CHARIDHAM
Browsing Category

ଅପରାଧ

(Video) ପରିବା ବିକୁଥିବା ଜଣେ ମା’ର ପଣତରେ କାର୍ ରଖି ପଲାଇଲେ ଯୁବକ; ଚକ ଖୋଲି ନେଇଗଲେ ପୋଲିସ୍

ନୂଆଦିଲ୍ଲୀ: ସବୁଦିନ କିଛି ଘଟଣା, ଅଘଟଣର ଭିଡିଓ ସୋସିଆଲ ମାଡିଆରେ ଘୁରି ବୁଲୁଛି । ଆଜି ଆମେ ଏମିତି ଏକ ଭିଡ଼ିଓ ବିଷୟରେ କହୁଛୁ ଯାହାକୁ ଆପଣ ବି ଦେଖିଲେ କହିବେ । ପୋଲିସ ବାବୁ ଯାହା କରିଛନ୍ତି ଠିକ୍ କରିଛନ୍ତି ।…

(Video) ୨ଯୁବତୀଙ୍କ ଉନ୍ମତ୍ତକାଣ୍ତ; ରାସ୍ତା ଉପରେ ମାର୍‌ପିଟ୍‌, ସମ୍ଭାଳି ପାରିଲେନି ସହପାଠି-ଉପସ୍ଥିତ ଲୋକ

ଓଡ଼ିଶା ଭାସ୍କର: ଦିନ ଦ୍ଵିପ୍ରହରେ ଭରା ବଜାରରେ ୨ଯୁବତୀଙ୍କ ଉନ୍ମତ୍ତକାଣ୍ତ । ରାସ୍ତା ଉପରେ ମାର୍‌ପିଟ୍‌, ସମ୍ଭାଳି ପାରିଲେନି ସହପାଠି ଓ ସେଠାରେ ଉପସ୍ଥିତ ଲୋକ । ତେବେ ଏହି ଘଟଣା କେଉଁଠାର ତାହା ଏପର୍ଯ୍ୟନ୍ତ…

ଯଦି ଆପଣଙ୍କ ଫୋନରେ ରହିଛି ଏଭଳି ଭିଡିଓ ତେବେ ତୁରନ୍ତ କରନ୍ତୁ ଡିଲିଟ୍; ନଚେତ୍ ହୋଇପାରେ ଜେଲ୍

ଓଡ଼ିଶା ଭାସ୍କର: ଆଜିକାଲି ଦୁନିଆରେ ପ୍ରାୟ ସମସ୍ତଙ୍କ ପାଖରେ ସ୍ମାର୍ଟଫୋନ ରହିଛି । ଆଉ ଏହି ସବୁ ସ୍ମାର୍ଟଫୋନରେ ଇଣ୍ଟରନେଟ ମଧ୍ୟ ରହିଛି । ସ୍ମାର୍ଟଫୋନ ଜରିଆରେ ଯିଏ ବି ସୋସିଆଲ ମିଡିଆରେ ଯାହା ଚାହିଁବ ତାହା କରିବାର…

ନକଲି ଆପ୍ ମାଧ୍ୟମରେ ହେଉଛି ଠକେଇ : ସରକାର ଜାରି କଲେ ଆଲର୍ଟ, ଷ୍ଟକ୍ ମାର୍କେଟ ନିବେଶକମାନେ ରୁହନ୍ତୁ ସତର୍କ

ନୂଆଦିଲ୍ଲୀ: ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇବା ପାଇଁ ଡିଜାଇନ୍ ହୋଇଥିବା ଆପ୍ ସମ୍ବନ୍ଧରେ ଗୃହ ମନ୍ତ୍ରଣାଳୟ ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଫୋନ୍ ବ୍ୟବହାରକାରୀଙ୍କୁ ଏକ ସତର୍କ ସୂଚନା ଜାରି କରିଛି । ଏହି…

ସ୍ତ୍ରୀ ସାମ୍ନାରେ ମହିଳାଙ୍କ ସହ ଦୁଷ୍କର୍ମ କଲେ ସ୍ୱାମୀ, ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରୁଥିଲେ, ୭ ଜଣଙ୍କୁ ଗିରଫ କଲା ପୋଲିସ

ବେଙ୍ଗାଲୁରୁ: କର୍ଣ୍ଣାଟକରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ମହିଳା ତାଙ୍କ ସହ ଦୁଷ୍କର୍ମ ଏବଂ ଜବରଦସ୍ତି ଧର୍ମ ପରିବର୍ତ୍ତନ କରାଇବା ପାଇଁ ବାଧ୍ୟ କରାଯାଉଥିବା ନେଇ ଅଭିଯୋଗ କରିଛନ୍ତି । ଏହା ସହ ତାଙ୍କ…

ଫେକ ନ୍ୟୁଜର ଶିକାର ହେଲେ ସୁଗାର ସିଇଓ ବିନୀତା ସିଂହ, ପ୍ରସାରିତ ହେଉଛି ମୃତ୍ୟୁର ମିଛ ଖବର

ନୂଆଦିଲ୍ଲୀ: ସୁଗାର କଷ୍ଟମେଟିକ୍ସର ସିଇଓ ଏବଂ ଶାର୍କ ଟେକ ଇଣ୍ଡିଆର ଜଜ ବିନୀତା ସିଂହ ଗତକିଛି ଦିନ ହେବ ସମସ୍ୟା ଦେଇ ଗତି କରୁଛନ୍ତି । ତାଙ୍କର ମୃତ୍ୟୁ ଘଟିବା ଏବଂ ଗିରଫ ହେବା ଖବର କିଛି ଦିନ ହେବ ସୋସିଆଲ ମିଡିଆରେ…

ଟେଲିଗ୍ରାମରେ କୋଟିପତି ହେବାର ସ୍ୱପ୍ନ ଦେଖାଇ ଠକିନେଲେ ୫୦ ଲକ୍ଷ

ଭୁବନେଶ୍ୱର: ଦେଶରେ ଏହି ଠକେଇ ମାମଲା ବଢୁଥିବା ବେଳେ ବର୍ତ୍ତମାନ ରାଜ୍ୟରେ ମଧ୍ୟ ଏହି ଦୁର୍ନୀତି ଦେଖାଦେଇଛି । ଟେଲିଗ୍ରାମରେ ଟ୍ରେଡିଂ କରି କୋଟିପତି ହେବାର ସ୍ୱପ୍ନ ଦେଖାଇ ୫ ଲକ୍ଷରୁ ଅଧିକ ଟଙ୍କା ସାଇବର ଠକ…

ବାକି ଦେବାକୁ ମନାକଲେ କୁକୁଡ଼ା ଦୋକାନୀ; ରାଗିଗଲେ ଗ୍ରାହକ, ପିଟି ପିଟି କଲେ ହତ୍ୟା

ନୂଆଦିଲ୍ଲୀ: ରୋହତାସରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଦୁର୍ବୃତ୍ତମାନେ ଜଣେ ଦୋକାନୀଙ୍କୁ ଅତି ନିର୍ମମ ଭାବେ ପିଟି ପିଟି ହତ୍ୟା କରିଥିବା କୁହାଯାଉଛି । ଦୋକାନୀଙ୍କ ଏକମାତ୍ର ଦୋଷ ଥିଲା ଯେ ସେ ସେହି…

ବାଇକ୍‌ରେ ଠେଲାଗାଡ଼ି ଚୋରୀ କରି ଗିରଫ ହେଲେ ଦୁଇ ସିକ୍ୟୁରିଟି ଗାର୍ଡ

ଭୁବନେଶ୍ଵର: ଠଲାଗାଡ଼ି ଚୋରୀ କରି ଅଭିଯୋଗରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଖଣ୍ଡଗିରି ଥାନା ପୁଲିସ । ସୂଚନା ଯୋଗ୍ୟ ଯେ, ଅଭିଯୋଗକାରୀ ଜଣକ ଗତ ତିନି ବର୍ଷ ହେବ ଗୋପବନ୍ଧୁ ଛକ ନିକଟରେ ଠେଲା ଗାଡି…

ଜେଲ ଭିତରେ କଏଦୀଙ୍କ ମଧ୍ୟରେ ସଂଘର୍ଷ; ୨ ମୃତ, ଦୁଇ ଗୁରୁତର

ଚଣ୍ଡିଗଡ଼: ପଞ୍ଜାବର ସଂଗରୁର ଜେଲରେ ବନ୍ଦୀମାନଙ୍କ ମଧ୍ୟରେ ସଂଘର୍ଷ ହେବାର ମାମଲା ସାମ୍ନାକୁ ଆସିଛି । ଜେଲରେ ୪ ଜଣ କଏଦୀଙ୍କ ମଧ୍ୟରେ ଜୋରଦାର ସଂଘର୍ଷ କାରଣରୁ ୨ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ମୃତକ ଦୁଇ ଜଣ ହର୍ଷ ଏବଂ…