚାଲିଥିଲା ଆଇପିଏଲ ବେଟିଂ । ଏହି ମାମଲାରେ ୫ ଜଣଙ୍କୁ ଗିରଫ କରିଥିବା ବେଳେ ଟଙ୍କା ଓ ସୁନା ଜବତ କରିଛି ପୋଲିସ । ସୂଚନା ଅନୁସାରେ, ବ୍ରହ୍ମପୁର ଗୋଷାଣୀନୂଆଗାଁ ପୋଲିସ…

ମାଡ୍ରାସ ହାଇକୋର୍ଟ ଇତିହାସରେ ପ୍ରଥମ, ହ୍ୱାଟ୍ସଆପରେ ରାୟ ଶୁଣାଇଲେ ଜଜ୍…

ମାଡ୍ରାସ୍ ହାଇକୋର୍ଟ ଇତିହାସରେ ପ୍ରଥମ ଥର ପାଇଁ କୌଣସି ଜଜ୍ ମାମଲାର ଶୁଣାଣି ହ୍ୱାଟ୍ସଆପ୍ ଜରିଆରେ କରିଛନ୍ତି । ଏହି ଶୁଣାଣି ରବିବାର ଛୁଟି ଦିନରେ କରାଯାଇଛି । ବିଚାରପତି ବିବାହ ସମାରୋହରେ ଯୋଗଦେବା ପାଇଁ ସହରରୁ…

ପାରାସିଟାମଲକୁ ନେଇ ଏପରି ଭୁଲ୍ କରୁଥିଲେ ହୋଇପାରେ କ୍ଷତି: ତୁରନ୍ତ ଛାଡ଼ନ୍ତୁ ଅଭ୍ୟାସ

ନୂଆଦିଲ୍ଲୀ: କୁହାଯାଏ ଅତି ଲେମ୍ବୁ ଚିପୁଡିଲେ ପିତା । କୌଣସି ଜିନିଷ ଆବଶ୍ୟକତାଠାରୁ ଅଧିକ ହୋଇଥିଲେ, ତାହା କ୍ଷତି ଘଟାଇବା ଆରମ୍ଭ କରିଥାଏ । ଏହି କଥା ମେଡିସିନ୍ କ୍ଷେତ୍ରରେ ବି ଲାଗିଥାଏ, ଯାହା ଆମକୁ ରୋଗଠାରୁ ଦୂରେଇ…