Browsing Category

ନିଯୁକ୍ତି

ରାଜଧାନୀର ସ୍କୁଲଗୁଡ଼ିକରେ ଖୁବଶୀଘ୍ର ନିଯୁକ୍ତ ହେବେ ୨୬ ହଜାର ଶିକ୍ଷକ: ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଖୁବଶୀଘ୍ର ଦିଲ୍ଲୀରେ ୨୬ ହଜାରରୁ ଅଧିକ ଶିକ୍ଷକ ନିଯୁକ୍ତି ପାଇବେ । ଦିଲ୍ଲୀ ହାଇକୋର୍ଟ ଦିଲ୍ଲୀ ସରକାର ଏବଂ ମ୍ୟୁନିସିପାଲିଟି କର୍ପୋରେସନ୍ ଅଫ୍ ଦିଲ୍ଲୀ (ଏମସିଡି) କୁ ସେମାନଙ୍କ ବିଦ୍ୟାଳୟରେ ଖାଲିଥିବା…

IBPS RRB Recruitment 2023: ୮,୬୦୦ ରୁ ଅଧିକ ପଦବୀରେ ନିଯୁକ୍ତି ସୁଯୋଗ, Clerk ଏବଂ PO ପଦବୀ ପାଇଁ ଆରମ୍ଭ ହେଲା ଆବେଦନ

ନୂଆଦିଲ୍ଲୀ: ବ୍ୟାଙ୍କରେ ଚାକିରି କରିବାକୁ ଚାହୁଁଥିବା ଆଶାୟୀଙ୍କ ପାଇଁ ଖୁସି ଖବର। ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଙ୍ଗ୍ ପର୍ସନାଲ ସିଲେକସନ୍‌(ଆଇବିପିଏସ୍‌) Clerk ଏବଂ PO ନିଯୁକ୍ତି ପାଇଁ ଅନ୍‌ଲାଇନ୍ ଆବେଦନ…

Education News : ଦଶମ ପରେ କ’ଣ ପଢିବେ ? ବିଜ୍ଞାନ ଓ ବାଣିଜ୍ୟ ବ୍ୟତୀତ ଆଉ କ’ଣ ପଢି ପାରିବେ

ନୂଆଦିଲ୍ଲୀ : ଦଶମ ପରୀକ୍ଷା ଫଳ ପ୍ରକାଶ ପାଇ ସାରିଛି । ଏବେ ଛାତ୍ରଛାତ୍ରୀମାନେ ଚିନ୍ତା କରୁଥିବେ କ’ଣ ପଢିବେ ଆଉ କ’ଣ ପଢିବେ ନାହିଁ । ଏଥିପାଇଁ ବିଭିନ୍ନ କଲେଜ ଓ ଶିକ୍ଷାନୁଷ୍ଠାନ ଗୁଡିକରେ ନୂଆ ନୂଆ କୋର୍ସ ମଧ୍ୟ…

IBPS RRB Notification 2023: ବ୍ୟାଙ୍କ କ୍ଲର୍କ ଓ ପିଓ ପଦରେ ମିଳିବ ନିଯୁକ୍ତି

ଇନଷ୍ଟିଚ୍ୟୁଟ୍ ଅଫ ବ୍ୟାଙ୍କିଂ ପର୍ସୋନେଲ ସିଲେକ୍ସନ (ଆଇବିପିଏସ) ପକ୍ଷରୁ ଏକ ବଡ଼ ନିଯୁକ୍ତି ସୁଯୋଗ ଆସିଛି । ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ (ଆରଆରବି)ରେ କ୍ଲର୍କ, ପ୍ରୋବେସନାରୀ ଅଫିସର (ପିଓ) ପଦରେ ପ୍ରାର୍ଥୀଙ୍କୁ…

ଭୁବନେଶ୍ୱର ଏମ୍ସରେ ଅନେକ ପଦ ଖାଲି: ଆସନ୍ତା ୩ ତାରିଖ ସୁଦ୍ଧା ଆପ୍ଲାଏ କରନ୍ତୁ

ଚାକିରି ଖୋଜୁଥିବା ସମସ୍ତ ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି । ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ) ଭୁବନେଶ୍ୱର ପକ୍ଷରୁ ଅନେକ ପଦ ପାଇଁ ବିଜ୍ଞାପନ ବାହାରିଛି । ଇଚ୍ଛୁକ ପ୍ରାର୍ଥୀମାନେ ଜୁନ ମାସ ୩…

IBରେ ଚାକିରି ସୁଯୋଗ: ୭୯୭ଟି ପଦରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଦିଆଯିବ ନିଯୁକ୍ତି

ଚାକିରି ଖୋଜୁଥିବା ସମସ୍ତ ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ପକ୍ଷରୁ ଅନେକ ପଦ ପାଇଁ ବିଜ୍ଞାପନ ବାହାରିଛି । ଆସନ୍ତା ମାସ ୩ ତାରିଖରୁ ୨୩ ତାରିଖ ମଧ୍ୟରେ ପ୍ରାର୍ଥୀମାନେ…

ରାଜ୍ୟରେ ଖୁବଶୀଘ୍ର ନିଯୁକ୍ତି ପାଇବେ ୩୦ ହଜାର ଶିକ୍ଷକ: ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶିକ୍ଷା କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ସେଥିପାଇଁ ଶିକ୍ଷକ ନିଯୁକ୍ତିକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତ ୪…

ରିଜର୍ଭ ବ୍ୟାଙ୍କ(RBI)ରେ ଚାକିରି କରିବାକୁ ଚାହୁଁଛନ୍ତି କି ? ଆସିଲା ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ବା RBIରେ ଚାକିରି କରିବାକୁ ଚାହୁଁଥିବା ଆଶାୟୀଙ୍କ ଖୁସି ଖବର । ଲିଗାଲ୍‌ ଅଫିସର୍‌, ମ୍ୟାନେଜର୍‌(ଟେକ୍‌ନିକାଲ୍‌ ସିଭିଲ୍‌), ଆସିଷ୍ଟାଣ୍ଟ ମ୍ୟାନେଜର୍‌(ରାଜଭାଷା) ଏବଂ ଆସିଷ୍ଟାଣ୍ଟ…

ଓଡ଼ିଶା ସରକାରଙ୍କ SC-ST ବିଭାଗରେ ନିଯୁକ୍ତି ସୁଯୋଗ: ୨୦ ହଜାରରୁ ୬୦ ହଜାର ପର୍ଯ୍ୟନ୍ତ ଦରମା

ଚାକିରି ଖୋଜୁଥିବା ରାଜ୍ୟର ସମସ୍ତ ଆଶାୟୀଙ୍କ ପାଇଁ ଏକ ଖୁସି ଖବର । ଓଡ଼ିଶା ସରକାରଙ୍କ ପକ୍ଷରୁ ଏକ ବଢ଼ିଆ ନିଯୁକ୍ତି ସୁଯୋଗ ଆସିଛି । ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ କେନ୍ଦ୍ର…

NPCIL ରେ ମ୍ୟାନେଜର ଏବଂ ଅନୁବାଦକ ପଦବୀରେ ନିଯୁକ୍ତି ସୁଯୋଗ, ଆଜି ହିଁ କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଦେଶରେ ବେକାରୀଙ୍କ ସଂଖ୍ୟା କ୍ରମ ସହ ବଢିବାରେ ଲାଗିଛି । ଏଭଳି ସମୟରେ ସରକାରି ଚାକିରି ଆଶାୟୀଙ୍କ ପାଇଁ ଆସିଛି ଭଲ ଖବର । ଏନପିସିଆଇଏଲରେ ଶହେରୁ ଅଧିକ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି…