Browsing Category

ବାଣିଜ୍ୟ

ମାସ ଆରମ୍ଭରୁ ମହଙ୍ଗା ମାଡ, ବଢ଼ିଲା କମର୍ସିଆଲ୍ ଏଲପିଜି ସିଲିଣ୍ଡରର ଦାମ୍

ନୂଆଦିଲ୍ଲୀ: ଅକ୍ଟୋବର ମାସର ପ୍ରଥମ ଦିନରୁ ପେଟ୍ରୋଲିୟମ୍ କମ୍ପାନୀ ଗୁଡ଼ିକ ମହଙ୍ଗା ମାଡର ଝଟକା ଦେଇଛନ୍ତି । କରୋନା ସମୟରେ ଜୀବିକାକୁ ନେଇ ଲୋକେ ସମସ୍ୟା ଦେଇ ଗତି କରୁଥିବା ବେଳେ ଏହି ମହଙ୍ଗା ମାଡ଼ ସେମାନଙ୍କ ଆର୍ଥିକ…

ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ୍ ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ତୈଳଦର

ନୂଆଦିଲ୍ଲୀ: ସରକାରୀ ତୈଳ କମ୍ପାନୀ ଆଜି ଠାରୁ ଅର୍ଥାତ୍ ଅକ୍ଟୋବର ୧ ତାରିଖରୁ ପେଟ୍ରୋଲ୍ ଓ ଡିଜେଲ ଦରରେ ପୁଣି ବୃଦ୍ଧି କରିଛନ୍ତି । ଆଇଓସିଏଲ୍ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଦେଶର ପାଖାପାଖି ସବୁ ସହରରେ ଆଜେି…

ଆଶ୍ୱସ୍ତିର ଖବର: DL, RC ଭଳି ଡକ୍ୟୁମେଣ୍ଟର ବଢ଼ିଲା ବୈଧତା, ତୁରନ୍ତ କରନ୍ତୁ ରିନ୍ୟୁ

ନୂଆଦିଲ୍ଲୀ: ଡ୍ରାଇଭିଂ ଲାଇସେନ୍ସ, ପଞ୍ଜୀକରଣ ପ୍ରମାଣ ପତ୍ର(ଆରସି) ଏବଂ ଅନ୍ୟ ପରମିଟ୍ ର ବୈଧତାକୁ ଅକ୍ଟେବର ୩୧ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ଏପର୍ଯ୍ୟନ୍ତ ଏହାର ବୈଧତା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ରହିଥିଲା…

ପେନସନ୍, ଚେକବୁକ୍ ଠାରୁ ଆରମ୍ଭ କରି ସିଲିଣ୍ଡର ପର୍ଯ୍ୟନ୍ତ, ଏସବୁ କ୍ଷେତ୍ରରେ ଆଜିଠାରୁ ଲାଗୁ ହେବ ନୂତନ ନିୟମ

ନୂଆଦିଲ୍ଲୀ: ଅକ୍ଟୋବର ୧ ଅର୍ଥାତ୍ ଆଜିଠାରୁ ପେମେଣ୍ଟ, ବ୍ୟାଙ୍କିଙ୍କ୍, ପେନସନ୍, ଏଟିଏମ୍, ସିଲିଣ୍ଡର ଭଳି କିଚଇ ପ୍ରମୁଖ କ୍ଷେତ୍ରରେ ପରିବର୍ତ୍ତନ ହେବ । ତେବେ ଏହିସବୁ ପ୍ରଭାବ ଆପଣଙ୍କ ଉପରେ ପଡ଼ିପାରେ । ତେଣୁ…

ହୁରୁନ୍ ଧନୀ ତାଲିକା ପ୍ରଥମରେ ମୁକେଶ ଅମ୍ବାନୀ; ଅଦାନୀଙ୍କ ସମ୍ପତ୍ତିରେ ୨୬୧ ପ୍ରତିଶତ ଅଭିବୃଦ୍ଧି

ନୂଆଦିଲ୍ଲୀ: ଗୁରୁବାର ପ୍ରକାଶ ପାଇଛି ହୁରୁନ ଇଣ୍ଡିଆ ଧନୀକ ତାଲିକା । ଏସିଆର ଏକ ନମ୍ବର ଧନୀ ମୁକେଶ ଅମ୍ବାନୀ ଏହି ତାଲିକାର ପ୍ରଥମ ସ୍ଥାନରେ ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଗୌତମ ଅଦାନୀ । ୬୪ ବର୍ଷୀୟ…

ସିମ୍ କାର୍ଡ ଦ୍ୱାରା ମାତ୍ର କିଛି ସେକେଣ୍ଡରେ ଖାଲି ହୋଇପାରେ ଆକାଉଣ୍ଟ୍, ଏଥିରୁ ବର୍ତ୍ତିବାପାଇଁ ଏସବୁ କଥା ଜାଣିବା ଜରୁରୀ

ଓଡ଼ିଶା ଭାସ୍କର ବ୍ୟୁରୋ: ଆଜିକାଲି ନେଟ ବ୍ୟାଙ୍କିଙ୍ଗ ଅପେକ୍ଷା ମୋବାଇଲ୍ ବ୍ୟାଙ୍କିଙ୍ଗ୍ ଅଧିକ ସାଧାରଣ ହୋଇଛି କାରଣ ମୋବାଇଲ୍ ବ୍ୟାଙ୍କିଙ୍ଗ୍ ବହୁତ ସହଜ । ଏହି ମାଧ୍ୟମରେ ଲୋକମାନେ ଯେକୌଣସି ସମୟରେ ସେମାନଙ୍କ ବ୍ୟାଙ୍କ…

ଆଧାର କାର୍ଡ ନିୟମରେ ହେଲା ପରିବର୍ତ୍ତନ! ଏଥର ଆପଣଙ୍କୁ ମିଳିବ ଫାଇଦା

ନୂଆଦିଲ୍ଲୀ: ଆଜିର ସମୟରେ ଆଧାରକାର୍ଡ ଏକ ଗୁରୁତ୍ୱପର୍ଣ୍ଣ ଡକ୍ୟୁମେଣ୍ଟ ଭାବେ ବ୍ୟବହୃତ ହେଉଛି । ଆଧାରକାର୍ଡ ବିନା ଆପଣ ସରକାରୀ ଯୋଜନାର ଲାଭ ଉଠାଇବାରୁ ବଞ୍ଚିତ ହୋଇପାରିବେ । ଆଧାରକାର୍ଡକୁ ପରିଚୟ ପ୍ରମାଣ ଓ ଠିକଣା…

PNBରେ ଆକାଉଣ୍ଟ ଖୋଲିଲେ Freeରେ ପାଇବେ ୨୩ ଲକ୍ଷର ବେନିଫିଟ୍, ଜାଣନ୍ତୁ କେମିତି ଉଠାଇବେ ଲାଭ

ନୂଆଦିଲ୍ଲୀ: ଯଦି ଆପଣଙ୍କର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି)ରେ ଖାତା ଖୋଲିବେ, ତେବେ ଆପଣ ୨୩ ଲକ୍ଷ ଟଙ୍କାର ଫାଇଦା ପାଇବେ । ଯଦି ଆପଣ ଚାକିରି କରୁଛନ୍ତି, ତେବେ ତୁରନ୍ତ ପିଏନବିରେ ଖାତା ଖୋଲି ଦିଅନ୍ତୁ । ଏହି…

E-Vehicleରେ ମଧ୍ୟ ଲାଗୁହେବ Scrappage Policy, ଜାଣନ୍ତୁ କେତେ ବର୍ଷ ପାଇଁ ଆପଣ ଏହାକୁ ଚଲାଇ ପାରିବେ

ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ପେଟ୍ରୋଲ-ଡିଜେଲ ଯାନ ଅପେକ୍ଷ ଲୋକମାନେ ବର୍ତ୍ତମାନ ଇଲେକ୍ଟ୍ରିକ ଯାନ କୁ ବିକଳ୍ପ ଭାବେ ବାଛି ନେଇଛନ୍ତି । ଏଥିପାଇଁ କେନ୍ଦ୍ର ସରକାରଙ୍କ ସମେତ…

ଖୁବ୍‌ ଶୀଘ୍ର ଆସିବ ନ୍ୟାସନାଲ ଲ୍ୟାଣ୍ଡ ମନିଟାଇଜେସନ କୋ ଅପରେସନ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଖୁବ ଶୀଘ୍ର ଆସିବାକୁ ଯାଉଛି ନ୍ୟାସନାଲ ଲ୍ୟାଣ୍ଡ ମନିଟାଇଜେସନ କର୍ପୋରେସନ । ବିଭିନ୍ନ କୋର ସେକ୍ଟର ଏବଂ ନନ କୋର ସେକ୍ଟରର ଜମିକୁ କେନ୍ଦ୍ରୀୟ ଉଦ୍ୟୋଗ ପାଇଁ ନିବେଶ କରିବାକୁ…