Browsing Category

Breaking News

ଆରମ୍ଭ ହୋଇଗଲା ଖ୍ରୀଷ୍ଟମାସ, ଏହି ଦିନ ସବୁ ବ୍ୟାଙ୍କ ଛୁଟି

ନୂଆଦିଲ୍ଲୀ- ଆସନ୍ତା କାଲି ଖ୍ରୀଷ୍ଟମାସ । ଦେଶର ସବୁ ବ୍ୟାଙ୍କ ବନ୍ଦ ରହିବ । ଏଥିପାଇଁ ଆରବିଆଇ ତରଫରୁ ବ୍ୟାଙ୍କ ଛୁଟି ଘୋଷଣା ହୋଇଛି । ବରଂ ସୋମବାର ଠାରୁ କିଛି ରାଜ୍ୟରେ ବ୍ୟାଙ୍କ ଛୁଟି ଆରମ୍ଭ ହୋଇଯାଇଛି ।…

ପିଆଜ ରେଟକୁ ନେଇ ହଟହଟା ହେଲେ ମନ୍ତ୍ରୀ, ବେକରେ ମାଳ ପକାଇଦେଲେ ଚାଷୀ

ନୂଆଦିଲ୍ଲୀ: କୁହାଯାଏ ପରିବା ଦର କମିଲେ ଚାଷୀ ହଟହଟା ଏବଂ ଦର ବଢିଲେ ଖାଉଟି ହଟହଟା । ବର୍ତ୍ତମାନ ପିଆଜ ଦର କମିଥିବା ବେଳେ ଏହାକୁ ନେଇ ହଲ୍ଲାବୋଲ ଦେଖିବାକୁ ମିଳିଛି । ମନ୍ତ୍ରୀଙ୍କ ବେକରେ ପିଆଜ ମାଳ ପକାଇଛନ୍ତି ଚାଷୀ…

ବସ୍ ସହ ସମ୍ପର୍କ ରଖିବାକୁ ପତ୍ନୀ ଉପରେ ଚାପ ପକାଉଥିଲା ସଫ୍ଟୱେୟାର ଇଞ୍ଜିନିୟର, ମନା କରିବାରୁ ଦେଲା ତିନ୍ ତଲାକ୍

ନୂଆଦିଲ୍ଲୀ: ମହାରାଷ୍ଟ୍ରର କଲ୍ୟାଣକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ସଫ୍ଟୱେୟାର ଇଞ୍ଜିନିୟର ତାଙ୍କ ପତ୍ନୀଙ୍କୁ ନିଜ ପିତାମାତାଙ୍କ ଘରୁ ୧୫ ଲକ୍ଷ ଟଙ୍କା ଆଣିବାକୁ ଏବଂ ତାଙ୍କ ଅଫିସ୍…

ଥାନାରେ ହାଜର ହେଲେ ପୁଷ୍ପାରାଜ, ପୋଲିସ ପଚାରିଲା ଏହି 4 ପ୍ରଶ୍ନ

ନୂଆଦିଲ୍ଲୀ: ସୋମବାର ହାଇଦ୍ରାବାଦ ପୋଲିସ ଅଭିନେତା ଅଲୁ ଅର୍ଜୁନଙ୍କୁ ଏକ ସମନ ଜାରି କରିଥିଲା । ଡିସେମ୍ବର 4 ତାରିଖରେ ପୁଷ୍ପା 2 ର ପ୍ରିମିୟର୍ ସମୟରେ ଜଣେ ମହିଳାଙ୍କର ମୃତ୍ୟୁକୁ ନେଇ ଏହି ସମନ ଜାରି କରାଯାଇଥିଲା ।…

ମୁକୁଳା ଡ୍ରେନରେ ପଡି ଯୁବକଙ୍କ ମୃତ୍ୟୁ

ପୁରୀ- ଜଗନ୍ନାଥ କ୍ଷେତ୍ରରେ ମୁକୁଳା ସାଜିଛି ମରଣ ଯନ୍ତା । ମୁକୁଳା ଡ୍ରେନରେ ପଡି ଜଣେ ଯୁବକଙ୍କ ମୃତ୍ୟୁ । କୁମ୍ଭାରପଡା ଥାନା ଅଞ୍ଚଳରେ ଘଟିଲା ଅଘଟଣ । ଡ୍ରେନ ଘୋଡା ଯାଇ ନ ଥିବାରୁ ଡ୍ରେନରେ ପଡି ଯୁବକଙ୍କ ମୃତ୍ୟୁ…

(Breaking) ନୂଆ ବର୍ଷରୁ ଆରମ୍ଭ ହେବ ପାର୍ଟ ପ୍ଲଟ ବିକ୍ରି, କହିଲେ ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର- ରାଜସ୍ୱ ମନ୍ତ୍ରୀଙ୍କ ବଡ ବୟାନ ଆସିଲା ପ୍ଲଟିଂକୁ ନେଇ । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଆସନ୍ତା ଜାନୁଆରୀ ମାସରୁ ପାର୍ଟ ପ୍ଲଟ ବିକ୍ରି ଆରମ୍ଭ ହୋଇଯିବ । ଏହାକୁ ନେଇ ବିଜେପି ସରକାର କାମ…

ପ୍ରଥମେ ଲିଫ୍ଟ ବାହାନା ପରେ ନିଶା ଦେଇ ବେହୋସ୍, ବୃଦ୍ଧଙ୍କ ଆଖି ତାଡିନେଲେ !

ଭୁବନେଶ୍ବର: ବଲାଙ୍ଗୀରରୁ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା  । ରାସ୍ତାରେ ଚାଲିଚାଲି ଯାଉଥିବା ବୃଦ୍ଧକୁ ଅଟକାଇ ନିଶା ଦେଇ ଆଖି ତାଡିଦେଇଥିବା ଅଭିଯୋଗ ହୋଇଛି । ବଲାଙ୍ଗିର ଲୋଇସିଂହା ଥାନା ଏନଏଚ ୨୬ ଲୋଇସିଂହା ପେଟ୍ରୋଲ…

ସତ ହେବ ତ ଯୋଜନା ? କୁକୁର ବଂଶବୃଦ୍ଧି ରୋକିବା ପାଇଁ ଅଣ୍ଟା ଭିଡିଲା BMC

ଭୁବନେଶ୍ବର: ଖୁବ୍‌ଶୀଘ୍ର ଭୁବନେଶ୍ୱରରେ ଆରମ୍ଭ ହେବ କୁକୁର ବନ୍ଧ୍ୟାକରଣ । ଆଉ ଭୋଗିବାକୁ ପଡିବନି ସମସ୍ୟା । କୁକୁର ଆତଙ୍କ ବଢ଼ିଥିବା ସ୍ୱୀକାର କରିବା ସହିତ ଏନେଇ ଘୋଷଣା କରିଛନ୍ତି ଭୁବନେଶ୍ବର ମେୟର ସୁଲୋଚନା ଦାସ ।…

Bill Clinton Hospitalized: ବିଗିଡିଲା Bill Clintonଙ୍କ ସ୍ବାସ୍ଥ୍ୟବସ୍ଥା, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ହସ୍ପିଟାଲରେ ଭର୍ତ୍ତି ହେଲେ ଆମେରିକାର ପୂର୍ବତନ ରାଷ୍ଚ୍ରପତି ବିଲ୍ କ୍ଲିଣ୍ଟନ । ପ୍ରବଳ ଜ୍ବର ହେତୁ ଓ୍ବାଶିଂଟନ ଡିସି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିଲ୍ କ୍ଲିଣ୍ଟନଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର…

ବ୍ରାଜିଲରେ ୩ ଦିନରେ ତୃତୀୟ ବଡ଼ ଦୁର୍ଘଟଣା, ଭୁଶୁଡିପଡ଼ିଲା ୨ ରାଜ୍ୟକୁ ସଂଯୋଗ କରୁଥିବା ବ୍ରିଜ୍: ଦୁଇ ମୃତ, ଡଜନେ ନିଖୋଜ

ବ୍ରାଜିଲର ଦୁଇଟି ଉତ୍ତର ରାଜ୍ୟକୁ ସଂଯୋଗ କରୁଥିବା ଏକ ବ୍ରିଜ ଭୁଶୁଡ଼ିବା ପରେ ଅତିକମରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଏକ ଡଜନ ଲୋକ ନିଖୋଜ ଅଛନ୍ତି । ସୋମବାର ପୋଲିସ ଏହି ସୂଚନା ଦେଇଛି । ସଲଫୁରିକ୍ ଏସିଡ୍ ଲିକ୍…