Browsing Category

Breaking News

ଦେଶରେ ୨୪ ଘଣ୍ଟାରେ ୧୦୦ ମୃତ, ୧୧ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୧୭ା୨: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୯୦ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୫ ହଜାର ୯୧୩କୁ ବୃଦ୍ଧି…

ପର୍ସରେ ଅଶ୍ଲୀଳ ଫଟୋ ରଖନ୍ତୁ ନାହିଁ, ଜୀବନ ହୋଇଯିବ ବର୍ବାଦ

ଅର୍ଥ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିବା ପାଇଁ ଶାସ୍ତ୍ରରେ ଅନେକ ନିୟମ ଉଲ୍ଲେଖ ରହିଛି । ଏହି ନିୟମକୁ ମାନି ଚଳିଲେ ଜଣକର ଜୀବନରେ କେବେ ବି ଅର୍ଥ ସମସ୍ୟା ରହିବ ନାହିଁ । ସାଧାରଣତଃ ସମସ୍ତଙ୍କ ପାଖରେ ପର୍ସ ଥାଏ । ଆପଣ…

ବ୍ରିଜ୍ ତଳକୁ ଖସିଲା ଅଟୋ: ୨ ମୃତ, ୧୭ ଆହତ

ବରଗଡ଼, ୧୭ା୨ (ଓଡିଶା ଭାସ୍କର): ବରଗଡ଼ର ବିଜେପୁରରେ ଏକ ଅଟୋ ଓଲଟି ୨ ଜଣଙ୍କର ମୃତ୍ୟୁ ଘଟିଥିବା ସହ ୧୭ ଜଣ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ବରଯାତ୍ରୀ ନେଇ ଫେରୁଥିବା ବେଳେ ଅଟୋଟି ବିଜେପୁରର ସରନାପାଲି ବ୍ରିଜ୍ ତଳକୁ…

ଅନରକିଲିଂ: ଦେଢ଼ ଲକ୍ଷ ଟଙ୍କା ସୁପାରି ଦେଇ ଝିଅକୁ ଜାଳିଦେଲେ ପରିବାରଲୋକେ

ନୂଆଦିଲ୍ଲୀ, ୧୭ା୨: ଉତ୍ତରପ୍ରଦେଶରେ ଏକ ଲଜ୍ଜାଜନକ ନିନ୍ଦନୀୟ ଘଟଣା ଘଟିଛି । ପରିବାର ଲୋକେ ସୁପାରି ଦେଇ ନିଜର ଜନ୍ମିତ ଝିଅକୁ ପୋଡ଼ି ମାରିଦେଇଛନ୍ତି । ଅନ୍ୟ ଧର୍ମର ଜଣେ ଯୁବକଙ୍କ ସହିତ ଝିଅଟିର ପ୍ରେମ ସମ୍ପର୍କ…

ଆସନ୍ତାକାଲିଠାରୁ ବଜେଟ୍ ଅଧିବେଶନ: ୨୨ରେ ଆଗତ ହେବ ବଜେଟ୍

ଭୁବନେଶ୍ୱର, ୧୭ା୨ (ଓଡିଶା ଭାସ୍କର): କରୋନା କଟକଣା ମଧ୍ୟରେ ଆସନ୍ତାକାଲି ଠାରୁ ବଜେଟ୍ ଅଧିବେଶନ ଆରମ୍ଭ ହେବ । ତେବେ ବଜେଟ୍ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଚାଲିବ । ପ୍ରଥମ ପର୍ଯ୍ୟାୟ ଫେବୃଆରୀ ୧୮ରୁ ୨୭ ତାରିଖ…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୨୪.୨୮ ଲକ୍ଷ ଛୁଇଁଲା

ନୂଆଦିଲ୍ଲୀ, ୧୭ା୨: କରୋନାର ପ୍ରଭାବ କ୍ରମଶଃ କମିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ୨୪ ଲକ୍ଷ ୨୮ ହଜାର ୨୫୬ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ୮ କୋଟି ୪୮ ଲକ୍ଷ ୩୩ ହଜାର ୧୦୯ ଜଣ ସୁସ୍ଥ ହୋଇଛନ୍ତି । ମୋଟ…

ବିଜେପି ବିଧାୟକ ଦଳ ବୈଠକ ଆଜି

ଭୁବନେଶ୍ୱର, ୧୭ା୨ (ଓଡିଶା ଭାସ୍କର): ଆଜି ବସିବ ବିଜେପି ବିଧାୟକ ଦଳ ବୈଠକ । ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ବାସଭବନରେ ଏହି ବୈଠକ ଅନୁଷ୍ଠିତ ହେବ । ବୈଠକରେ ଆଇନ ଶୃଙ୍ଖଳା, ସୀମା ବିବାଦ ଓ ମଣ୍ଡି ସମସ୍ୟା ନେଇ…

ଏହି କାରଣରୁ ଝିଅମାନେ ପାର୍ଟନରଙ୍କୁ ଅଧାବାଟରୁ ଛାଡ଼ି ଚାଲି ଯାଆନ୍ତି

ପ୍ରେମ ଏକ ସୁନ୍ଦର ଅନୁଭବ । ଏହାକୁ ଶବ୍ଦରେ ବା ଭାଷାରେ ବର୍ଣ୍ଣନା କରାଯାଇପାରିବ ନାହିଁ, କେବଳ ଅନୁଭବ କରିହେବ । କୁହାଯାଏ, ସମସ୍ତେ ଜୀବନରେ ଦିନେ ନା ଦିନେ ପ୍ରେମ କରନ୍ତି, କିନ୍ତୁ ସଚ୍ଚା ପ୍ରେମ ସମସ୍ତଙ୍କ ଭାଗ୍ୟରେ…

ଆଜି ବି କମିଲା ସୁନା: କିନ୍ତୁ ମହଙ୍ଗା ହେଲା ରୂପା, ଜାଣନ୍ତୁ ଦାମ୍

ନୂଆଦିଲ୍ଲୀ,୧୬ ।୨: ଭାରତୀୟ ବଜାରରେ ଆଜି ବି ସୁନା ମୂଲ୍ୟରେ ସାମାନ୍ୟ ହ୍ରାସ ଘଟିଛି । ଦିଲ୍ଲୀ ସାରାଫା ବଜାରରେ ମଙ୍ଗଳବାର ଅର୍ଥାତ୍ ୧୬ ଫେବୃଆରୀ ୨୦୨୧ ଦିନ ୧୦ ଗ୍ରାମ ପ୍ରତି ସୁନା ମୂଲ୍ୟ ମାତ୍ର ୯ ଟଙ୍କା ହ୍ରାସ…