Browsing Category
ବାଣିଜ୍ୟ
ପୁଣି ବୃଦ୍ଧି ହେଲା ପେଟ୍ରୋଲ ଓ ଡିଜେଲର ଦାମ
ନୂଆଦିଲ୍ଲୀ ୦୫ । ୦୫ (ଓଡ଼ିଶା ଭାସ୍କର) : ଆଜି ଦ୍ୱିତୀୟ ଦିନରେ ମଧ୍ୟ ତେଲ ଦରରେ ବୃଦ୍ଧି ଘଟିଛି । ବୁଧବାର ପେଟ୍ରୋଲ ଲିଟର ପିଛା ୧୯ ପଇସା ଏବଂ ଡିଜେଲ ଲିଟର ପିଛା ୨୧ ପଇସା ବୃଦ୍ଧି କରାଯାଇଛି । ଗତକାଲି ପେଟ୍ରୋଲ ୧୫…
କରୋନାର ଦ୍ୱିତୀୟ ଲହର କେତେ ଭୟଙ୍କର: ୭୦ ଲକ୍ଷ ଲୋକ ଚାକିରି ହରାଇଲେଣି, ଆଗକୁ ଆହୁରି ବଢ଼ିବ!!!
ନୂଆଦିଲ୍ଲୀ, ୪ା୫: କରୋନା ପ୍ରଭାବରେ ସମଗ୍ର ଦେଶବାସୀ ଶନିଦଶା ଭୋଗୁଛନ୍ତି । ଦିନକୁ ଦିନ ଦେଶରେ ବେକାରୀ ସଂଖ୍ୟା ବଢ଼ିବାରେ ଲାଗିଛି । କରୋନାର ପ୍ରଥମ ଲହରରେ ଲକ୍ଷ ଲକ୍ଷ ଲୋକ ନିଜର ଜୀବିକା ହରାଇ ବେକାର ହୋଇଥିଲେ ।…
ପୁଣି ବଢ଼ିଲା ତୈଳ ଦର, ଜାଣନ୍ତୁ କେତେ ହେଲା ମହଙ୍ଗା
ନୂଆଦିଲ୍ଲୀ, ୪ା୫: ବର୍ତ୍ତମାନ ସମୟରେ ଦେଶରେ କରୋନା ସଂକଟ ଲାଗି ରହିଥିବା ବେଳେ ପୁଣି ତୈଳ ଦର ବୃଦ୍ଧି ପାଇଛି । ୧୮ ଦିନ ଧରି ପେଟ୍ରୋଲ ଓ ଡିଜେଲ ଦାମ୍ ସ୍ଥିର ରହିବା ପରେ ଆଜି ପୁଣି ଦାମ ପରିବର୍ତ୍ତନ ହୋଇଛି । ଆଜି…
ମେ’ ୧୫ରୁ ବନ୍ଦ ହୋଇଯିବ ହ୍ୱାଟ୍ସଆପ୍, ଏହା ପୂର୍ବରୁ କରିନିଅନ୍ତୁ ଏହି କାମ
ନୂଆଦିଲ୍ଲୀ: ହ୍ୱାଟ୍ସଆପ ବ୍ୟବହାରକାରୀଙ୍କ ପାଇଁ ଆସିଛି ବଡ ଖବର । ନୂଆବର୍ଷରୁ ହ୍ୱାଟ୍ସଆପର ନିଜର ପ୍ରାଇଭେସି ପଲିସିକୁ ନେଇ ଆଲୋଚନା କରୁଥିବା ବେଳେ ନୂଆ ପଲିସି ଫେବୃଆରୀ ୮ରୁ ଲାଗୁ ହେବା ନେଇ ସୂଚନା ମିଳିଥିଲା ।…
ଏପ୍ରିଲରେ ୧,୪୧,୩୮୪ କୋଟିର ଜିଏସଟି ସଂଗ୍ରହ: ଲଗାତାର ୭ମ ମାସରେ ୧ ଲକ୍ଷ କୋଟିର ଜିଏସଟି ସଂଗ୍ରହ
ନୂଆ ଦିଲ୍ଳୀ, ୦୨/୦୫: ଏପ୍ରିଲରେ କରୋନାର ଦ୍ୱିତୀୟ ଲହର ଯୋଗୁଁ ଦେଶର ସ୍ଥିତି ସଂଙ୍ଗୀନ ରହିଥିଲା । ସେପଟେ ଅନେକ ରାଜ୍ୟରେ କରୋନାକୁ ନେଇ ଲକଡାଉନ ଲଗାଯାଇଛି । ତେବେ ଏହାପରେ ମଧ୍ୟ ଏପ୍ରିଲ ମାସରେ ଜିଏସଟି କଲେକ୍ସନ ର…
ଆରମ୍ଭ ହେଲା ବିଗ୍ ବଜାର ହୋମ୍ ଡେଲିଭରି ସେଲ୍, ଘରେ ବସି ପାଆନ୍ତୁ କ୍ୟାସବ୍ୟାକ୍
ଭୁବନେଶ୍ୱର, ୧ା୫ (ଓଡିଶା ଭାସ୍କର): ରାଜ୍ୟରେ କରୋନାକୁ ନେଇ ଲାଗୁ ହୋଇଥିବା କଟକଣା ପାଇଁ ଜନସାଧାରଣ ଅଧିକାଂଶ ସମୟ ଘରେ ରହିବାକୁ ବାଧ୍ୟ ହେଉଛନ୍ତି । ତେଣୁ ଏହି ସମୟରେ ବିଗ୍ ବଜାର ପକ୍ଷରୁ ଆରମ୍ଭ ହୋଇଛି ହୋମ୍…
କରୋନାରେ ମୃତ୍ୟୁ ଘଟିଲେ ମିଳିବ ୨ ଲକ୍ଷ ଟଙ୍କା, କରନ୍ତୁ ଏହି ସରକାରୀ ଯୋଜନା
ବର୍ତ୍ତମାନ ସମଗ୍ର ଦେଶରେ କରୋନା ତାଣ୍ଡବ ଜାରି ରହିଛି । ମୃତ୍ୟୁସଂଖ୍ୟା ଓ ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । କେତେବେଳେ କାହାର ମୃତ୍ୟୁ ଘଟିବ, ତାହା କହିହେବ ନାହିଁ । ତେଣୁ ଏହି ସମୟରେ…
ବିବାହ ଋତୁରେ ଶସ୍ତା ହୋଇଗଲା ସୁନା, ଜାଣନ୍ତୁ ଆଜିର ଦର
ନୂଆଦିଲ୍ଲୀ,୩୦ ।୪: ବିବାହ ଋତୁ ଚାଲିଥିବା ବେଳେ ଏପ୍ରିଲ ମାସର ଶେଷ ଦିନରେ ଶସ୍ତା ହୋଇଛି ସୁନା ଦର । ସୁନା ଦର ସହିତ ରୂପା ଦରରେ ମଧ୍ୟ ହ୍ରାସ ଘଟିଛି । ଆଜି ୨୪ କ୍ୟାରେଟ୍ ସୁନାରେ ୧୦ ଗ୍ରାମ ପିଛା ୧୮୭ ଟଙ୍କା ହ୍ରାସ…
ମେ’ ମାସରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ କେଉଁ କେଉଁ ଦିନ?
ନୂଆଦିଲ୍ଲୀ,୩୦ ।୪: କରୋନା କାରଣରୁ ଦେଶର ବିଭିନ୍ନ ସ୍ଥାନରେ ଅଲଗା ଅଲଗା ଦିନରେ ଲକଡାଉନ୍ ଲାଗୁ ହେଉଛି । କିନ୍ତୁ ଆବଶ୍ୟକୀୟ ସେବା ଯୋଗୁଁ ବ୍ୟାଙ୍କଗୁଡ଼ିକ ଖୋଲା ରହିଛନ୍ତି । ଯଦି ବ୍ୟାଙ୍କରେ ଆପଣଙ୍କର କୌଣସି ଜରୁରୀ…
ଷ୍ଟକ୍ ମାର୍କେଟରେ ବଡ଼ ହ୍ରାସ! 983 ପଏଣ୍ଟ ତଳକୁ ଖସିଲା ସେନସେକ୍ସ
ନୂଆଦିଲ୍ଲୀ, ୩୦/୦୪: ଶୁକ୍ରବାର ସେୟାର ବଜାରରେ ଏକ ବଡ଼ ହ୍ରାସ ଘଟିଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସେନସେକ୍ସ ୯୮୩ ପଏଣ୍ଟ ହ୍ରାସ ପାଇଛି, ଅର୍ଥାତ୍ ୧.୯୮%, ଖସି ୪୮,୭୮୨ ରେ ବନ୍ଦ ହୋଇଛି । ଏଥି ସହିତ ନିଫ୍ଟିରେ ମଧ୍ୟ…