Browsing Category

Breaking News

ନେପାଳର ନୂଆ ଯୋଜନା, ଉତ୍ତରାଖଣ୍ଡର ଏହି ଅଞ୍ଚଳ ଉପରେ ଚଲାଇଛି କବଜା

ଥରକୁ ଥର ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସୁଛି ନେପାଳ । ନେପାଳ କହିଛି ଯେ, ଉତ୍ତରାଖଣ୍ଡ ରାଜ୍ୟର କୁମାଓନ ଅଞ୍ଚଳର ଚମ୍ପୱାଟ ଜିଲ୍ଲାର ସେମାନଙ୍କ ସୀମାରୁ ଆସୁଛି । ନେପାଳର କାଞ୍ଚନପୁର ଜିଲ୍ଲା ଭୀମଦତ୍ତର ମେୟର ଏହାକୁ…

କଟକ ସହରରୁ ଆଜି ୮୭ କରୋନା ଆକ୍ରାନ୍ତ ଚିହ୍ନଟ

କଟକ, ୩ା୮(ଓଡ଼ିଶା ଭାସ୍କର): କଟକ ସହରରୁ ଆଜି ୮୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୮୭ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୭୯ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୮ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।…

ଜିମ ଓ ଯୋଗ କେନ୍ଦ୍ର ପାଇଁ ଜାରି ହେଲା ଗାଇଡ଼ଲାଇନ

ନୂଆଦିଲ୍ଲୀ, ୩ା୮: ଦେଶ ଓ ରାଜ୍ୟରେ ଅନଲକ ୩.୦ ଆରମ୍ଭ ହୋଇଯାଇଛି । ଅନଲକ ୩.୦ରେ ଜିମ୍ ଓ ଯୋଗ କେନ୍ଦ୍ର ଖୋଲିବା ପାଇ ଅନୁମତି ମିଳିଛି । କିନ୍ତୁ କରୋନା ପାଇଁ ସତର୍କତା ଜରୁରୀ ତେଣୁ ଜିମ୍ ଓ ଯୋଗ କେନ୍ଦ୍ର ପାଇଁ…

ପିଏମ ଶ୍ରମଯୋଗୀ ମାନଧନ ଯୋଜନା: ଏଥିରେ ୪୪ ଲକ୍ଷ ଶ୍ରମିକଙ୍କୁ ମାସିକ ମିଳିବ ୩୦୦୦ ଟଙ୍କା, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେସନ?

ନୂଆଦିଲ୍ଲୀ,୩ ।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅସଙ୍ଗଠିତ କ୍ଷେତ୍ର ପାଇଁ ୩ଟି ପେନସନ ଯୋଜନା ଆରମ୍ଭ କରିଛନ୍ତି । ଏହି ପେନସନଗୁଡିକ କୃଷକ, ବ୍ୟବସାୟୀ ଓ ଶ୍ରମିକମାନଙ୍କ ପାଇଁ ଆରମ୍ଭ କରାଯାଇଛି । ଏଥିରେ…

ଭୁବନେଶ୍ୱରରେ ୧.୪% ଲୋକ ଅଜାଣତରେ କରୋନାରେ ଆକ୍ରାନ୍ତ ହୋଇ ଭଲ ହୋଇଛନ୍ତି: ସେରୋ ସର୍ଭେ

ଭୁବନେଶ୍ୱର, ୩ା୮(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ୧.୪ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡ଼ି ସୃଷ୍ଟି ହୋଇଛି । ଆଣ୍ଟିବଡ଼ି ହେଉଛି ଶରୀରରେ ସୃଷ୍ଟି ହୋଇଥିବା ରୋଗ ପ୍ରତିରୋଧ ଶକ୍ତି । ୧.୪ ପ୍ରତିଶତ ଲୋକ ଅଜାଣତରେ…

ରାଜ୍ୟରେ ପ୍ରଶାସନିକ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୩ ।୮(ଓଡିଶା ଭାସ୍କର): ରାଜ୍ୟରେ ପ୍ରଶାସନିକ ସ୍ତରରେ ଆଜି ଛୋଟ ଧରଣର ଅଦଳବଦଳ ହୋଇଛି । ଖୋର୍ଦ୍ଧା ଜିଲ୍ଲାପାଳ ସିତାଂଶୁ କୁମାର ରାଉତଙ୍କର ବଦଳି ହୋଇଛି । ତାଙ୍କ ଜାଗାରେ ଖୋର୍ଦ୍ଧାର ନୂଆ ଜିଲ୍ଲାପାଳ…

ମେଡ଼ିକାଲରେ କରୋନା ଆକ୍ରାନ୍ତଙ୍କୁ ମୋବାଇଲ ବ୍ୟବହାର ପାଇଁ ଅନୁମତି

ଭୁବନେଶ୍ୱର, ୩ା୮(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାସହ ଏବେ ବି ବହୁତ କରୋନା ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହାରି ମଧ୍ୟରେ ଏବେ କରୋନା…