Browsing Category
Breaking News
ମାତ୍ର ୧୨ ଦିନରେ ଏହି ଶେୟାର ଦ୍ୱାରା ନିବେଶକ ହେଲେ ମାଲାମାଲ, ଜାଣନ୍ତୁ ଏପରି ଦୁଇଟି ଷ୍ଟକ ବିଷୟରେ
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଶେୟାର ବଜାରରେ ଅନେକ Multibaggar Penny Stocks ନିବେଶକଙ୍କୁ ଶାନଦାର ରିଟର୍ଣ୍ଣ ପ୍ରଦାନ କରିଛି । ତନ୍ମଧ୍ୟରେ ଏପରି କିଛି ଷ୍ଟକ ରହିଛି ଯାହାକି ନିବେଶକଙ୍କୁ କିଛି ସପ୍ତାହ ମଧ୍ୟରେ…
(Video) ପୁଣି ଥରେ କାର୍ଯ୍ୟକ୍ଷମ ହେବ ଆସିକା ଚିନିଶିଳ୍ପ: ବଢ଼ିବ ଉତ୍ପାଦନ ଓ ହସିବେ ଆଖୁ ଚାଷୀ ଭାଇ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅବ୍ୟବସ୍ଥା ଘେରରେ ରହିଛି ଆସିକା ଚିନିଶିଳ୍ପ । ଏହାଫଳରେ ଆଖୁ ଚାଷ ଉପରୁ ନିଜର ଆସ୍ଥା ଉଠାଇ ନେଇଛନ୍ତି ଚାଷୀମାନେ । ଆସିକା ଚିନିର ଚାହିଦା ଚାରିଆଡ଼େ ରହିଥିଲେ ହେଁ କାରଖାନା…
ଢିଙ୍କିଆରେ ଗ୍ରାମବାସୀଙ୍କୁ ପୋଲିସର ଲାଠିଚାର୍ଜ; ମହିଳାଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ଼, ଦେଖନ୍ତୁ ଭିଡ଼ିଓ
ପାରାଦୀପ(ଓଡ଼ିଶା ଭାସ୍କର): ପାରାଦୀପ ଢିଙ୍କିଆରେ ପୁଣି ଉତ୍ତେଜନା ଦେଖିବାକୁ ମିଳିଛି । ଗ୍ରାମବାସୀଙ୍କୁ ପଡ଼ିଛି ପୋଲିସର ଲାଠିମାଡ଼ । ପାନବରଜକୁ ଯିବା ବେଳେ ଗାଁ ମୁଣ୍ଡରେ ଲୋକଙ୍କୁ ଲାଠିମାଡ଼ କରିଛି ପୋଲିସ । ନିଜ…
ୟୁପିରେ ବଦଳିବ କି ବିଜେପିର ସତ୍ତା! ଅଖିଳେଶ ଯାଦବଙ୍କୁ ଭେଟିଲେ ଭୀମ ଆର୍ମିର ଚନ୍ଦ୍ରଶେଖର, ଗଠବନ୍ଧନକୁ ନେଇ ଚର୍ଚ୍ଚା
ଲଖନଉ: ଉତ୍ତରପ୍ରଦେଶ ନିର୍ବାଚନକୁ ଦୃଷ୍ଟିରେ ରଖି ଏବେଠାରୁ ଆରମ୍ଭ ହେଲାଣି ରାଜନୀତି । ଉତ୍ତରପ୍ରଦେଶ ନିର୍ବାଚରେ ସମାଜବାଦୀ ପାର୍ଟି ଓ ଭୀମ ଆର୍ମି ଏହା ସାଙ୍ଗରେ ଆସିପାରନ୍ତି । ଭିମ ଆର୍ମିର ମୁଖିଆ ଚନ୍ଦ୍ରଶେଖର…
ନୂଆ ଭାରିଆଣ୍ଟ୍ ସହିତ ମୁକାବିଲା ପାଇଁ ଦରକାର ନୂତନ କୋଭିଡ୍ ଭାକସିନ୍: WHO
ଜିନେଭା: ଗୋଟେ ପଟେ ଝଇଜଝ-ଉକ୍ଟଠ-୨ ସଂକ୍ରମଣରେ ମାମଲା ଦ୍ରୁତ ଗତିରେ ବଢ଼ୁଥିବା ବେଳେ ଅନ୍ୟପଟେ କରୋନା ଭାଇରସ୍ ର ନୂଆ ଭାରିଆଣ୍ଟ୍ ବ୍ୟାପିବାରେ ଲାଗିଛି । ଏହି ସମୟରେ ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଏହି…
୩୧ରୁ ସଂସଦ ବଜେଟ ଅଧିବେଶନ, ବାହାରିଲା ବିଜ୍ଞପ୍ତି
ନୂଆଦିଲ୍ଲୀ : ସଂସଦ ବଜେଟ ଅଧିବେଶନ ନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ, ଜାନୁଆରୀ ୩୧ ତାରିଖରୁ ବଜେଟ୍ ଅଧିବେଶନ ଆରମ୍ଭ ହେବ । ୨ଟି ପର୍ଯ୍ୟାୟରେ ଚାଲିବ ସଂସଦର ବଜେଟ୍ ଅଧିବେଶନ । ଜାନୁଆରୀ…
ସରକାରୀଙ୍କ ଚେତାବନୀ: କଥା ହେଉଥିବା ବେଳେ ମର୍ଜ କରନ୍ତୁ ନାହିଁ Call, ଖାଲି ହୋଇପାରେ ବ୍ୟାଙ୍କ ଆକଉଣ୍ଟ୍ Video
ନୂଆଦିଲ୍ଲୀ: ମୋବାଇଲ ଫୋନରେ କୌଣସି ଅଜଣା ବ୍ୟକ୍ତିଙ୍କ ସହ କଥା ହେଉଥିବା ବେଳେ ମର୍ଜ କରନ୍ତୁ ନାହିଁ କଲ୍ । ଏପରି କରିବା ଦ୍ୱାରା ଆପଣଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ହ୍ୟାକ୍ ହୋଇପାରେ । ଏହା ମାଧ୍ୟମରେ ସାଇବର ଲୁଟେରା…
ସ୍କୁଟିରେ ଲାଗିଥିଲା ଲକ୍, ତଥାପି ଯୁବତୀଙ୍କୁ ଏମିତି ବୋକା ବନାଇଦେଲା ନୂଆ ଷ୍ଟାଇଲର ଚୋର
ନୂଆଦିଲ୍ଲୀ: ଆମେ ସାଧାରଣତଃ ନିଜର ଗାଡ଼ିକୁ ସୁରକ୍ଷିତ ରଖିବ ପାଇଁ ତଥା ଚୋରିରୁ ବର୍ତ୍ତିବା ପାଇଁ ସେଥିରେ ଲକ୍ ପକାଇଥାଉ । ତେବେ ଅନେକ କ୍ଷେତ୍ରରେ ଲକ ପକାଇବା ପରେ ମଧ୍ୟ ଗାଡ଼ି ଚୋରି ହୋଇଯାଇଥାଏ । ଆଜିକାଲିର ଚୋରମାନେ…
ସେକ୍ସ କର୍ମୀଙ୍କୁ ନା’ କହିବାର ଅଧିକାର ଅଛି, କ’ଣ ବିବାହିତ ମହିଳାଙ୍କୁ ନାହିଁ? ହାଇକୋର୍ଟଙ୍କ ପ୍ରଶ୍ନ
ନୂଆଦିଲ୍ଲୀ: ବୈବାହିକ ବଳାତ୍କାରର ଅପରାଧିକରଣ ପାଇଁ ଦାବି କରାଯାଇଥିବା ଯାଚିକା ଉପରେ ଦିଲ୍ଲୀ ହାଇକୋର୍ଟ ଶୁଣାଣି କରିଛନ୍ତି । ମଙ୍ଗଳବାର ଦିନ କୋର୍ଟ କହିଛନ୍ତି ଯେ, କୌଣସି ବିବାହିତା ମହିଳାଙ୍କୁ ସମ୍ପର୍କ ରଖିବାକୁ…
କେବଳ ଏହି ୪ ଭାରତୀୟଙ୍କ ପାଖରେ ରହିଛି ଟେସଲା କାର୍, ଜାଣନ୍ତୁ ସେମାନେ କିଏ ଓ ଚଲାନ୍ତି କେଉଁ ମଡେଲ୍
ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କଙ୍କ କମ୍ପାନୀ ଟେସଲା କାର୍ ଖୁବ୍ ଶୀଘ୍ର ଭାରତକୁ ଆସିବାକୁ ଯାଉଚି । ଏହାକୁ ଅନେକଙ୍କ ଅପେକ୍ଷା ରହିଛି । ଗତବର୍ଷ ଜାନୁଆରୀ ମାସରେ ଭାରତରେ ଟେସଲା କାର୍…