Browsing Category
ଅପରାଧ
‘ଇଛା ହେଲା ତ ମାରି ଦେଲି’, ମହିଳାଙ୍କୁ ଛୁରିରେ ମାରିବା ପରେ କହିଲା ଅଭିଯୁକ୍ତ
ଗାଜିଆବାଦ: ଉତ୍ତରପ୍ରଦେଶର ଗାଜିଆବାଦର ଲିଙ୍କ ରୋଡ ଅଞ୍ଚଳରେ ଗୋଟିଏ ପରେ ଗୋଟିଏ ଘରେ ପ୍ରବେଶ କରି ଏକ ଅଜଣା ବ୍ୟକ୍ତି ୨ ମହିଳାଙ୍କୁ ଛୁରି ମାରି ଆଘାତ କରିଥିଲା । ଆକ୍ରମଣ ପରେ ଅଭିଯୁକ୍ତ ରହସ୍ୟମୟ ଭାବେ ଘଟଣାସ୍ଥଳରୁ…
ବାଇକରେ ବୁଲିଯିବାକୁ କହି ୫ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତକୁ ଧରିଲା ପୋଲିସ୍
ଜୟପୁର: ଦେଶରେ ଦିନକୁ ଦିନ ଦୁଷ୍କର୍ମ ମାମଲା ବଢ଼ୁଥିବା ଦେଖିବାକୁ ମିଳିଛି । ଅନେକ ରାଜ୍ୟରୁ ଏହିଭଳି ମାମଲା ଶୁଣିବାକୁ ମିଳୁଛି । ଖାସ୍ କରି ନାବାଳିକା ମାନେ ବି ଏପରି ଅତ୍ୟାଚାରର ଶିକାର ହେଉଛନ୍ତି । ତେବେ ଇତି…
୨୦ଲିଟର ଦେଶୀ ମଦ ଜବତ, ୨ ଜଣ ବେପାରୀ ଗିରଫ
ବାଲିଅନ୍ତା (ଭାସ୍କର ନ୍ୟୁଜ): ବାଲିଅନ୍ତା ଥାନା ଅଧୀନରେ ଥିବା କେତେକ ଅଞ୍ଚଳରେ ଚୋରା ମଦ କାରବାର ବଢୁଥିବା ବେଳେ ବାଲିଅନ୍ତା ପୋଲିସକୁ ଆଉ ଏକ ସଫଳତା ମିଳିଛି । ୨୦ଲିଟର ଦେଶୀ ମଦ ସହିତ ୨ ଜଣକୁ ଗିରଫ କରିଛି ପୋଲିସ ।…
ଏ ସ୍ବାମୀ ସ୍ତ୍ରୀ କୁ ସାବଧାନ ! ସ୍ବାମୀ ପାର୍ଲରରେ କରୁଥିଲା ଗରାଖ ଯୋଗାଡ; ସ୍ତ୍ରୀ ରୁମ୍ ଡାକି ବନାଉ ଥିଲେ ଭିଡ଼ିଓ
ଅନୁଗୋଳ: ସ୍ୱାମୀ-ସ୍ତ୍ରୀ ମିଶି ଚଳାଇଥିଲେ ବଡ ଧରଣର ଦେହ ବେପାର ସହିତ ଲୁଟ କାରବାର । ବଡ଼ବଡ଼ିଆଙ୍କୁ ଟାର୍ଗେଟ୍ କରି ଫେସବୁକରେ ସମ୍ପର୍କ ଯୋଡ଼ୁଥିଲେ । ନିଜର ଭଡା ଘର ରୁମ କୁ ଡାକି ଯୌନ ସମ୍ବନ୍ଧ ରଖୁଥିଲେ ଓ ଏହି…
ଏ ଝିଅ ଏ ଡ୍ରେସ ସବୁ ଖୋଲିପକା; ଏମିତି କହି ଫସିଲେ ପ୍ରଧାନ ଶିକ୍ଷକ
ନୂଆଦିଲ୍ଲୀ: ଛାତ୍ରୀଙ୍କ ୟୁନିଫର୍ମକୁ ନେଇ ଅଶାଳୀନ ମନ୍ତବ୍ୟ ଦେଇ ଗିରଫ ହୋଇଛନ୍ତି ପ୍ରିନ୍ସିପାଲ । ଗୁରୁଙ୍କୁ ଦେବତା ବୋଲି ଗ୍ରହଣ କରାଯାଉଥିବା ବେଳେ ଗୁରୁଦିବସର ଦିନକ ପରେ ଗିରଫ ହୋଇଛନ୍ତି ସ୍କୁଲର ପ୍ରିନ୍ସିପାଲ ।…
ଦୂତୀ ଚାନ୍ଦ BLACKMAIL ମାମଲା; ସୁଧାଶୁଂକୁ ରିମାଣ୍ଡରେ ନେଲା ପୋଲିସ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନ୍ତର୍ଜତୀୟ ଧାବିକା ଦୂତୀ ଚାନ୍ଦଙ୍କୁ ବ୍ଲାକମେଲ କରିବା ଅଭିଯୋଗରେ ୱେବ ପୋର୍ଟାଲ ମାଲିକ ରଘୁନାଥ ସାହୁଙ୍କୁ କମିଶନରେଟ ପୋଲିସ ଗିରଫ କରିଥିବା ବେଳେ ସୁଧାଂଶୁଙ୍କୁ ରିମାଣ୍ଡରେ ନେଇଛି…
ମୋବାଇଲ୍ ଗେମ୍ ଖେଳିବାକୁ ଦେଉନଥିଲେ ବାପା, ତଣ୍ଟିଚିପି ମାରିଦେଲା ପୁଅ
ସୁରତ୍: ବର୍ତ୍ତମାନ ସମୟରେ ଲୋକମାନଙ୍କ ଆବଶ୍ୟକୀୟ ଜିନିଷ ମଧ୍ୟରୁ ଗୋଟିଏ ହେଉଛି ମୋବାଇଲ୍ । ହେଲେ ଏହି ମୋବାଇଲ୍ ପାଇଁ ଲୋକମାନଙ୍କ ଜୀବନ ବି ନଷ୍ଟ ହୋଇଯାଉଛି । ଏହିଭଳି ଏକ ମାମଲା ଗୁଜୁରାଟରୁ ଆସିଛି । ଏଠାରେ ବାପା…
ସ୍ତ୍ରୀକୁ ବେହୋସ୍ କରି ମୁହଁରେ ପୁରାଇଲା ଏଲପିଜି ଗ୍ୟାସ୍ ପାଇପ୍, ଯନ୍ତ୍ରଣାରେ ଛଟପଟ ହୋଇ ଚାଲିଗଲା ଜୀବନ
ଇଟାରସି: ମଧ୍ୟପ୍ରଦେଶ ଇଟାରସୀ ରେଳ ଷ୍ଟେସନରେ ରହିଥିବା ଏକ ଟ୍ରେନରେ ହତ୍ୟା ମାମଲାରେ ଅଭିଯୁକ୍ତକୁ ଗିରଫ କରିଛି ମହାରାଷ୍ଟ୍ର ପୋଲିସ । ଏହି ଅଭିଯୁକ୍ତ ମୁମ୍ବ୍ରାରେ ନିଜ ପତ୍ନୀଙ୍କୁ ଅତି ନର୍ମମ ଭାବେ ହତୃା କରି ଝିଅକୁ…
ପାକରେ ମହିଳା ପୋଲିସ୍ କର୍ମୀ ବି ନୂହନ୍ତି ସୁରକ୍ଷିତ, ଅପହରଣ ପରେ ରେପ୍ କରିବାକୁ ଉଦ୍ୟମ
ନୂଆଦିଲ୍ଲୀ: ପଡ଼ୋଶୀ ଦେଶ ପାକିସ୍ତାନରେ ମହିଳାଙ୍କ ପ୍ରତି ଅପରାଧ ବଢ଼ିବାରେ ଲାଗିଛି । ସେଠାରେ ମହିଳା ମାନେ ଆଦୌ ସୁରକ୍ଷିତ ନୁହନ୍ତି । ସାଧାରଣ ମହିଳା ତ ଦୂରର କଥା ଏଠାରେ ମହିଳା ପୋଲିସ୍ କର୍ମୀ ବି ସୁରକ୍ଷିତ ନୁହନ୍ତି…