Browsing Category
Breaking News
୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ, ଅଭିଯୁକ୍ତ ପଡୋଶୀକୁ ବାନ୍ଧିଲା ପୋଲିସ
ବ୍ରଜରାଜନଗର, (ଭାସ୍କର ନ୍ୟୁଜ୍): ବ୍ରଜରାଜନଗର ଥାନା ଅଞ୍ଚଳର ଜଣେ ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ…
ମେଡିକାଲ ନାମଲେଖା କାର୍ଯ୍ୟସୂଚୀରେ ପରିବର୍ତ୍ତନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏମବିବିଏସ ଓ ବିଡିଏସରେ ନାମଲେଖା ପାଇଁ କାର୍ଯ୍ୟସୂଚୀରେ ପରିବର୍ତ୍ତନ ହୋଇଛି । ଫେବ୍ରୁଆରୀ ୨ ସକାଳ ୧୦ଟାରୁ ୩ ତାରିଖ ରାତି ୧୧ଟା ୫୯ ଯାଏଁ ଚଏସ୍ ଲକିଂ ହେବ । ୫ ଫେବ୍ରୁଆରୀରେ ପ୍ରଥମ…
ମୃତ୍ୟୁ ପରେ ବି ହୋଇଗଲେ ଅମର: ସଂସାର ଛାଡ଼ିବା ପୂର୍ବରୁ ୫ଜଣଙ୍କୁ ନୂଆ ଜୀବନ ଦେଇଗଲେ ସୁଶିଲ
ବ୍ରହ୍ମପୁର/ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍) : ମଣିଷର କର୍ମ ତାକୁ ବେଳେବେଳେ ଅମର କରି ରଖିଥାଏ । ତାର ଜୀବନ ମଧ୍ୟ ସାର୍ଥକତା ଲାଭ କରିଥାଏ । ତେବେ ଗଞ୍ଜାମରୁ ସୁଦୂର ସୁରଟକୁ କର୍ମସଂସ୍ଥାନ ଖୋଜିବାକୁ ଯାଇ ମୃତ୍ୟୁବରଣ…
ଏପ୍ରିଲରେ ପଡ଼ିବ ବର୍ଷର ପ୍ରଥମ ସୂର୍ଯ୍ୟପରାଗ, ଜାଣନ୍ତୁ ୨୦୨୨ରେ ହେବାକୁ ଥିବା ସମସ୍ତ ଭୌଗୋଳିକ ଘଟଣା ସମ୍ପର୍କରେ
ନୂଆଦିଲ୍ଲୀ: ଆକାଶରେ ଅନେକ ସମୟରେ ବିଭିନ୍ନ ପ୍ରକାରର ଭୌଗୋଳିକ ଘଟଣା ମାନ ଘଟିଥାଏ । ଯେପରି ଉଲକା ପିଣ୍ଡ ଖସିବା, ବର୍ଷା, ଗ୍ରହଣ ଲାଗିବା ଓ ଅନ୍ୟାନ୍ୟ ଗ୍ରହ ଗୁଡ଼ିକର ଗତିବିଧି ଆମ ସାମନାକୁ ଆସିଥାଏ । ଆଜି ଆମେ ୨୦୨୨…
ମୋଷ୍ଟୱାଣ୍ଟେଡ ଅପରାଧୀର କାଠ ଫାଳିଆ ମାଡ଼ରେ ଲହୁଲୁହାଣ ହେଲା ପୋଲିସ୍, ଧରାପଡି ଜେଲ୍ ଗଲା ଟିକୁ
ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ମୋଷ୍ଟ ୱାଣ୍ଟେଡ ଅପରାଧୀକୁ ଧରିବାକୁ ଯାଇଥିବା ବେଳେ ଆକ୍ରମଣର ଶୀକାର ହୋଇଛି ପୋଲିସ୍ । ତେବେ ମାଡ଼ ମାରି ଖସିଯିବାକୁ ଉଦ୍ୟମ ବେଳେ ଅଭିଯୁକ୍ତକୁ ପୋଲିସ୍ ଗିରଫ କରିଛି । ଅଭିଯୁକ୍ତ ଜଣକ…
ମାହାଙ୍ଗା ନାବାଳିକା ଦୁଷ୍କର୍ମ ମାମଲା: ଆସାମୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ
କଟକ (ଭାସ୍କର ନ୍ୟୁଜ୍): କଟକ ଜିଲ୍ଲାର ମାହାଙ୍ଗା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ଆସାମୀ ଜିତେନ୍ଦ୍ର ସାହୁକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ହୋଇଛି । କଟକର ଆଡହକ୍ ଏଡିଜେ ତଥା…
୧୨ ଘଣ୍ଟାରେ ଟଳିଲେ ୫ ପାକିସ୍ତାନୀ ଆତଙ୍କବାଦୀ, ଜୈଶ କମାଣ୍ଡର ଜାହିଦ ବି ସାମିଲ
ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୫ ପାକିସ୍ତାନୀ ଆତଙ୍କବାଦୀ ନିହତ । ବଡ଼ଗାମ ଓ ପୁଲୱାମାରେ ୧୨ ଘଣ୍ଟାରେ ୨ଟି ପୃଥକ ଏନକାଉଣ୍ଟର ହୋଇଛି । ଆତଙ୍କୀ ସଙ୍ଗଠନ ଜୈଶ-ଏ-ମହମ୍ମଦ ଓ ଲସ୍କରର ୫…
ଫେବ୍ରୁଆରୀରୁ ହଟିବ ନାଇଟ କର୍ଫ୍ୟୁ, କୋହଳ ହେବ ୱିକେଣ୍ଡ ସଟ୍ଡାଉନ୍: କୋଭିଡ଼୍ କଟକଣା ମଧ୍ୟ ଅଫଲାଇନ କ୍ଲାସ ପାଇଁ ଖୋଲିବ ସ୍କୁଲ୍ ଓ କଲେଜ
ବେଙ୍ଗାଲୁରୁ: ମହାମାରୀ କରୋନା ସଂକ୍ରମଣ ବଢ଼ୁଥିଲେ ମଧ୍ୟ ନାଇଟ କର୍ଫ୍ୟୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି କର୍ଣ୍ଣାଟକା ସରକାର । ଆସନ୍ତା ଜାନୁଆରୀ ୩୧ରୁ ରାଜ୍ୟରେ ଆଉ ନାଇଟ କର୍ଫ୍ୟୁ ଲାଗୁ ହେବନି । ପୂର୍ବରୁ…
ସିଲଭର ସିଟିରେ ୪ ଲକ୍ଷରୁ ଉର୍ଦ୍ଧ ଟଙ୍କାର କପ୍ ସିରପ୍ ଜବତ, ଜଣେ ଅଟକ
କଟକ(ଭାସ୍କର ନ୍ୟୁଜ୍): କମିଶନରେଟ୍ ପୋଲିସ୍ ରାଜେନ୍ଦ୍ରନଗର ନିକଟରୁ ବେଆଇନ ଭାବେ ରଖାଯାଇଥିବା ୪ ଲକ୍ଷରୁ ଉର୍ଦ୍ଧ ଟଙ୍କାର କପ୍ ସିରପ ଜବତ କରିଛି । ଏହି ଘଟଣାରେ ପୋଲିସ୍ ଜଣକୁ ଅଟକ ରଖିଛି । ଚଢାଉ ବେଳେ ୧୦୦…
ଇସ୍ରାଏଲରୁ ପେଗାସସ୍ କିଣିଥିଲା ଭାରତ ! ୧୫ହଜାର କୋଟିରେ ହୋଇଥିଲା ଡିଲ୍
ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ଗୁଇନ୍ଦା ସଫ୍ଟୱାଆର ପେଗାସସ୍ । ଆମେରିକାର ଖବରକାଗଜ ଦ ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟରେ ପ୍ରକାଶିତ କରିଛିି ଯେ, ଭାରତ ସରକାର ୨୦୧୭ରେ ଇଜ୍ରାଏଲ ଠାରୁ ମିଜାଇଲ ସିଷ୍ଟମ କିଣିବା ସହ…