Browsing Category
Breaking News
୪୦ ଡିଗ୍ରୀ ଛୁଇଁଲା ପାରଦ: ଜାଣନ୍ତୁ କେତେ ଦିନ ଯାଏଁ ରହିବ ତାତିର ପ୍ରକୋପ
ଭୁବନେଶ୍ୱର, ୨୨ା୩ (ଓଡିଶା ଭାସ୍କର): ପୁଣି ଥରେ ପାରଦ ୪୦ ଡିଗ୍ରୀ ଛୁଇଁଛି । ରାଜଧାନୀ ଭୁବନେଶ୍ୱର ଓ ବାରିପଦାରେ ତାପମାତ୍ରା ୪୦ ଡିଗ୍ରୀ ପହଞ୍ଚିଥିବା ବେଳେ ଅନ୍ୟ ୫ଟି ସ୍ଥାନରେ ୩୯ ଡିଗ୍ରୀ ରହିଛି । ତେବେ ଆସନ୍ତା…
ରାଷ୍ଟ୍ରପତିଙ୍କ ସ୍ୱାଗତ ପାଇଁ ପ୍ରସ୍ତୁତ ପୁରୀ ସହର
ପୁରୀ, ୨୨ା୩ (ଓଡିଶା ଭାସ୍କର): ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରୀ ଗସ୍ତରେ ଯିବେ । ଏହି ଅବସରରେ ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ । ସକାଳ ୯ଟାରୁ ୯ଟା ୪୫ ମିନିଟ ମଧ୍ୟରେ ରାଷ୍ଟ୍ରପତି…
ମୃତ୍ୟୁସଂଖ୍ୟା ୨୭.୨୭ ଲକ୍ଷରେ ପହଞ୍ଚିଲା
ନୂଆଦିଲ୍ଲୀ, ୨୨ା୩: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୨୭ ଲକ୍ଷ ୨୭ ହଜାର ୪୨୮ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ କୋଟି ୩୮…
ଏମ୍.ପି.ଭି:- ୪୮ ଗ୍ରାମରେ ଯୁବକଙ୍କ ସନ୍ଦେହଜନକ ଆତ୍ମହତ୍ୟା ।
ପଡିଆ,(ଆପ୍ର),୨୧/୦୩:- ମାଲକାନଗିରି ଜିଲ୍ଲା ଏମ୍.ଭି:- ୭୯ ଥାନା ଅନ୍ତର୍ଗତ ପଡିଆ ବ୍ଲକ ର ଗିରିକାନପାଲ୍ଲୀ ପଞ୍ଚୟତ ର ଏମ୍.ପି.ଭି:- ୪୮ ଗ୍ରାମରେ ଦେଖିବାକୁ ମିଳିଛି ଏହିପରି ଏକ ଅଭାବନୀୟ ଘଟଣା । ସୂଚନା ଅନୁଯାୟୀ…
ସାମାନ୍ୟ ଚାପ ଦ୍ୱାରା ଆମକୁ ମିଳିଥାଏ ଏହିସବୁ ବେନିଫିଟ୍, ଜାଣନ୍ତୁ ସେସବୁ
ଦୈନନ୍ଦିନ ଜୀବନରେ କିଛି ବି କାର୍ଯ୍ୟ କରିବାକୁ ହେଲେ ଆମକୁ ଚାପର ସମ୍ମୁଖୀନ ହେବାକୁ ପଡ଼େ । ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଯେଉଁ ଲୋକମାନେ ଆଦୌ ଚାପର ସମ୍ମୁଖୀନ ହୁଅନ୍ତି ନାହିଁ, ସେମାନେ ଖୁସିରେ ଜୀବନ ବିତାଇଥାନ୍ତି ।…
ଏହି ଦେଶରେ ରହିଛି ବିଶ୍ୱର ସବୁଠାରୁ ଧନୀ ଗାଁ, ପ୍ରତ୍ୟେକ ପରିବାର କୋଟିପତି, ଜାଣନ୍ତୁ କେଉଁଠି
ସମଗ୍ର ବିଶ୍ୱରେ ରହିଥିବା ପ୍ରତ୍ୟେକ ଦେଶର କିଛି ନା କିଛି ସ୍ୱତନ୍ତ୍ରତା ରହିଛି । ଆଜି ଆମେ ଏପରି ଏକ ଗାଁ ବିଷୟରେ କହିବାକୁ ଯାଉଛୁ, ଯେଉଁଠି ପ୍ରତ୍ୟେକ ପରିବାର କୋଟିପତି ଅଟନ୍ତି । ଏପରି ଏକ ଗାଁ ରହିଛି ଚୀନରେ ।…
ତେଲିଆ ତ୍ୱଚାଧାରୀ ମହିଳାମାନେ ଏହି ଘରୋଇ ଉପଚାର ଦ୍ୱାରା ଦେଖାଯାଆନ୍ତି ଅଧିକ ଆକର୍ଷଣୀୟ
ସାଧାରଣତଃ ତେଲିଆ ତ୍ୱଚାଧାରୀ ମହିଳାମାନେ ନିଜର ଚେହେରାକୁ ନେଇ ସର୍ବଦା ଚିନ୍ତାରେ ରହିଥାନ୍ତି । ଏହା ପଛରେ ଅନେକ କାରଣ ରହିଛି । ତେଲିଆ ତ୍ୱଚାରେ ମେକଅପ୍ ଦୀର୍ଘ ସମୟ ପର୍ଯ୍ୟନ୍ତ ତିଷ୍ଠି ରହିପାରେ ନାହିଁ । ଏପରି…
ଲୋକସଭା ବାଚସ୍ପତି ଓମ୍ ବିର୍ଲା କରୋନା ପଜିଟିଭ୍
ନୂଆଦିଲ୍ଲୀ, ୨୧ା୩: ଲୋକସଭା ବାଚସ୍ପତି ଓମ୍ ବିର୍ଲା କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଗତ ୧୯ ତାରିଖରେ ସେ ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ ଗତକାଲି ଏମ୍ସରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କର…
ରାଜ୍ୟରେ ଆଉ ୯୮ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ
ଭୁବନେଶ୍ୱର, ୨୧ା୩ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଏହା ମଧ୍ୟରେ ଆଜି ପୁଣି ୯୮ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୫୮ ଓ ସ୍ଥାନୀୟ ଅଞ୍ଚଳରୁ…
ହୋଲି ପୂର୍ବରୁ ବାତିଲ୍ ହେଲା ସମସ୍ତ ଟ୍ରେନ୍: ଦେଖନ୍ତୁ ତାଲିକା
ନୂଆଦିଲ୍ଲୀ, ୨୧ା୩: ହୋଲି ପୂର୍ବରୁ ଯଦି ଆପଣ କୌଣସି ଜାଗାକୁ ଟ୍ରେନ ଯୋଗେ ଯିବାକୁ ଚାହୁଁଥାନ୍ତି, ତେବେ ଗସ୍ତ ପୂର୍ବରୁ ଥରେ ଷ୍ଟାଟସ୍ ଯାଞ୍ଚ କରିନିଅନ୍ତୁ ।
ଭାରତୀୟ ରେଳବାଇ ପକ୍ଷରୁ ଅନେକ ଟ୍ରେନର ରୁଟ୍ ଓ…