Browsing Category

Breaking News

ବଢ଼ିଲା ରାମଦେବ ବାବାଙ୍କ ଅଡୁଆ, ଆଇଏମଏ ରୁଜୁ କଲା ଆଉ ଏକ ମାମଲା

ରାୟପୁର: ପୁଣି ରାମଦେବ ବାବାଙ୍କ ଅଡୁଆ ବଢ଼ିଲା । ଛତିଶଗଡର ରାୟପୁରରେ ଯୋଗ ଗୁରୁ ବାବା ରାମଦେବଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । କୋଭିଡ୍ ଚିକିତ୍ସାରେ ଦିଆଯାଉଥିବା ଏଲୋପାଥିକ୍ ମେଡିସିନ୍ କୁ ନେଇ ଭୁଲ୍ ତଥ୍ୟ…

ଏଣିକି ହ୍ୱାଟ୍ସଆପରେ ଡିଲିଟ୍ କରିବାକୁ ପଡ଼ିବନି ସିକ୍ରେଟ୍ ଚାଟ୍, ଆପଣାନ୍ତୁ ଏହି ଟ୍ରିକ୍

ନୂଆଦିଲ୍ଲୀ: ଭାରତର ସବୁଠାରୁ ଲୋକପ୍ରିୟ ମେସେଜିଂ ଆପ୍ ହେଉଛନ୍ତି ହ୍ୱାଟ୍ସଆପ । ହ୍ୱାଟ୍ସଆପରେ ଲୋକମାନେ କିଛି ଖାସ୍ ଲୋକଙ୍କ ସହ ଚାଟ୍ କରିଥାନ୍ତି, ଯାହାଙ୍କ ମେସେଜ ନା ସେମାନେ ଡିଲିଟ୍ କରିବାକୁ ଚାହାନ୍ତି, ନା…

ତପୁଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ଚିକିତ୍ସା ପାଇଁ ବାହାରକୁ ପଠାଯିବ!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡ କଣ୍ଠଶିଳ୍ପୀ ତପୁ ମିଶ୍ର କରୋନାରେ ଆକ୍ରାନ୍ତ ହୋଇ ଗତ କିଛିଦିନ ହେବ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା…

ପରୀ ହତ୍ୟାକାଣ୍ଡର ପୁନରାବୃତ୍ତି: ବେବିନାଙ୍କୁ ହତ୍ୟାପରେ ମୁଣ୍ଡ ଗଣ୍ଡି ଅଲଗା କରିଦେଲା ଅଭିଯୁକ୍ତ

ନୟାଗଡ଼(ଓଡ଼ିଶା ଭାସ୍କର): ପରୀ ଘଟଣାର ହୋଇଛି ପୁନରାବୃତ୍ତି । ପୁଣିଥରେ ନୟାଗଡ଼ର ବାଣିଗୋଛା ଥାନା ନୂଆଗାଁ ପଞ୍ଚାୟତ ଧୁନ୍ଦୁଗାଡ଼ିଆ ଗାଁର ୫ ବର୍ଷୀୟା ଝିଅ ବେବିନା ନାୟକଙ୍କୁ ସମାନ ଭାବରେ ଦୁଷ୍କର୍ମ ପରେ ହେତ୍ୟା…

ଶାଳୀ ପ୍ରେମରେ ପାଗଳ ହୋଇ ସ୍ତ୍ରୀର ବେକ କାଟିଦେଲା ସ୍ୱାମୀ, ଚାଷ ଜମିରୁ ମିଳିଲା ମୃତଦେହ

ୟୁପି: ଉତ୍ତରପ୍ରଦେଶର ସମ୍ଭଲରୁ ପ୍ରେମ ଓ ହତ୍ୟାର ଆସିଛି ଏକ କରୁଣ ଚିତ୍ର । ପ୍ରକୃତରେ ଏଠାରେ ଜଣେ ବ୍ୟକ୍ତି ଶାଳୀ ପ୍ରେମରେ ପାଗଳ ହୋଇ ସ୍ତ୍ରୀର ବେକ କାଟି ମାରିଦେଇଛି । ତେବେ ଉକ୍ତ ବ୍ୟକ୍ତିର ୮ଟି ପିଲା ରହିଥିବା…

କରୋନା କାଳରେ ଆକ୍ରାନ୍ତଙ୍କୁ ମାଗଣାରେ ଖାଦ୍ୟ ଯୋଗାଉଛି ସବ୍ୟଙ୍କ ‘ସ୍ମାଇଲ୍ ପ୍ଲିଜ୍’, ଦେଖନ୍ତୁ କିପରି?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ଏବେବି ଜାରି ରହିଥିବା ବେଳେ ସାଧାରଣ ଲୋକଙ୍କ ଦୁଃଖ କହିଲେ ନସରେ । କରୋନାରେ ଆକ୍ରାନ୍ତ ହେବା ପରେ ଖାଇବା, ପିଇବା ଓ ଚଳିବା ନେଇ ଲୋକମାନେ ନାହିଁ ନଥିବା…

ଡିଏଲ୍, ଗାଡ଼ି ରେଜିଷ୍ଟ୍ରେସନ୍ ପାଇଁ ମିଳିଲା ଅତିରିକ୍ତ ସମୟ

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ପାଇଁ ସବୁ ଗୁରୁତ୍ୱପୂର୍ଣ୍ଣ ଓ ଜରୁରି କାର୍ଯ୍ୟ ପ୍ରଭାବିତ ହୋଇଛି । ସାଧାରଣ ଜନତାଙ୍କୁ ମିଳିପାରିନି ସେବା ଓ ସୁବିଧା । ଏହକୁ ବିଚାର କରି କେନ୍ଦ୍ର ସରକାର ନେଇଛନ୍ତି ଏକ ମହତ…

ପୁରୀରେ ଏୟାରପୋର୍ଟକୁ ନେଇ ସର୍ଭେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଶ୍ୱ ପ୍ରସିଦ୍ଧ ସହର ପୁରୀରେ ପ୍ରସ୍ତାବିତ ଏୟାରପୋର୍ଟ ନିର୍ମାଣକୁ ନେଇ ଆରମ୍ଭ ହୋଇଯାଇଛି ସର୍ଭେ । ପର୍ଯ୍ୟଟକଙ୍କ ଆଗମନକୁ ଆହୁରି ସୁଗମ କରିବାକୁ ଏହି ସୁବିଧା କରାଯିବାକୁ ନେଇ ଲକ୍ଷ୍ୟ…

୩୧ ଜୁଲାଇ ସୁଦ୍ଧା CBSE ଦ୍ୱାଦଶ ରେଜଲ୍ଟ, ଜାଣନ୍ତୁ କିପରି ଦିଆଯିବ ମାର୍କ?

ନୂଆଦିଲ୍ଲୀ: CBSE ବୋର୍ଡର ଦ୍ୱାଦଶ ମାର୍କସିଟ୍ ପ୍ରସ୍ତୁତ କରିବାକୁ ନେଇ ଗଠିତ ୧୩ ଜଣିଆ କମିଟି ଗୁରୁବାର ଦିନ ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିଛି । ସୁପ୍ରିମକୋର୍ଟରେ ମୂଲ୍ୟାୟନର ରୂପରେଖ ଉପସ୍ଥାପନ କରିଛି…