Browsing Category
Breaking News
ବସ୍ ପୋଡ଼ି ୧୦ଜଣଙ୍କର ମୃତ୍ୟୁ ଘଟଣାରେ ଶକ୍ତି ବିଭାଗ ଦାୟୀ: ପରିବହନ ମନ୍ତ୍ରୀ
ଭୁବନେଶ୍ୱର, ୧୩ା୨(ଓଡ଼ିଶା ଭାସ୍କର): ଗଞ୍ଜାମରେ ବସରେ ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୧୦ଜଣଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପଛରେ ଶକ୍ତି ବିଭାଗ ଦାୟୀ ଥିବା କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା…
ପୋଲିସ କବଜାରେ ଅନୁପ ସାଏ
ଝାରସୁଗୁଡ଼ା, ୧୩ା୨(ଓଡ଼ିଶା ଭାସ୍କର): ରାୟଗଡ଼ ଚକ୍ରଧରନଗର ଥାନାରେ ବିଜେଡ଼ି ନେତା ଅନୁପ ସାଏଙ୍କୁ ଅଟକ ରଖାଯାଇଛି । ଗତକାଲି ରାତିରେ ଝାରସୁଗୁଡ଼ାରୁ ଉଠାଇ ନେଇଥିଲା ଛତିଶଗଡ଼ ପୋଲିସ । ଏକ ହତ୍ୟା ମାମଲାରେ ସମ୍ପୃକ୍ତି…
ନିର୍ଭୟା ଗଣଦୁଷ୍କର୍ମ ମାମଲା, ଆସନ୍ତାକାଲି କେନ୍ଦ୍ର ଆବେଦନର ଶୁଣାଣି
ନୂଆଦିଲ୍ଲୀ, ୧୩ା୨: ନିର୍ଭମା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ କେନ୍ଦ୍ର ଆବେଦନ କରିଥିବା ଉପରେ ଆସନ୍ତାକାଲି ସୁପ୍ରିମକୋର୍ଟରେ ଶେଷ ଶୁଣାଣି ହେବ । ଦିଲ୍ଲୀ ସରକାର ଓ କେନ୍ଦ୍ର ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ ।…
ସବୁ ରାଜନୈତିକ ଦଳକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ, ୧୩ା୨: ସବୁ ରାଜନୈତିକ ଦଳକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୱେବସାଇଟରେ ପ୍ରାର୍ଥୀଙ୍କ ଅପରାଧିକ ମାମଲା ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ପ୍ରାର୍ଥୀ ଘୋଷଣା ହେବାର ୭୨…
ଦବିଲା ପାରାଦୀପ-ହରିଦାସପୁର ନିର୍ମାଣଧୀନ ରେଳ ଲାଇନ
ମାର୍ଶାଘାଇ, ୧୩ା୨(ଓଡ଼ିଶା ଭାସ୍କର): ପାରାଦୀପ-ହରିଦାସପୁର ନିର୍ମାଣଧୀନ ରେଲୱେ ଲାଇନ ଦବି ଥିବା ସୂଚନା ମିଳିଛି । ମର୍ଶାଘାଇ ଗୋସେଇଁ ବନ୍ଧ ଗାଁ ନିକଟରେ ରେଲୱେ ଲାଇନ ଦବିଯାଇଛି । ସେଠାରେ ମାଟି ଦବିବା ସହ ବଡ଼ ବଡ଼ ଫାଟ…
ଟ୍ରକକୁ ପିଟିଲା ବସ୍, ୧୪ମୃତ
ଉତ୍ତରପ୍ରଦେଶ, ୧୩ା୨: ଉତ୍ତରପ୍ରଦେଶର ଫିରୋଜବାଦରେ ଏକ ଅଭାବନୀୟ ଘଟଣା ଘଟିଛି । ସେଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ୧୪ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୨୫ଜଣ ଗୁରୁତର ମେଡ଼ିକାଲରେ ଭର୍ତ୍ତି…
କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
ନୂଆଦିଲ୍ଲୀ, ୧୨ା୨: କେନ୍ଦ୍ର କ୍ୟାବିନେଟ ବୈଠକରେ ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । କୀଟନାଶକ ପରିଚାଳନା ବିଲକୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରି ମିଳିଛି । ଏଣିକି ଦେଶରେ ଜୈବିକ…
ରାଜ୍ୟ ଓବିସି କମିସନ ଗଠିତ
ଭୁବନେଶ୍ୱର, ୧୨ା୨(ଓଡ଼ିଶା ଭାସ୍କର): ରାଜ୍ୟ ସରକାର ଗଠନ କରିଛନ୍ତି ଓବିସି କମିସନ । ଜଷ୍ଟିସ ରଘୁନାଥ ବିଶ୍ୱାଳ ଓବିସି କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି । ଅଧ୍ୟକ୍ଷଙ୍କ ସହ ୩ ସଦସ୍ୟ ଓ ଜଣେ ସଦସ୍ୟ ସଚିବ ଭାବେ…
ମୋ ସରକାରରେ ସାମିଲ ହେଲା ପଞ୍ଚାୟତିରାଜ ବିଭାଗ
ଭୁବନେଶ୍ୱର, ୧୨ା୨(ଓଡ଼ିଶା ଭାସ୍କର): ଆଜି ମୋ ସରକାରରେ ସାମିଲ ହୋଇଛି ପଞ୍ଚାୟତିରାଜ ବିଭାଗ । ପାନୀୟ ଜଳ ବିଭାଗ ମଧ୍ୟ ମୋ ସରକାରରେ ସାମିଲ ହୋଇଥିବା ସୂଚନା ମିଳିଛି । ଲୋକସେବା ଭବନରେ କାର୍ଯ୍ୟକ୍ରମର ଶୁଭାରମ୍ଭ…
ସଂଖ୍ୟାଲଘୁ ଧର୍ମାନୁଷ୍ଠାନ ବିକାଶ ପାଇଁ ୧୬କୋଟି ମଞ୍ଜୁର
ଭୁବନେଶ୍ୱର, ୧୨ା୨(ଓଡ଼ିଶା ଭାସ୍କର): ରାଜ୍ୟର ସଂଖ୍ୟାଲଘୁ ଧର୍ମାନୁଷ୍ଠାନର ବିକାଶ ପାଇଁ ୧୬କୋଟି ଟଙ୍କା ମଞ୍ଜୁର ହୋଇଛି । ସ୍ୱତନ୍ତ୍ର ସମସ୍ୟା ପାଣ୍ଠିରୁ ଅର୍ଥ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ।…