Browsing Category

ନିଯୁକ୍ତି

ଦୁଇ କୋଟି ଫ୍ରେଶରଙ୍କୁ ସ୍ୱିଗି, ଫୋନପେ, ପିଡବ୍ଲୁସି ସହିତ କାମ କରିବାର ସୁଯୋଗ, ଜାଣନ୍ତୁ କିପରି?

ନୂଆଦିଲ୍ଲୀ: ବୃତ୍ତିଗତ ନେଟୱାର୍କିଂ ପ୍ଲାଟଫର୍ମ ‘ଅପନା ଜବ୍ସ’ ଭାରତର ୨୫୦୦ ସହରରୁ ୨ କୋଟିରୁ ଅଧିକ ଫ୍ରେଶରଙ୍କୁ ସ୍ୱିଗି, ଫୋନପେ, ପିଡବ୍ଲୁସି ଏବଂ ଲିଭରେଜ୍ ଏଡୁ ଭଳି ୭ ଲକ୍ଷରୁ ଅଧିକ କମ୍ପାନୀ ସହିତ କାମ କରିବାର…

ଓଡ଼ିଶାର ପ୍ରାର୍ଥୀଙ୍କ ପାଇଁ ବଡ଼ ସୁଯୋଗ: ୟୁନିୟନ ବ୍ୟାଙ୍କରେ ୧୫୦୦ ଚାକିରି, ଓଡ଼ିଶାର ୭ଟି କେନ୍ଦ୍ରରେ ହେବ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ୟାଙ୍କ କ୍ଷେତ୍ରରେ ଚାକିରି କରିବାକୁ ଇଚ୍ଛୁକ ଥିବା ଓଡ଼ିଶାର ସମସ୍ତ ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । ୟୁନିୟନ ବ୍ୟାଙ୍କ ପକ୍ଷରୁ ମୋଟ ୧୫୦୦ଟି ପଦ ଖାଲି ରହିଛି । ସେଥିମଧ୍ୟରୁ…

ବାତ୍ୟା ଆଶଙ୍କା ମଧ୍ୟରେ ଚାକିରି ଆଶାୟୀ ଖୁସି: କନଷ୍ଟେବଳ / ସିପାହୀ ପଦ ସଂଖ୍ୟା ୨୦୮୦କୁ ବୃଦ୍ଧି ପାଇଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦେଖାଦେଇଥିବା ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ଏବେ ରାଜ୍ୟବାସୀ ଆଶଙ୍କା ମଧ୍ୟର ରହିଥିବା ବେଳେ ଏହା ମଧ୍ୟରେ ଚାକିରି ଆଶାୟୀଙ୍କ ମଧ୍ୟ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଓଡ଼ିଶା…

OSSC ପକ୍ଷରୁ ପୁଣି ନିଯୁକ୍ତି: ANM, ଫାର୍ମାସିଷ୍ଟ, ଷ୍ଟାଫ୍ ନର୍ସ ପଦ ପୂରଣ ହେବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ତରଫରୁ ନିକଟରେ କିଛି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଏବେ ପୁଣି ଆସିଛି ନିଯୁକ୍ତି ସୁଯୋଗ । ଏଏନଏମ (କେବଳ ମହିଳା), ଜୁନିୟର…

OAS-2023 ପ୍ରିଲିମିନାରୀ ପରୀକ୍ଷା ସ୍ଥଗିତ: ବାତ୍ୟା କାରଣରୁ ଅକ୍ଟୋବର ୨୭ରେ ହେବ ନାହିଁ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ)- ୨୦୨୩ ପ୍ରିଲିମିନାରୀ ପରୀକ୍ଷା ସ୍ଥଗିତ ହୋଇଛି । ଆସନ୍ତା ୨୭ ତାରିଖରେ ଏହି ପରୀକ୍ଷା ନେବା ନେଇ ପୂର୍ବରୁ ସ୍ଥିରୀକୃତ ହୋଇଥିବା ବେଳେ ଏବେ ଉକ୍ତ…

ବାତ୍ୟା ପାଇଁ ବଡ଼ ନିଷ୍ପତ୍ତି: ଅକ୍ଟୋବର ୨୩ ଓ ୨୫ରେ ହେବାକୁ ଥିବା ATO ପଦର ସାର୍ଟିଫିକେଟ ଭେରିଫିକେସନ ସ୍ଥଗିତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ଏବେ ସାରା ରାଜ୍ୟବାସୀ ଭୟଭୀତ ହୋଇପଡ଼ିଛନ୍ତି । ତେଣୁ ବାତ୍ୟାର ସଫଳ ମୁକାବିଲା କରିବା ଓ ରାଜ୍ୟବାସୀଙ୍କୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟ ସରକାର ସମସ୍ତ…

OSSC ଜାରି କଲା ନିଯୁକ୍ତି କ୍ୟାଲେଣ୍ଡର: ନଭେମ୍ବର ମାସରେ ହେବ ୫ଟି ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନଭେମ୍ବର ମାସ ମାସ ଓଡ଼ିଶା କର୍ମଚାରୀ ଚୟନ ଆୟୋ (ଓଏସଏସସି) ତରଫରୁ ନିଯୁକ୍ତି କ୍ୟାଲେଣ୍ଡର ଜାରି କରାଯାଇଛି । ତେଣୁ ଓଏସଏସସି ଦ୍ୱାରା ପରିଚାଳିତ ବିଭିନ୍ନ ପଦ ପାଇଁ ଆବେଦନ କରିଥିବା…

ନ୍ୟାସନାଲ ହାଉସିଂ ବ୍ୟାଙ୍କରେ ନିଯୁକ୍ତି: ମାସିକ ବେତନ ୭୦ ହଜାର, ଆରମ୍ଭ ହେଲା ଆବେଦନ

ନୂଆଦିଲ୍ଲୀ: ବ୍ୟାଙ୍କିଂ କ୍ଷେତ୍ରରେ ନିଯୁକ୍ତି ପାଇବାକୁ ଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ନ୍ୟାସନାଲ ହାଉସିଂ ବ୍ୟାଙ୍କ (ଏନଏଚବି) ପକ୍ଷରୁ ଅନେକ ପଦ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଅକ୍ଟୋବର…

ନଭେମ୍ବର ୩ରୁ ଆରମ୍ଭ OJE-2023 ମୁଖ୍ୟ ଲିଖିତ ପରୀକ୍ଷା: ପ୍ରୋଗ୍ରାମ ଜାରି କଲା OPSC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନଭେମ୍ବର ୩ ତାରିଖରେ ଓଡ଼ିଶା ନ୍ୟାୟିକ ସେବା (ଓଜେଏସ)-୨୦୨୩ ମୁଖ୍ୟ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ପୂର୍ବରୁ ଏନେଇ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ତାରିଖ ଘୋଷଣା…

୬୦୨୫ଟି LTR ଶିକ୍ଷକ ନିଯୁକ୍ତି: ସମ୍ପୂର୍ଣ୍ଣ ବିଜ୍ଞପ୍ତି ଜାରି କଲା OSSC, ଅକ୍ଟୋବର ୩୦ରୁ ଆବେଦନ ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ଏସଆଣ୍ଡଏମଇ ବିଭାଗ ଅଧିନରେ ନିଯୁକ୍ତି ପାଇଥିବାକୁ ଥିବା ୬୦୨୫ଟି ଲିଭ ଟ୍ରେନିଂ ରିଜର୍ଭ (ଏଲଟିଆର) ଶିକ୍ଷକ ନିଯୁକ୍ତିକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଚଳିତ ମାସରେ ଏହି…