Browsing Category

ଅପରାଧ

ଚିତ୍ରକୋଣ୍ଡା ଅଞ୍ଚଳରୁ ୩୨୫ କିଲୋ ଗଞ୍ଜେଇ ସହ ୨ଟି କାର୍ ଓ ୩ଟି ବାଇକ୍ ଜବତ, ୩ ଗିରଫ

ମାଲକାନଗିରି (ଭାସ୍କର ନ୍ୟୁଜ୍): ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ରାଜାବନ୍ଧ ନିକଟରୁ ଚଢ଼ଉ କରି ପୋଲିସ ବିପୁଳ ପରିମାଣର ଗଞ୍ଜେଇ ସହ ୨ଟି କାର ଓ ଅନେକ କାଗଜପତ୍ର ଜବତ କରିଛି। ଏଥିରେ ସଂପୃକ୍ତ ୩…

ମମିତା ମର୍ଡର୍ ମିଷ୍ଟ୍ରି: ଆଜି ସରୁଛି ଗୋବିନ୍ଦର ୫ ଦିନିଆ ରିମାଣ୍ଡ ଅବଧି

ବଲାଙ୍ଗିର(ଓଡ଼ିଶା ଭାସ୍କର): ବିଳମ୍ବିତ ରାତିରେ ଜହ୍ଲାଦ ଗୋବିନ୍ଦ ସାହୁର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । କାରଣ ଗୋବିନ୍ଦ ଜଣେ ମଧୁମେହ ରୋଗୀ । ତେଣୁ ନିୟମ ମୁତାବକ ତାର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ତେବେ…

୨ ନିଶା ବେପାରୀଙ୍କୁ ଧରିଲା ନିମାପଡ଼ା ପୋଲିସ, ବିପୁଳ ପରିମାଣ ଦେଶୀବିଦେଶୀ ମଦ ଜବତ

ନିମାପଡା (ଭାସ୍କର ନ୍ୟୁଜ୍‌): ନିମାପଡା ଅଞ୍ଚଳରେ ବ୍ୟାପକ ଚୋରାମଦ କାରବାର ଖବର ଦୈନିକ ଖବରକାଗଜ ଓଡିଶା ଭାସ୍କରରେ ପ୍ରକାଶ ପାଇଥିଲା । ଏହାକୁ ନେଇ ନିମାପଡା ଥାନା ଅଧିକାରୀ ଶଙ୍କର୍ଷଣ ଦଳେଇ ମଦ୍ୟପମାନଙ୍କୁ ଧରିବା…

ଲେହେଙ୍ଗା ଭିତରୁ ମିଳିଲା ୩ କିଲୋ ଡ୍ରଗ୍ସ; ଜଣେ ଗିରଫ

ନୂଆଦିଲ୍ଲୀ: ଡ୍ରଗ୍ସ ଚୋରାଚାଲାଣ ପାଇଁ ଆଇନ ଯେତେବି କଡାକଡି ହେଉନା କାହିଁକି ଅପରାଧୀ ମାନେ ଏଥିରୁ ଖସିବା ପାଇଁ ନୂଆ ନୂଆ ରାସ୍ତା ବାହାର କରିଥାନ୍ତେ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଯେଉଁଠି ବାହାଘର…

୨ ଦିନିଆ ରିମାଣ୍ଡରେ ନିଶା କୁବେର ରଜନୀକାନ୍ତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରହ୍ମପୁରରୁ ଗିରଫ ହୋଇଥିବା ନିଶା କୁବେର ରଜନୀକାନ୍ତଙ୍କୁ ୨ ଦିନିଆ ରିମାଣ୍ଡରେ ନେଇଛି ପୋଲିସ । ଆସନ୍ତା ୨୫ ତାରିଖ ଯାଏଁ ଖଲ୍ଲିକୋଟର ରଜନୀକାନ୍ତଙ୍କୁ ରିମାଣ୍ଡରେ ନେଇଛି ପୋଲିସ ।…

ନିଶା ବେପାରୀଙ୍କ ଘରେ ଅବକାରୀ ଟିମ୍‌ର ରେଡ୍: ୮ କେଜି ସୁନା ସହ ୭୫ ଲକ୍ଷ ଟଙ୍କା ଜବତ, ଜଣେ ଗିରଫ

ବ୍ରହ୍ମପୁର (ଭାସ୍କର ନ୍ୟୁଜ୍‌): ଗଞ୍ଜେଇ ଜବତ କରିବାକୁ ଯାଇ ପୋଲିସ ଜଣେ ନିଶା ବେପାରୀଙ୍କ ଘରୁ କେଜି କେଜି ସୁନା ଓ ବଣ୍ଡଲ ବଣ୍ଡଲ୍‌ ଟଙ୍କା ଜବତ କରିଛି । ଜଣେ ନିଶା ବେପାରୀଙ୍କ ଘରେ ଏତେ ପରିମାଣର ଟଙ୍କା ଦେଖି ପୋଲିସ…

ବହୁଚର୍ଚ୍ଚିତ ମନୋରଞ୍ଜନ ନାଗ ହତ୍ୟା ମାମଲାର ପର୍ଦ୍ଦାଫାସ: ପରକୀୟା ପ୍ରୀତି ଯୋଗୁଁ ଯାଇଛି ଜୀବନ

ରାଉରକେଲା(ଓଡ଼ିଶା ଭାସ୍କର): ରାଉରକେଲାରେ ବହୁ ଚର୍ଚ୍ଚିତ ମନୋରଞ୍ଜନ ନାଗ ହତ୍ୟା ମାମଲାର ପର୍ଦ୍ଦାଫାସ । ସାଙ୍ଗ ସ୍ତ୍ରୀ ସହ ପରକୀୟା ପ୍ରୀତି ଯୋଗୁଁ ଗଲା ଜୀବନ। ଏହି ମାସ ଦଶହରା ପୂର୍ବ ରାତିରେ ମନୋରଞ୍ଜନ ର ଗଳା କାଟି…

ମମିତା ମର୍ଡର୍ ମିଷ୍ଟ୍ରି: ରାଧେ ଘରୁ ମିଳିଲା ମହିଳା ଡ୍ରେସ୍ ଓ ମୋବାଇଲ୍

ବଲାଙ୍ଗିର(ଓଡ଼ିଶା ଭାସ୍କର): ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ହତ୍ୟା ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି । ଏହି ପରିପ୍ରେକ୍ଷୀରେ ଆଜି ଅଭିଯୁକ୍ତ ଗୋବିନ୍ଦର ସହଯୋଗୀ ରାଧେ ଘରୁ…

ମମିତା ହତ୍ୟା ମାମଲା: ଡେମୋ ଦେଖାଇଲା ଗୋବିନ୍ଦ

ବଲାଙ୍ଗିର(ଓଡ଼ିଶା ଭାସ୍କର): ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟରମାଇଣ୍ଡ ଗୋବିନ୍ଦ ଆଜି ମର୍ଡର୍ ର ଡେମୋ ଦେଖାଇଛି । ସେ ଆଜି ମହାଲିଙ୍ଗ ଷ୍ଟାଡିୟମ୍…

ଲଜ୍ଜା: ନାବାଳିକାକୁ ଦୁଷ୍କର୍ମ କଲା ଜନ୍ମକଲା ବାପ

ରାଉରକେଲା (ଓଡ଼ିଶା ଭାସ୍କର):ରାଉରକେଲାରେ ଲଜ୍ଜା । ନାବାଳିକା ଝିଅକୁ ବାପାର ଦୁଷ୍କର୍ମ ଅଭିଯୋଗ । ୧୫ ବର୍ଷୀୟ ଝିଅକୁ ବାପା ବାରମ୍ବାର ଦୁଷ୍କର୍ମ କରିଥିବା ପରି ଖବର ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ସବୁଠୁ…