Browsing Category

ଅପରାଧ

ପୂର୍ବତନ ସେନାଧିକାରୀଙ୍କୁ ବିଚ ରାସ୍ତାରେ ଗୁଳିମାଡ: ୧୨ ହଜାର ଟଙ୍କା ଲୁଟିନେଲେ ଦୁର୍ବୁର୍ତ୍ତ

ବେଗୁନିଆପଡା(ଓଡ଼ିଶା ଭାସ୍କର): ଜନ ଗହଳି ସ୍ଥାନରେ ଗୁଳି ମାଡ । ଗୁଳି ମାଡ ପରେ ଲୁଟିଲେ ଦୁର୍ବୁତ୍ତ। ଏପରି ଘଟଣା ଦେଖିବାକୁ ମିଳିଛି କୋଦଳା ଥାନା ଅନ୍ତର୍ଗତ ନୂଆଗଡ ରାସ୍ତାରେ। ହୁମା ଗ୍ରାମର ପୁଷ୍ପ ପ୍ରକାଶ ବେହେରା…

ବିଧବାଙ୍କ ହାତ-ଗୋଡ ବାନ୍ଧି ଗଣଦୁଷ୍କର୍ମ, ଘର ଭିତରେ ତାଲା ପକାଇ ଅଭିଯୁକ୍ତ ଫେରାର୍

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ ଅପରାଧର ଧାରା ବଢ଼ିଚାଲିଛି । ମହିଳା ମାନଙ୍କ ପ୍ରତି ଅତ୍ୟାଚାର ମଧ୍ୟ ତାଳ ଦେଇ ବୃଦ୍ଧି ପାଉଛି । ଏହାକୁ ନେଇ ଚିନ୍ତା ପ୍ରକଟ କରାଯାଇଛି । ଇତି ମଧ୍ୟରେ ଜରେ ବିଧବା ମହିଳାଙ୍କୁ ଘର ଭିତରେ…

ମାମୁଁ ମଦରେ ବିଷ ମିଶାଇ ପିଇବାକୁ ଦେଲା ଭଣଜା, ଉଡିଗଲା ପ୍ରାଣ ବାୟୁ: ହତ୍ୟାର କାରଣ ଖୋଜୁଛି ପୋଲିସ

ଟାଙ୍ଗୀ (ଭାସ୍କର ନ୍ୟୁଜ୍‌): ମଦ ବୋତଲରେ ବିଷ ମିଶାଇ ମାମୁଁକୁ ପିଆଇ ହତ୍ୟା କଲା ଭଣଜା । ଏହି ହତ୍ୟାକାଣ୍ଡକୁ ଆତ୍ମହତ୍ୟାର ରୂପ ଦେବାପାଇଁ ଭଣଜା ରଚିଥିଲା ସୁଚିନ୍ତିତ ଯୋଜନା । ଚାନ୍ଦପୁର ପୋଲିସ ତଦନ୍ତ ପରେ ଘଟଣାର…

ନକଲି ମାର୍କସିଟ୍ ଦେଇଥିଲେ: ବିଧାୟକଙ୍କୁ ଗିରଫ କରିନେଲା ପୋଲିସ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବିଧାନସଭା ସଦସ୍ୟ ଇନ୍ଦ୍ର ପ୍ରତାପ ଓରଫ ଖବୁ ତିୱାରୀଙ୍କୁ ଏକ ୨୮ ବର୍ଷ ପୁରୁଣା ମାମଲାରେ ୫ ବର୍ଷ କାରାଦଣ୍ଡାଦେଶ ହୋଇଛି । ଏଥିସହିତ ତାଙ୍କୁ ୮ ହଜାର ଟଙ୍କାର ଜରିମାନା ହୋଇଛି । ପୁନଶ୍ଚ…

ଶିକ୍ଷକଙ୍କୁ ମାଡ ମାରିବା ସହିତ ମୁଣ୍ଡରେ ଡଷ୍ଟବିନ ରଖିଲେ ଛାତ୍ର: ଭିଡିଓ ଭାଇରାଲ ହେବା ପରେ ଶିକ୍ଷା ବିଭାଗ ଦେଲା ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଳୀ: ଗୁରୁଶିଷ୍ୟ ସମ୍ପର୍କ ଦୁନିଆର ସବୁଠୁ ପବିତ୍ର ସମ୍ପର୍କ । ତେବେ ଏହି ସମ୍ପର୍କରେ କଳଙ୍କ ଲଗାଇଛନ୍ତି କିଛି ଛାତ୍ର । ୪-୫ ଜଣ ଛାତ୍ର ନିଜ ଶିକ୍ଷକଙ୍କୁ ମାଡ ମାରିବା ସହିତ ମୁଣ୍ଡରେ ଡଷ୍ଟବିନ ରଖୁଥିବା ବେଳେ…

ସିଡିଏସ୍‌ ବିିପିନ ରାୱତ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଲେ ଶିବଭାଇ ରାମ, ଉଠାଇଆଣିଲା ପୋଲିସ୍

ଅହମଦାବାଦ: ଦେଶର ପ୍ରଥମ ସିଡିଏସ୍‌ ଜେନେରାଲ ବିିପିନ ରାୱତ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରେ ସମଗ୍ର ଦେଶ ସ୍ତବ୍ଧ ହୋଇ ଯାଇଛି । ମାତ୍ର ତାଙ୍କ ମୃତ୍ୟୁକୁ ନେଇ ଗୁଜରାଟର ଜଣେ ୪୪ ବର୍ଷୀୟ ବ୍ୟକ୍ତି…

ବ୍ୟବସାୟୀଙ୍କୁ ଖଣ୍ଡାରେ ଆକ୍ରମଣ କରି ୩ଲକ୍ଷ ୭୦ହଜାର ଟଙ୍କା ଲୁଟି ନେଲ ଦୁର୍ବୃତ୍ତ

ଛତ୍ରପୁର (ଭାସ୍କା ନ୍ୟୁଜ୍‌): ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ପ୍ରାୟଗୀ ନିକଟସ୍ଥ ସାହେବ କେନାଲ ରାସ୍ତାରେ  ଜଣେ ବ୍ୟବସାୟୀଙ୍କୁ ଖଣ୍ଡାରେ ଆକ୍ରମଣ କରି ୩ଲକ୍ଷ ୭୦ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୁତ୍ତ ।…

ଯୁବକଙ୍କୁ ମାଡ଼ ମାରିବା ପରେ ଗୁପ୍ତାଙ୍ଗକୁ ପଥରରେ ଛେଚି ଦେଲା ଅଭିଯୁକ୍ତ, ଗିରଫ କରି କୋର୍ଟ ଚାଲାଣ କଲା ପୁଲିସ

ବାଲିପାଟଣା (ଭାସ୍କର ନ୍ୟୁଜ୍‌): ବୁଧବାର ସଂଧ୍ୟାରେ ଏକ ଯୁବକଙ୍କ ଗୁପ୍ତାଙ୍ଗକୁ ପଥରରେ ଛେଚି ଦେଇଥିବା ଅଭିଯୋଗରେ ଅଭିଯୁକ୍ତ ଗିରଫ୍‌ ହୋଇ କୋର୍ଟ ଚାଲାଣ ହୋଇଚ୍ଛି । ଅଭିଯୁକ୍ତ ଜଣକ ବାଲିପାଟଣା ଥାନା ଅନ୍ତର୍ଗତ…

ଗାଡ଼ ଯାଞ୍ଚ ବେଳେ ୯୬ କେ.ଜି. ଗଞ୍ଜେଇ ଜବତ, ଡ୍ରାଇଭର ଗିରଫ

ସୋରଡା (ଭାସ୍କର ନ୍ୟୁଜ୍‌): ସୋରଡା ପୋଲିସ ଏନଏଚ୫୯ ପାଟପଲ୍ଲୀ ରାସ୍ତାରେ ଯାନବାହାନ ଯାଞ୍ଚ କରୁଥିବା ବେଳେ ୯୬ କେଜି ଗଞ୍ଜେଇ ଜବତ କରିଛି । ଦାରିଙ୍ଗବାଡି ପଟୁ ଆସୁଥିବା ଟାଟା ଏସି (ଓଡ଼ି ୦୨ବି ବିବି ୩୭୭)୮ ଗାଡିକୁ…

ବିଷ ପିଇ ଆତ୍ମହତ୍ୟା କଲେ ବିବାହିତ ମହିଳା, ଅତ୍ମହତ୍ୟାର ପ୍ରକୃତ କାରଣ ଖୋଜୁଛି ପୋଲିସ

ନୂଆପଡ଼ା (ଭାସ୍କର ନ୍ୟୁଜ୍): ବିଷ ପିଇ ଆତ୍ମହତ୍ୟା କଲେ ବିବାହିତ ମହିଳା। ଗୁରୁତର ଅବସ୍ଥାରେ ପରିବାର ଲୋକ ଉଦ୍ଧାର କରି  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲୋ ତେବେ ସେଠାରେ ଡାକ୍ତର ମୃତ ଘୋଷଣା…