Browsing Category
Breaking News
ଆଇପିଏଲ ୨୦୨୨: ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ହେଲା ଆଇପିଏଲର ନୂଆ ଫ୍ରାଞ୍ଜାଇଜିର ନାମ
ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରମିୟର ଲିଗ୍ (ଆଇପିଏଲ) ର ଆସନ୍ତା ସିଜିନରେ ଦୁଇଟି ନୂଆ ଟିମ୍ ଯୋଡ଼ି ହେବାକୁ ଯାଉଛି । ଏହାରି ମଧ୍ୟରେ ସୋମବାର ଲକ୍ଷ୍ନୌ ଫ୍ରାଞ୍ଜାଇଜିର ଅଫିସିଆଲ ନାମ ଘୋଷଣା କରାଯାଇଛି । ଏହି ନୂଆ ଟିମ୍ ର…
ଉତ୍ତର ପ୍ରଦେଶ ନିର୍ବାଚନ ୨୦୨୨: ଜାରି ହେଲା ସପାର ପ୍ରଥମ ପ୍ରାର୍ଥୀ ତାଲିକା
ଆସନ୍ତା ଫେବୃଆରୀ ୧୪ ରୁ ଆରମ୍ଭ ହେବାକୁ ଯାଉଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ । ନିର୍ବାଚନକୁ ଆଉ ଏକ ମାସରୁ ବି କମ୍ ସମୟ ରହିଛି । ଏହାରି ମଧ୍ୟରେ ସୋମବାର ନିର୍ବାଚନ ସମାଜବାଦୀ ପାର୍ଟୀ ଏହାର ପ୍ରଥମ ପ୍ରାର୍ଥୀ…
ଜାଲ୍ ସାର୍ଟିଫିକେଟ୍ ଯାଞ୍ଚ କରିବେ ସିଡିଏମଓ: ଜଣାପଡ଼ିଲେ ହେବ କାର୍ଯ୍ୟାନୁଷ୍ଠାନ
ଭଦ୍ରକ କଲେଜରେ ଜାଲ୍ ଭିନ୍ନକ୍ଷମ ସାର୍ଟିଫିକେଟ ଦେଖାଇ ଆଡମିଶନ କରିବା ଘଟଣା । ସବୁ ଭିନ୍ନକ୍ଷମ ସାର୍ଟିଫିକେଟ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଲେ ଉଚ୍ଚଶିକ୍ଷା ସଚିବ । ସବୁ ସରକାରୀ ଓ ବେସରକାରୀ କଲେଜ ଅଧ୍ୟକ୍ଷଙ୍କୁ ଏନେଇ…
ବିଧବା ବୋହୁକୁ ପାଠ ପଢ଼ାଇଲେ ଶାଶୁ, ଲେକଚର ହେବା ପରେ କଲେ କନ୍ୟାଦାନ
ବୋହୂକୁ ବାହା ଦେଲେ ଶାଶୁ । ସ୍ୱାମୀର ଅକାଳ ବିୟୋଗ ପରେ ବୋହୂକୁ ନିଜ ଝିଅ ଭଳି ବିବାହ କରାଇଲେ ଶାଶୁ । ଆଉ ସମାଜ ପାଇଁ ପାଲଟିଲେ ଉଦାହରଣ । ସ୍ୱାମୀର ମୃତ୍ୟୁ ପରେ ବୋହୂକୁ ହତାଦର ନକରି ଝିଅ ଭଳି ଦେଲେ ସ୍ନେହ । ଖାଲି…
ନବରଙ୍ଗପୁରର ଓଡ଼ିଆ ଝିଅଙ୍କୁ ବାଲ୍ ପୁରସ୍କାର: ଭିଡିଓ କଲ୍ ରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି
ଓଡ଼ିଆ ଝିଅ ପାଇଲେ ରାଷ୍ଟ୍ରୀୟ ବାଲ୍ ପୁରସ୍କାର । ଓଡ଼ିଶାର ନବରଙ୍ଗପୁରର ବନିତା ଦାସ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସମ୍ମାନିତ । ୨୦୨୨ ବର୍ଷ ପାଇଁ ୨୯ ଜଣ ପିଲାଙ୍କୁ ରାଷ୍ଟ୍ରୀୟ ବାଲ୍ ପୁରସ୍କାର । ୨୯ ଜଣଙ୍କୁ ରାଷ୍ଟ୍ରୀୟ…
୨୬ ରୁ ପୁଣି ବଢ଼ିବ ଶୀତ, ୮ ଜିଲ୍ଲାକୁ ଘନ କୁହୁଡ଼ି ସତର୍କ ସୂଚନା
ଭୁବନେଶ୍ୱର: ଗତ ଦୁଇ ଦିନ ଧରି ଶୀତ କମିଥିଲେ ବି ଆସନ୍ତା ୨୬ ତାରିଖରୁ ରାଜ୍ୟରେ ପୁଣି ବଢ଼ିବ ଶୀତର ପ୍ରକୋପ । ଆଗାମୀ ୨ ଦିନ ମଧ୍ୟରେ ୩ ରୁ ୫ ଡିଗ୍ରୀ ଖସିବ ତାପମାତ୍ରା ।
୨୬ ତାରିଖ ଠାରୁ ରାଜ୍ୟରେ ପାଗ ମୁଖ୍ୟତଃ…
ଏନକାଉଣ୍ଟରରେ ହାର୍ଡକୋର୍ ମାଓବାଦୀ ମୃତ
ଛତିଶଗଡ଼ ନାରାୟଣପୁରରେ ପୋଲିସ-ମାଓବାଦୀ ମଧ୍ୟରେ ହୋଇଛି ଗୁଳି ବିନିମୟ । ପୋଲିସ୍ ଏନକାଉଣ୍ଟରରେ ଜଣେ ହାର୍ଡକୋର୍ ମାଓବାଦୀ ମୃତ୍ୟୁ ଘଟିଛି ଏହାସହ ଘଟଣାସ୍ଥଳରୁ ବନ୍ଧୁକ ସହ ବିପୁଳ ମାତ୍ରାରେ ବିସ୍ଫୋରକ ସାମଗ୍ରୀ ମଧ୍ୟ…
ଆପଣଙ୍କ ଜିମେଲ ଆକାଉଣ୍ଟ ଲକ୍ ହୋଇଗଲେ ଖୋଲିବେ କିପରି: ଜାଣନ୍ତୁ ଏହି ୯ଟି ତରିକା
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଜିମେଲ ସମଗ୍ର ବିଶ୍ୱରେ ଏକ ଲୋକପ୍ରିୟ ଇମେଲ ସର୍ଭିସ୍ ଭାବେ ମାନ୍ୟତା ଲାଭ କରିଛି । ତେବେ ଆଣ୍ଡ୍ରଏଡ ଅପରେଟିଂ ସିଷ୍ଟମକୁ ବ୍ୟବହାର କରିବାକୁ ହେଲେ ଆପଣଙ୍କ ପାଖରେ ଜିମେଲ ଆକାଉଣ୍ଟ…
ଏହି ରାଜ୍ୟରୁ ଚିହ୍ନଟ ହେଲା Stealth Omicronର ୨୧ ମାମଲା, ୬ ଶିଶୁ ରହିଛନ୍ତି ସାମିଲ; ଫୁସଫୁସ ଉପରେ ପକାଉଛି ପ୍ରଭାବ
ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ବଢ଼ିବା ସହିତ ଏହାସହ ଜଡ଼ିତ ଏକାଧିକ ଭାରିଆଣ୍ଟ ମଧ୍ୟ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ବର୍ତ୍ତମାନ ଦେଶରେ ଦେଖାଯାଇଥିବା ଓମିକ୍ରନ ଭାରିଆଣ୍ଟ ଅଧିକ ସଂକ୍ରାମକ ସାବ୍ୟସ୍ତ ହୋଇଛି ।…
ବିରାଟ କୋହଲି ଆଉ ୨ ବର୍ଷ ଟେଷ୍ଟ କ୍ୟାପ୍ଟେନ୍ସିପ୍ କରିପାରିଥାନ୍ତେ, ହେଲେ… : ରବି ଶାସ୍ତ୍ରୀ
ନୂଆଦିଲ୍ଲୀ : ଟେଷ୍ଟ ମ୍ୟାଚରେ ବିରାଟ କୋହଲିଙ୍କ କ୍ୟାପ୍ଟେନ୍ସିପକୁ ନେଇ ବିବାଦ ଥମିବାର ନାଁ ଧରୁନି । ବିରାଟଙ୍କର ଟେଷ୍ଟ କ୍ୟାପ୍ଟେନ୍ସିପ୍ ଛାଡିବା ନିଷ୍ପତ୍ତିକୁ ନେଇ ଅନେକେ ଅସନ୍ତୁଷ୍ଟ ଅଛନ୍ତି । ତେବେ ବିରାଟଙ୍କ…