Browsing Category

ଅପରାଧ

Drugs ନିଶାରେ ଭଉଣୀକୁ ଆକ୍ରମଣ କଲା ଭାଇ; ୨୦ ବର୍ଷର ପୁଅକୁ ତଣ୍ଟି ଚିପି ମାରି ଦେଲା ମା

ନୂଆଦିଲ୍ଲୀ: ୨୦ ବର୍ଷର ପୁଅକୁ ଗଳା ଦବାଇ ହତ୍ୟା କଲା ମା। ନିଜ ଝିଅର ଜୀବନ ବଞ୍ଚାଇବା ପାଇଁ ଏମିତି କିଛି କରିବାକୁ ବାଧ୍ୟ ହୋଇଥିଲା ମା। ଯୁବକ ଜଣଙ୍କ drugs ନିଶାରେ ଭଉଣୀକୁ ଆକ୍ରମଣ କରିବା ପରେ ଏମିତି ପଦକ୍ଷେପ…

ପିସ୍ତଲ ଦେଖାଇ ଦୋକାନ କର୍ମଚାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ୍‌, ୨ ଅଭିଯୁକ୍ତଙ୍କ ଟେର୍ ପାଇବାରେ ବିଫଳ ପୋଲିସ୍

ଢେଙ୍କାନାଳ, (ଭାସ୍କର ନ୍ୟୁଜ) : ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଚନ୍ଦାର ରାସ୍ତାରେ କିଛି ଦୁର୍ବୃତମାନେ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ କରି ଫେରାର୍‌ ହୋଇ ଯାଇଥିବାର ସୂଚନା ମିଳିଛି । ସୂଚନା…

ଚତୁର୍ଥୀ ରାତିରେ ସାଙ୍ଗଙ୍କ ସହ ମିଶି ସ୍ତ୍ରୀ ସହ ଦୁଷ୍କର୍ମ କଲା ସ୍ୱାମୀ: ଥାନାରେ ମାମଲା

ଚତୁର୍ଥୀ ରାତିରେ ସାଙ୍ଗଙ୍କ ସହ ମିଶି ସ୍ତ୍ରୀ ସହ ଦୁଷ୍କର୍ମ କଲା ସ୍ୱାମୀ  । ଏଭଳି ଏକ ଅଭାବନୀୟ ମାମଲା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶ ଇଟବାରେ । ଜଣେ ନବବିବାହିତାଙ୍କୁ ଚତୁର୍ଥୀ ରାତିରେ ନିଶା ଔଷଧ ଦେଇ ଦୁଷ୍କର୍ମ…

ଝାଉଁବଣରେ ପୁରୁଷ ବନ୍ଧୁଙ୍କ ସହିତ ଗପୁଥିଲେ ଯୁବତୀ: ମାଡି ଆସିଲେ ୩ ଯୁବକ ଆଉ କଲେ ଏମିତି ହଇରାଣ ଦେଖନ୍ତୁ Viral Video

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଆମେ ଏକ ବିଂଶ ଶତାବ୍ଦୀରେ ପାଦ ଦେଇଛେ, ତଥାପି ମଣିଷ ନିଜର ରୁଢିବାଦୀ ଚିନ୍ତାଧାରାରୁ ବାହାରି ପାରୁନାହିଁ । ଏମିତି ଏକ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲାରେ । ନିଜର ପୁରୁଷ ବନ୍ଧୁଙ୍କ…

୮ ବର୍ଷର ବାଳିକାକୁ ସ୍କୁଲରେ ଯୌନ ନିର୍ଯାତନା: Private ପାର୍ଟ ଛୁଉଁଥିଲେ ଶିକ୍ଷାମିତ୍ର

ନୂଆଦିଲ୍ଲୀ: ସରକାରୀ ସ୍କୁଲରେ ୮ ବର୍ଷର ବାଳିକାକୁ ଯୌନ ନିର୍ଯାତନା । ତୃତୀୟ ଶ୍ରେଣୀରେ ପଢୁଥିବା ଛାତ୍ରୀଙ୍କୁ ଯୌନ ନିର୍ଯାତନ ଦେଉଥିଲେ ଜନୈକ ଶିକ୍ଷାମିତ୍ର । ଉତ୍ତର ପ୍ରଦେଶର ବରେଲୀରେ ଏଭଳି ବର୍ବର କାଣ୍ଡ ଘଟିଯାଇଛି…

‘ସ୍ୱାମୀ କହୁଛି ମୋତେ ମାରିଦେବ’; ଭିଡିଓ କରି ନ୍ୟାୟ ମାଗିଲେ ମହିଳା

‘ମୋ ସ୍ୱାମୀ କହୁଛି ମୋର ମର୍ଡର କରିବ, ଯାହା କରିବାର ଅଛି କର’... ନିଜ ସ୍ୱାମୀ କିଛି ଏଭଳି ଧମକ ଦେଇଥିବା ଅଭିଯୋଗ କରିଛନ୍ତି ଖୋର୍ଦ୍ଧା ଟାଙ୍ଗୀର ଜନୈକ ମହିଳା । ମାମଲାରେ ସେ କୋର୍ଟ ଥାନା ସବୁ ସ୍ଥାନରୁ ନିରାଶ ହେବା…

ରାସ୍ତା କାମକୁ କେନ୍ଦ୍ରକରି ବୋମାମାଡ଼: ୪ଜଣ ମିସ୍ତ୍ରୀଙ୍କ ସମେତ ୫ ଗ୍ରାମବାସୀ ଆହତ

ବାଲିପାଟଣା (ଭାସ୍କର ନ୍ୟୁଜ୍‌): ବାଲିପାଟଣା ଥାନା ଅନ୍ତର୍ଗତ ବନମାଳିୁର ଗ୍ରାମରେ ରାସ୍ତା କାମକୁ କେନ୍ଦ୍ର କରି ବୋମା ମାଡ ହୋଇଥିବା ବନମାଳିପୁର ଫାଣ୍ଡିରେ ପୃଥକ୍‌ ତିନୋଟି ଅଭିଯୋଗ ହୋଇଥିବା ସୂଚନା ମିଳିଛି ।…

୪ ବର୍ଷର ବାଳିକାକୁ ଚକଲେଟ୍ ଦେବା ବାହାନାରେ ଦୁଷ୍କର୍ମ, ୧୨ ବର୍ଷିୟ ଅଭିଯୁକ୍ତ ଗିରଫ

ଚିଖାଲି: ଚକଲେଟ୍ କିଣିବାକୁ ଯିବା ବୋଲି କହି ଗୋଟିଏ ୧୨ ବର୍ଷର ବାଳକ ଏକ ୪ ବର୍ଷୀୟ ବାଳିକା ସହିତ ଦୁଷ୍କର୍ମ କରିଛି । ଏନେଇ ପୀଡ଼ିତା ବାଳିକାଙ୍କ ମାଆ ଅଭିଯୋଗ କରିଛନ୍ତି । ଏହିଭଳି ଘଟଣାର ଶନିବାର ଦିନ ପୁଣେର ପିମ୍ପରୀ…

ପ୍ରେମ ବିବାହରୁ କରୁଣ ପରିଣତି: ମହିଳାଙ୍କ ହାତଗୋଡ ବାନ୍ଧି କିରୋସିନ୍‌ ଢାଳି ନିଆଁ ଲଗେଇ ମାରିଦେଲେ

ତିହିଡି (ଭାସ୍କର ନ୍ୟୁଜ୍‌): ପ୍ରେମ ବିବାହର କରୁଣ ପରିଣତି ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତିହିଡି ଥାନା ବାରୋ ପଞ୍ଚାୟତ ଅଧିନ ବାରୋ ଗ୍ରାମରେ । ଏହି ଗାଁର ଜଣେ ବିବାହିତ ମହିଳାଙ୍କୁ ବିବାହର ସାତ ବର୍ଷ ପରେ…

ସାମାନ୍ୟ କଥାକୁ ନେଇ ଗାଳି ଗୁଲଜ, ଉତ୍ୟକ୍ତ ଯୁବକ ଘଟାଇଲେ ରକ୍ତାକ୍ତ କାଣ୍ଡ: ଯୁବକକୁ ମାଡମାରି ତଣ୍ଟି କାଟିଦେଲେ

ଡେଲାଙ୍ଗ (ଭାସ୍କର ନ୍ୟୁଜ): ଡେଲାଙ୍ଗ ଥାନା ଅର୍ନ୍ତଗତ ପ୍ରହରାଜପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଦୃର୍ବୃର୍ତ୍ତ ପ୍ରହରାଜପୁର ଗ୍ରାମର ମଙ୍ଗୁ ସାହୁକୁ ଗ୍ରାମ ପୋଖରୀ ତୁଠରେ ମାଡମାରିବା ସହିତ…