Browsing Category
ଶିକ୍ଷା
Free Civil Service Coaching ପୁଣି ଆରମ୍ଭ ହେବ: ଖୁବଶୀଘ୍ର ମାର୍ଗଦର୍ଶିକା ଜାରି କରିବ ଉଚ୍ଚଶିକ୍ଷା ବିଭାଗ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସର୍ବଭାରତୀୟ ପ୍ରଶାସନିକ ସେବାରେ ସଫଳତା ହାସଲ କରିବେ ଓଡ଼ିଶାର ଛାତ୍ରଛାତ୍ରୀ । ଏନେଇ ରାଜ୍ୟ ସରକାର ପୁଣି ଥରେ ମାଗଣା ସିଭିଲ ସର୍ଭିସ କୋଚିଂ ଯୋଜନା ଆରମ୍ଭ କରିବେ । ଗତ ୨୦୧୯ରେ ରାଜ୍ୟ…
ପ୍ରକାଶ ପାଇଲା ASO ରେଜଲ୍ଟ: ୧୧୦୪ ଜଣ କୃତକାର୍ଯ୍ୟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରକାଶ ପାଇଲା ଆସିଷ୍ଟାଣ୍ଟ ସେକ୍ସନ ଅଫିସର ଲିଖିତ ପରୀକ୍ଷା ରେଜଲ୍ଟ ।
ମୋଟ ୧୧୦୪ ଜଣ ପ୍ରାର୍ଥୀ ଏଥିରେ କୃତକାର୍ଯ୍ୟ ହୋଇଛନ୍ତି । ଏନେଇ ଓପିଏସସି ପକ୍ଷରୁ ସୂଚନା ଦିଆଯାଇଛି ।…
ସରକାରଙ୍କ ବଡ ନିଷ୍ପତ୍ତି: ୯ରୁ ଖୋଲିବ ରାଜଧାନୀରେ ସ୍କୁଲ
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଗତ କିଛି ଦିନ ହେବ ବାୟୁ ପ୍ରଦୂଷଣ ଦ୍ରୁତ ଗତିରେ ବଢୁଥିବାବେଳେ ଆଜି ସେଥିରେ ସୁଧାର ଆସିଛି । ଫଳରେ ୱାର୍କ ଫର୍ମ ହୋମ ବ୍ୟବସ୍ଥାକୁ ଶେଷ କରାଯାଇଛି। ଏଥିସହିତ ପ୍ରଦୂଷଣକୁ ନେଇ ୩ ଦିନ…
ଚାକିରି ଖୋଜୁଥିଲେ ଖୁସିଖବର : ଭୁବନେଶ୍ୱର IIT ରେ JRF ଓ ପ୍ରୋଜେକ୍ଟ ଆସୋସିଏଟସ୍ ବାହାରିଲା ପଦବୀ, ଏପରି କରନ୍ତୁ ଆବେଦନ
ଭୁବନେଶ୍ୱର: ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଆସିଲା ଖୁସିଖବର। ଇଣ୍ଡିଆନ ଇନ୍ଷ୍ଟିଚ୍ୟୁଟ ଅଫ୍ ଟେକନୋଲୋଜି(ଆଇଆଇଟି) ଭୁବନେଶ୍ୱର ଉପଯୁକ୍ତ ପ୍ରାର୍ଥୀଙ୍କ ପାଇଁ ଜୁନିଅର ରିସର୍ଚ୍ଚ ଫଲୋ(ଜେଆରଏଫ୍) ଓ ପ୍ରୋଜେକ୍ଟ…
ପ୍ରକାଶ ପାଇଲା ଯୁକ୍ତ ଦୁଇ ଫର୍ମ ପୂରଣ ତାରିଖ
ଭୁବନେଶ୍ୱର: ନଭେମ୍ବର ୧୪ ତାରିଖରେ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ୨ ପାରୀକ୍ଷାର ଫର୍ମପୂରଣ । ଯୁକ୍ତ ୨ର କଳା, ବିଜ୍ଞାନ, ବାଣିଜ୍ୟ ସହ ଧନ୍ଦାମୂଳକ ପରୀକ୍ଷା ହେବାକୁ ଯାଉଛି । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ…
ସରକାରୀ ସ୍କୁଲରେ ଲାଗୁ ହେବ ନୂଆ ନିୟମ: ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପାଇଁ ଏକକ ପରୀକ୍ଷା ଓ ଏକକ ପ୍ରଶ୍ନପତ୍ର ବ୍ୟବସ୍ଥା, ଗଣଶିକ୍ଷା ବିଭାଗର…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଛାତ୍ରଛାତ୍ରଙ୍କ ପାଇଁ ଏକ ନୂଆ ଖବର ଆସିଛି । ଆସନ୍ତା ଶିକ୍ଷାବର୍ଷ ଠାରୁ ଲାଗୁ ହେବାକୁ ଯାଉଛି ନୂଆ ନିୟମ । ସରକାରୀ ସ୍କୁଲରେ ଏହି ନୂଆ ନିୟମ ଲାଗୁ ହେବ । ଷଷ୍ଠରୁ ଆରମ୍ଭ କରି…
Andhra B.Ed କରୁଥିବା ଛାତ୍ରଛାତ୍ରୀଙ୍କୁ ବଡ଼ ଝଟକା: ବଦଳିଲା ନିୟମ, କ୍ଲାସ କରିବା ବାଧ୍ୟତାମୂଳକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାର ହଜାର ହଜାର ଛାତ୍ରଛାତ୍ରୀ ଆନ୍ଧ୍ରପ୍ରଦେଶର ବିଇଡିରେ ନାମଲେଖାଉଥିବା ଦେଖାଯାଉଛି । ଆନ୍ଧ୍ର ବିଇଡିରେ ଆଡମିସନ କରିଥିବା ଅନେକ ଛାତ୍ରଛାତ୍ରୀ କେବଳ ପରୀକ୍ଷା ବେଳେ ସେଠାକୁ…
SBIରେ ୧୪୦୦ରୁ ଅଧିକ ପଦବୀ ଖାଲି, ନଭେମ୍ବର ୭ ଆବେଦନର ଅନ୍ତିମ ତାରିଖ
ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଭଲ ନିଯୁକ୍ତି ସୁଯୋଗ ଆସିଛି । ଦେଶର ସର୍ବବୃହତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ପକ୍ଷରୁ ଅନେକ ପଦବୀ ପାଇଁ ବିଜ୍ଞାପନ ବାହାରିଛି । ଏସବିଆଇ ପକ୍ଷରୁ…
୧୩୦ ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ୯ଟି ବୋର୍ଡ ସ୍ପେଶାଲିଟି ବିଭାଗରେ ୧୩୦ ଜଣ ଓଡିଶା ମେଡିକାଲ ଶିକ୍ଷା ସେବା ସମ୍ବର୍ଗ (ଓଏମଇଏସ୍ କ୍ୟାଡର)ର ସହକାରୀ ପ୍ରାଧ୍ୟାପକଙ୍କ ନିଯୁକ୍ତି…
DRDO ପକ୍ଷରୁ ବାହାରିଲା ଵମ୍ପର ନିଯୁକ୍ତିର ସୁଯୋଗ ,୧୦୬୧ ପଦବୀ ପାଇଁ କରନ୍ତୁ ଆବେଦନ
ନୂଆଦିଲ୍ଲୀ :ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO)ରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅଫିସିଆଲ୍ ୱେବସାଇଟ୍ drdo.gov.in ରେ ଅନଲାଇନରେ ସୂଚନା ମିଳିଛି , ଯେଉଁଥି ପାଇଁ ୭ ନଭେମ୍ବର ୨୦୨୨…