Browsing Category
ବାଣିଜ୍ୟ
ମଦ ପରେ ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ କେତେ?
କରୋନା ଭାଇରସ୍ ଯୋଗୁଁ ଦେଶର ଅର୍ଥନୀତି ଅଧିକ ପ୍ରଭାବିତ ହୋଇଛି । ଯାହାକୁ ଦୃଷ୍ଟିରେ ରଖି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିଷ୍ପତ୍ତି ନେଇଛନ୍ତି । ଆଜିଠାରୁ…
ମଦ ମହଙ୍ଗା,ଲାଗିଲା କରୋନା ଟ୍ୟାକ୍ସ
ଭୁବନେଶ୍ୱର:୫ ।୫(ଓଡିଶା ଭାସ୍କର): ମହଙ୍ଗା ହେଲା ମଦ । ଏକାଥରକେ ୭୦ ପ୍ରତିଶତ ବଢ଼ିଲା ଦାମ । ଆଜିଠାରୁ ଏହି ନୂଆ ଦରରେ ମଦ ବିକ୍ରି ହେବ । ଏହି ବଦ୍ଧିତ ଦରକୁ କରୋନା ଟ୍ୟାକ୍ସ ହିସାବରେ ଲୋକଙ୍କଠାରୁ ନିଆଯିବ ।…
ଲକଡାଉନରେ ଭରଣ ପୋଷଣ ପାଇଁ ସୁନା ଦୋକାନୀ ପାଲଟିଲେ ପରିବା ବିକାଳୀ
ଭୁବନେଶ୍ୱର:୫ ।୫(ଓଡିଶା ଭାସ୍କର):ସୋ କେଶରେ ଥିଲା ଲକ୍ଷ ଲକ୍ଷ ଟଙ୍କାର ଗହଣା । ଲୋକେ ବ୍ୟାଗରେ ଟଙ୍କା ଧରି ଆସୁଥିଲେ ଛୋଟ ବ୍ୟାଗରେ ସୁନାଗହଣା ନେଇ ଯାଉଥିଲେ । ହେଲେ ଲକ ଡାଉନ ଯୋଗୁଁ ବଦଳି ଯାଇଛି ଜୀବନ । ଏବେ…
ବାହୁବଲୀ ଓ ମଦ ଦୋକାନ ସମ୍ପର୍କ !
ଭୁବନେଶ୍ୱର :୪ ।୫(ଓଡିଶା ଭାସ୍କର): ଦିନା କେତେ ସଭିଙ୍କ ମନରେ ଥିଲା ଗୋଟିଏ ପ୍ରଶ୍ନ । କଟପ୍ପା କାହିଁକି ମାରିଲା ବାହୁବଲୀକୁ । ସଭିଏଁ ଖୋଜି ଚାଲିଥିଲେ ଏହାର ଉତ୍ତର । ରାଜାମୈାଲୀଙ୍କ ବାହୁବଲୀ ୨ ର ରିଲିଜ ପରେ ଏହାର…
ଚିନ୍ତାରେ ସେଲୁନବାଲା,ଦେଢ଼ମାସ କଇଁଚୀ ଖୂର ନବାଜି ଚୁଟିଦାଢ଼ି ଜଟ
ଭୁବନେଶ୍ୱର:୪ ।୫(ଓଡିଶା ଭାସ୍କର): ଲକ ଡାଉନକୁ ପୁରିଲା ୪୫ ଦିନ । ଆଜିଠୁ ଲକଡାଉନ ୩.୦ ଆରମ୍ଭ ହେଲା । ହେଲେ ଏହି ତୃତୀୟ ପର୍ଯ୍ୟାୟରେ କିଛି କ୍ଷେତ୍ରକୁ କୋହଳ କରିଛନ୍ତି ସରକାର । ମଦ ଦୋକାନ ସହ,ପାନ ଓ ସେଲୁନ ଦୋକାନ…
ଆଜିଠୁ ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ନୂଆନିୟମ ,ଜାଣନ୍ତୁ କଣ ?
ଭୁବନେଶ୍ୱର:୪ ।୫(ଓଡିଶା ଭାସ୍କର):ଆରମ୍ଭ ହୋଇଛି ଲକଡାଉନ ୩.୦ । ଏଥିପାଇଁ କିଛି ନୂଆ ନିୟମ ବି କରାଯାଇଛି । ଖାସ କରି ଆପଣଙ୍କ ଅକାଉଣ୍ଟରୁ ଟଙ୍କା ଉଠାଇବା ପାଇଁ ବି ରହିଛି ସର୍ତ୍ତ । ବ୍ୟାଙ୍କରେ ଆପଣଙ୍କ ଲକ୍ଷ ଲକ୍ଷ…
ଅନଲାଇନରେ ୪୦୦ଟଙ୍କାର ବିସ୍କୁଟ ମଗାଇ ଲାଗିଲା ଅଢ଼େଇଲକ୍ଷର ଚୁନ
ଭୁବନେଶ୍ୱର:୪ ।୫(ଓଡିଶା ଭାସ୍କର): ପୁଣି ମାତିଲେ ଅନଲାଇନ ଲୁଟେରା । ଅନ ଲାଇନରେ ବିସ୍କୁଟ ଦେବା ନାଁରେ ଲୁଟିଲେ ଅଢ଼େଇ ଲକ୍ଷ ଟଙ୍କା । ଲକ ଡାଉନ ସମୟରେ ଘରେ ରହି ରାସନ ପାଇବାକୁ ଗୁଗୁଲରେ ଅନଲାଇନ ରାସନ ର ଅର୍ଡର…
ପ୍ରସ୍ତୁତି ଫେଲ ,ମଦୁଆ ହତାସ,ରାଜଧାନୀରେ ଖୋଲିବନି ମଦ ଦୋକାନ
ଭୁବନେଶ୍ୱର :୩ ।୫(ଓଡିଶା ଭାସ୍କର): ଫେଲ ମାରିଲା ପୂର୍ବ ପ୍ରସ୍ତୁତି । ଫଟୋଟି ରାଜଧାନୀ ଭୁବନେଶ୍ୱରର ମଧ୍ୟ ଭାଗରେ ଥିବା ମଦ ଦୋକାନର । ଦେଖନ୍ତୁ କିଭଳି ଆଜି ସକାଳର ଥିଲା ଦୃଶ୍ୟ । ଜଣେ ବ୍ୟକ୍ତି ଦୋକାନ ସମ୍ମୁଖରେ…
ବସ ଚାଲିବା ନେଇ ନିଷ୍ପତ୍ତି ଆଜି
ଭୁବନେଶ୍ୱର:୩ ।୫(ଓଡିଶା ଭାସ୍କର): କରୋନା ଲକ ଡାଉନ ୩.୦ର ନିୟମ ଅନୁଯାୟୀ ଗ୍ରୀନରେ ବସ ଗଡିବାକୁ ମିଳିଛି ଗ୍ରୀନ ସିଗନାଲ । କିନ୍ତୁ ସର୍ତ୍ତ ଏହା ଯେ ୫୦% ଯାତ୍ରୀଙ୍କୁ ନେଇ ଗଡିବ ବସ । କିନ୍ତୁ ଏଭଳି ସର୍ତ୍ତରେ…
କୋଟି କୋଟି ଲୋକଙ୍କ ଖାତାକୁ ପଠାଯିବ ୫୦୦ ଟଙ୍କା, ଜାଣନ୍ତୁ କେବେ ଓ କିପରି ଉଠାଇବେ?
କରୋନା ସଙ୍କଟ ବଢୁଥିବାରୁ ଲକ୍-ଡାଉନ୍ ଅବଧିକୁ ଆଉ ୨ ସପ୍ତାହ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଏଥିରେ ଗରୀବମାନେ ବେଶୀ ପ୍ରଭାବିତ ହେଉଥିବାର ଦେଖିବାକୁ ମିଳୁଛି । ଏନେଇ ଲୋକଙ୍କୁ ସାହାର୍ଯ୍ୟ ପାଇଁ ଗରୀବ ମହିଳାଙ୍କ…