fbpx
BSKY
BJD YOUTH SKY
BJD MS SKY
Browsing Category

ବାଣିଜ୍ୟ

ଆଜି ଅପରାହ୍ଣ ୪ଟାରୁ ଟ୍ରେନ୍ ପାଇଁ ଟିକେଟ୍ ବୁକିଂ ଆରମ୍ଭ, ଜାଣନ୍ତୁ କିପରି କରିବେ ବୁକିଂ?

କରୋନା ସଙ୍କଟ ମଧ୍ୟରେ ଭାରତୀୟ ରେଳ ପକ୍ଷରୁ ମେ ୧୨ରୁ ପ୍ରାସେଞ୍ଜର ଟ୍ରେନ୍ ଚଳାଇବାକୁ ଘୋଷଣା କରାଯାଇଛି । ଆରମ୍ଭରୁ ମାତ୍ର ୧୫ଟି ଟ୍ରେନ୍ ଗଡିବ । ଏନେଇ ଆଜି ଅପରାହ୍ଣ ୪ଟାରୁ ଟିକେଟ୍ ବୁକିଂ ଆରମ୍ଭ ହେବ । ଏହି ଟ୍ରେନ୍…

ଲକ୍-ଡାଉନରେ କାଲିଠାରୁ ଏହି ଦାମରେ ସୁନା ବିକିବେ ସରକାର!

ଦିନକୁ ଦିନ ସୁନା ମୂଲ୍ୟ ଆକାଶଛୁଆଁ ହେବାରେ ଲାଗିଛି । ଯଦି ଆପଣକ୍କ୍-ଡାଉନରେ ଘରେ ବସି ସୁନା କିଣିବାକୁ ଚାହୁଁଛନ୍ତି, ତେବେ ସରକାର ଆପଣଙ୍କ ପାଇଁ ଏକ ଖାସ୍ ଯୋଜନା ପ୍ରସ୍ତୁତ କରିଛନ୍ତି । ସରକାରଙ୍କ ପକ୍ଷରୁ FY…

ହ୍ୱାଟ୍ସଆପର ବଡ ଫିଚର୍! ଏଣିକି ଏକାସାଙ୍ଗରେ ୫୦ ଜଣଙ୍କୁ କରିପାରିବେ ଭିଡିଓ କଲ୍

ହ୍ୱାଟ୍ସଆପ ଖୁବଶୀଘ୍ର ଏକ ନୂଆ ଫିଚର ଆଣିବାକୁ ଯାଉଛି, ଯେଉଁଥିରେ ଭିଡିଓକଲିଂର ଅଧିକ ଲାଭ ପାଇବେ ୟୁଜର । ତେବେ ହ୍ୱାଟ୍ସଆପରେ ମେସେଞ୍ଜର ରୁମ୍ସର ପରୀକ୍ଷା ଚାଲିଛି, ଯାହାକି ୱେବ୍ ସଂସ୍କରଣ ପାଇଁ ଉପଲବ୍ଧ ହେବ । ଟୁଇଟ୍…

ଏସବିଆଇ ପକ୍ଷରୁ ଆଉ ଏକ ଖୁସିଖବର

ଲକ-ଡାଉନ ମଧ୍ୟରେ ନିଜ ଗ୍ରାହକମାନଙ୍କୁ ଆଉ ଏକ ଖୁସି ଖବର ଆଣିଦେଇଛି ଏସବିଆଇ । ବର୍ତ୍ତମାନର ସୁଧହାରକୁ ପୁଣି ଥରେ ହ୍ରାସ କରିବାକୁ ଏସବିଆଇ ନିଷ୍ପତ୍ତି ନେଇଛି, ଯାହାର ନୂଆ ହାର ମେ ୧୦ ତାରିଖରୁ ଲାଗୁ ହେବ । ଷ୍ଟେଟ୍…

ସୋମବାରଠାରୁ ଶସ୍ତାରେ ମିଳିବ ସୁନା, ଜାଣନ୍ତୁ କିଣିବେ କେଉଁଠୁ?

ଲକ୍-ଡାଉନରେ ସୁନା ମୂଲ୍ୟ ଆକାଶଛୁଆଁ ହେବାରେ ଲାଗିଛି । ଗତ ୫ ସପ୍ତାହ ମଧ୍ୟରେ ସୁନାର ମୂଲ୍ୟ ବଢିବାରେ ଲାଗିଛି । ଏଭଳି ପରିସ୍ଥିତିରେ ଯଦି ଆପଣ କମ୍ ମୂଲ୍ୟରେ ସୁନା କିଣିବାକୁ ଚାହୁଁଛନ୍ତି, ତେବେ ଆପଣାନ୍ତୁ ଏହି ଉପାୟ…

ପେଟ୍ରୋଲ ଲିଟର ୨୨ଟଙ୍କା ,ଡିଜେଲ ୨୧ ଟଙ୍କା !

ଲିଟର ୨୨ଟଙ୍କା ଡିଜେଲ ୨୧ ଟଙ୍କା । ହଁ ଏହା ଏବେର ଦର ,୨୦ ବର୍ଷ ତଳର ନୁହେଁ । ବିଶ୍ୱରେ ମାନ୍ଦାବସ୍ଥା ଯୋଗୁଁ ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ଯୋଗୁଁ ପେଟ୍ରୋଲ ଓ ଡିଜେଲର ମୁଲ୍ୟ ହ୍ରାସପାଇଛି । କିନ୍ତୁ ଦର ଶୁଣି ଖୁସି…

ସରକାରୀ ନିଷ୍ପତ୍ତି । ଅନଲାଇନରେ ମିଳିବ ମଦ,ଜଣଙ୍କୁ ସର୍ବାଧିକ ୫ ଲିଟର

ଭୁବନେଶ୍ୱର : ୫।୫(ଓଡିଶା ଭାସ୍କର):ଲକ ଡାଉନ ୩.୦ରେ ମଦ ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି ସରକାର । ହେଲେ ଏଥିପାଇଁ ସାମଜିକ ଦୂରତା ନିୟମ ପାଳନକୁ କଡାକଡି କରିବାକୁ ନିର୍ଦ୍ଦେଶ ରହିଛି । ହେଲେ ସୋମବାରଠୁ ଯେଉଁଠି ମଦ…

ମଦ ପରେ ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ କେତେ?

କରୋନା ଭାଇରସ୍ ଯୋଗୁଁ ଦେଶର ଅର୍ଥନୀତି ଅଧିକ ପ୍ରଭାବିତ ହୋଇଛି । ଯାହାକୁ ଦୃଷ୍ଟିରେ ରଖି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିଷ୍ପତ୍ତି ନେଇଛନ୍ତି । ଆଜିଠାରୁ…

ମଦ ମହଙ୍ଗା,ଲାଗିଲା କରୋନା ଟ୍ୟାକ୍ସ

ଭୁବନେଶ୍ୱର:୫ ।୫(ଓଡିଶା ଭାସ୍କର): ମହଙ୍ଗା ହେଲା ମଦ । ଏକାଥରକେ ୭୦ ପ୍ରତିଶତ ବଢ଼ିଲା ଦାମ । ଆଜିଠାରୁ ଏହି ନୂଆ ଦରରେ ମଦ ବିକ୍ରି ହେବ । ଏହି ବଦ୍ଧିତ ଦରକୁ କରୋନା ଟ୍ୟାକ୍ସ ହିସାବରେ ଲୋକଙ୍କଠାରୁ ନିଆଯିବ ।…

ଲକଡାଉନରେ ଭରଣ ପୋଷଣ ପାଇଁ ସୁନା ଦୋକାନୀ ପାଲଟିଲେ ପରିବା ବିକାଳୀ

ଭୁବନେଶ୍ୱର:୫ ।୫(ଓଡିଶା ଭାସ୍କର):ସୋ କେଶରେ ଥିଲା ଲକ୍ଷ ଲକ୍ଷ ଟଙ୍କାର ଗହଣା । ଲୋକେ ବ୍ୟାଗରେ ଟଙ୍କା ଧରି ଆସୁଥିଲେ ଛୋଟ ବ୍ୟାଗରେ ସୁନାଗହଣା ନେଇ ଯାଉଥିଲେ । ହେଲେ ଲକ ଡାଉନ ଯୋଗୁଁ ବଦଳି ଯାଇଛି ଜୀବନ । ଏବେ…