fbpx
Browsing Category

ଶିକ୍ଷା

ରାଜ୍ୟରେ ଖୋଲିବ ୮ଟି ନୂଆ ନର୍ସିଂ କଲେଜ: ୭ଟି ପାଇଁ ଆର୍ଥିକ ସହାୟତା ଦେବ କେନ୍ଦ୍ର, ଚାଲିଛି DPR ପ୍ରସ୍ତୁତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୮ଟି ନର୍ସିଂ କଲେଜ ଖୋଲିବ । ୭ଟି ନର୍ସି କଲେଜ ଖୋଲିବା ନେଇ କେନ୍ଦ୍ର ସରକାର ସହାୟତା ପ୍ରଦାନ କରିବେ । ଅନ୍ୟପକ୍ଷରେ ଗୋଟିଏ ନର୍ସିଂ କଲେଜ ପ୍ରତିଷ୍ଠା ନେଇ ରାଜ୍ୟ ସରକାର…

NEET UG 2023 ରେଜଲ୍ଟ ଘୋଷଣା: ଓଡ଼ିଶାର ସ୍ୱୟଂଶକ୍ତିଙ୍କୁ ୮ମ ସ୍ଥାନ, ସୂର୍ଯ୍ୟପ୍ରତାପ ୩୫ତମ ସ୍ଥାନରେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା (ନିଟ) ୟୁଜି ୨୦୨୩ର ରେଜଲ୍ଟ ପ୍ରକାଶ ପାଇଛି । ଓଡ଼ିଶାର ସ୍ୱୟଂଶକ୍ତି ତ୍ରିପାଠୀ ଅଷ୍ଟମ, ସୂର୍ଯ୍ୟପ୍ରତାପ ମିଶ୍ର ୩୫ତମ ରାଙ୍କ ହାସଲ କରିଛନ୍ତି ।…

ନଅ ବର୍ଷରେ ପୂରଣ କରିବାକୁ ପଡିବ MBBS କୋର୍ସ, NMC ଜାରି କଲା ମେଡିକାଲ ପାଠ୍ୟକ୍ରମର ନୂଆ ନିୟମ

ନୂଆଦିଲ୍ଲୀ: ଏମବିବିଏସ୍ ଛାତ୍ରମାନଙ୍କୁ ଆଡମିଶନ ତାରିଖ ଠାରୁ ନଅ ବର୍ଷ ମଧ୍ୟରେ ପାଠ୍ୟକ୍ରମ ଶେଷ କରିବାକୁ ପଡିବ, ଯେତେବେଳେ ସେମାନେ ପ୍ରଥମ ବର୍ଷ ପରୀକ୍ଷା କ୍ଳିଅର କରିବାକୁ ଚାରିଟି ଚେଷ୍ଟା କରିବେ। ଜାତୀୟ ଚିକିତ୍ସା…

କାଲିଠୁ ଆରମ୍ଭ  ଆଡମିଶନ ପ୍ରକ୍ରିୟା, ହିନ୍ଦୁ ସଭ୍ୟତା ଓ ଏହାର ବିଶ୍ୱଦୃଷ୍ଟି ଉପରେ ପାଠ ପଢିବେ ଛାତ୍ରଛାତ୍ରୀ, ଚଳିତ ଶିକ୍ଷାବର୍ଷରେ କଣ ରହିଛି…

ନୂଆଦିଲ୍ଲୀ:ଦେଶର ପ୍ରତ୍ୟେକ ନାଗରିକ ନିଜ ଐତିହ୍ୟ ଓ ସଭ୍ୟତାକୁ ଭଲ ଭାବରେ ଜାଣି ରଖିବା ଉଚିତ । ଏ ସଂପର୍କରେ ଛାତ୍ର ଅବସ୍ଥାରୁ ହିଁ ସମସ୍ତେ ଶିକ୍ଷା ଲାଭ କରିବା ଉଚିତ । ଏହାର ଗୁରୁତ୍ୱକୁ ନଜରରେ ରଖି ଦିଲ୍ଲୀ…

ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ‘ମୋ ଡାଏରୀ’

୨୦୨୩-୨୪ ଶିକ୍ଷାବର୍ଷ ନିମନ୍ତେ ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ‘ମୋ ଡାଏରୀ’ ପ୍ରଦାନ କରାଯିବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅଧୀନରେ…

ChatGPTରେ କିପରି ମିଳିବ ଚାକିରୀ? ଇଞ୍ଜିନିୟର କହିଲେ ଉପାୟ, ଫଲୋ କଲେ ପାଇବେ ମୋଟା ଅଙ୍କର ଟଙ୍କା

ନୂଆଦିଲ୍ଲୀ: ଚାଟ୍ ଜିପିଟିର ପ୍ୟାରେଣ୍ଟ୍ କମ୍ପାନୀ ଓପନଏଇ ସିଇଓ ସାମ ଅଲ୍ଟମାନ (ଓପନଏଇ ସିଇଓ ସାମ ଅଲ୍ଟମାନ) ତାଙ୍କ ଟିମ ସହିତ ଭାରତ ଗସ୍ତ କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଭେଟିଛନ୍ତି। ଏହା…

୭୦ ହଜାର ଯୁବକଙ୍କୁ ମିଳିବ ସରକାରୀ ଚାକିରୀର ଉପହାର, ୧୩ ଜୁନରେ ନିଯୁକ୍ତି ପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୩ ଜୁନ୍ ୨୦୨୩ ରେ ନିଯୁକ୍ତି ମେଳାରେ ୭୦,୦୦୦ ଲୋକଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବେ। ମଙ୍ଗଳବାର ସକାଳ ୧୦.୩୦ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ କନଫରେନ୍ସିଂ…

ପ୍ରକାଶ ପାଇଲା ଯୁକ୍ତ ୩ ନାମଲେଖା ବିଜ୍ଞପ୍ତି, ଜୁନ୍ ୧୯ରୁ ଜୁଲାଇ ୪ ଯାଏଁ ଛାତ୍ରଛାତ୍ରୀ କରିବେ ଆବେଦନ

ଭୁବନେଶ୍ୱର: ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ବର୍ତ୍ତମାନ ଯୁକ୍ତ ୩ ନାମ ଲେଖାଇବା ପାଇଁ ଉଚ୍ଚ ଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଯୁକ୍ତ ୩ ପାଇଁ ଅନଲାଇନ ଫର୍ମପୂରଣର ଆବେଦନ ପ୍ରକ୍ରିୟା ଜୁନ୍…

UPSC Prelims Result 2023 : ପ୍ରକାଶ ପାଇଲା ୟୁପିଏସସି ପ୍ରିଲିମ୍ସ ପରୀକ୍ଷା ଫଳ , ସିଧାସଳଖ ଲିଙ୍କରୁ ଦେଖନ୍ତୁ

ନୂଆଦିଲ୍ଲୀ: ୟୁନିଅନ୍ ପବ୍ଲିକ୍ ସର୍ଭିସ କମିଶନ (UPSC) ସିଭିଲ ସର୍ଭିସେସ୍ ପ୍ରାଥମିକ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି । ଯେଉଁ ପ୍ରାର୍ଥୀମାନେ UPSC  ପରୀକ୍ଷାରେ ଉପସ୍ଥିତ ଥିଲେ, ସେମାନେ ଅଫିସିଆଲ୍ ୱେବସାଇଟ୍…

Intelligence Bureau ନିଯୁକ୍ତି: ସରକାରୀ ଚାକିରି ପାଇଁ ଆସନ୍ତା ୨୩ ସୁଦ୍ଧା ଆବେଦନ କରନ୍ତୁ

ଯଦି ଆପଣମାନେ ଚାକିରି ଖୋଜୁଛନ୍ତି ତେବେ ଏନେଇ ଆସିଛି ଏକ ଖୁସି ଖବର । ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ପକ୍ଷରୁ ଅନେକ ପଦ ପାଇଁ ବିଜ୍ଞାପନ ବାହାରିଛି । ଜୁନ ମାସ ୩ ତାରିଖରୁ ୨୩ ତାରିଖ ମଧ୍ୟରେ ପ୍ରାର୍ଥୀମାନେ…