Browsing Category

ଅପରାଧ

ରସିକିଆ ସଂସ୍କୃତ ଶିକ୍ଷକ ନିଲମ୍ବିତ, ସାର୍‌ଙ୍କ ନାଁରେ ଅସଦାଚରଣ ଅଭିଯୋଗ ଆଣିଥିଲେ ୭ ଛାତ୍ରୀ

ବଣାଇ: ଦେଶରେ ତଥା ରାଜ୍ୟରେ ଅସଦାଚରଣ, ଦୁଷ୍କର୍ମ ଏବଂ ହତ୍ୟା ମାମଲା ପ୍ରତିଦିନ ଘଟୁଛି। ଏହାରି ମଧ୍ୟରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ସଂସ୍କୃତ ଶିକ୍ଷକଙ୍କୁ ଅସଦାଚରଣ ପାଇଁ ବିଦ୍ୟାଳୟରୁ ନିଲମ୍ବନ…

ସ୍କୁଲ ଶୌଚାଳୟରେ ପିଲା ଜନ୍ମ କଲା ନବମ ଶ୍ରେଣୀ ଛାତ୍ରୀ, ୯ ମାସ ପୂର୍ବରୁ ହୋଇଥିଲା ଦୁଷ୍କର୍ମର ଶିକାର

କର୍ଣ୍ଣାଟକ: ସ୍କୁଲରେ ଆଶ୍ଚର୍ଯ୍ୟଜନକ ଘଟଣା। ସ୍କୁଲ ଶୌଚାଳୟରେ ପିଲା ଜନ୍ମ କଲା ନବମ ଶ୍ରେଣୀ ଛାତ୍ରୀ।  ଘଟଣା ବିଷୟରେ ଜଣାପଡିବା ପରେ ସମସ୍ତେ ପ୍ରାୟ ସ୍ତବ୍ଧ ହୋଇଯାଇଛନ୍ତି। ଛାତ୍ରୀଙ୍କ ବୟସ ପ୍ରାୟ ୧୭ ବର୍ଷ ବୋଲି…

ଭଉଣୀ ଜଙ୍ଘରେ ସିଗାରେଟ୍ ଚେଙ୍କ ଦେଲା, ଡ୍ରେସ୍ ଚିରି ମା’ ପେଟର ଭାଇ କଲା ରେପ୍

ଅହମ୍ମଦାବାଦ୍: ଗୁଜୁରାଟ ଭାବନଗରରୁ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଜଣେ ଭାଇ ନିଜ ଭଉଣୀର ଇଜ୍ଜତ ରକ୍ଷା କରିବା ପରିବର୍ତ୍ତେ ତାକୁ ରେପ୍ କରିଛି । ପୀଡ଼ିତା ତାଙ୍କ ଗାଁର ଜଣେ ଯୁବକଙ୍କ ସହ ୩ ବର୍ଷ ଧରି ପ୍ରେମ…

ସ୍କୁଲରେ ଛଟପଟ ହୋଇ ଜୀଅନ୍ତା ଜଳି ମରିଗଲା ପଞ୍ଚମ ଶ୍ରେଣୀ ଛାତ୍ରୀ, ପ୍ରିନ୍ସିପାଲ୍ ନିଲମ୍ୱିତ

ପାଟନା: ସ୍କୁଲରେ ଅଭାବନୀୟ ଘଟଣା।  ନିଆଁରେ ଜୀଅନ୍ତା ଜଳି ଛଟପଟ ହୋଇ ମରିଗଲା ପଞ୍ଚମ ଶ୍ରେଣୀର ନିଷ୍ପାପ ଛାତ୍ରୀ।  ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ସ୍କୁଲର ପ୍ରିନ୍ସିପାଲଙ୍କୁ ନିଲମ୍ୱିତ କଲେ ଜିଲ୍ଲା ଶିକ୍ଷା…

ଲୋମ ଟାଙ୍କୁରି ଉଠିବ…ଜ୍ୱାଇଁଙ୍କୁ ଲଙ୍କା ପାଣି ପିଆଇ କାନରେ ତେଲ ଭର୍ତ୍ତି କଲେ, ଆତ୍ମା ଛଡାଇବାକୁ ପାଣି ଟବରେ ମୁଣ୍ଡ ବୁଡାଇ ମାରିଦେଲେ

ନୂଆଦିଲ୍ଲୀ: ରାଜସ୍ଥାନର ଚୁରୁରୁ ଏକ ଲୋମହର୍ଷଣକାରୀ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏଠାରେ ଶ୍ୱଶୁର ଘର ଲୋକେ, ଜ୍ୱାଇଁଙ୍କୁ ଦୁଷ୍ଟ ଆତ୍ମା ​​ଦ୍ୱାରା ଆକ୍ରାନ୍ତ ବୋଲି ଦାବି କରି ତାଙ୍କୁ ଏପରି ମୃତ୍ୟୁ ଦେଲେ ଯାହା…

ଲୋଭ ଗଲାନି… ସଫ୍ଟୱେର୍ ଇଞ୍ଜିନିୟର ହୋଇଥିଲେ ମଧ୍ୟ ଯୌତୁକ ଦେଇ ବିବାହ କରିଥିଲେ, ତାପରେ ବି ନିର୍ଯାତନା ଦେବାରୁ ଆତ୍ମହତ୍ୟା କଲେ

ନୂଆଦିଲ୍ଲୀ: କୁହାଯାଏ ଯେ ଏବେ ପୁଅ ଏବଂ ଝିଅ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ମନେହୁଏ ଯଦି ଝିଅ ପାଠପଢ଼ି ସକ୍ଷମ ହୁଏ, ତେବେ ସେ ପୁରୁଣା ସମୟର ଶିକୁଳିରୁ ମୁକ୍ତ ହେବ । ସେ ଏକ ମୁକ୍ତ ଜୀବନ ବଞ୍ଚିପାରିବ। କିନ୍ତୁ,…

ମନାଲି ଟ୍ରିପ୍ ହେଲା କାଳ: ବନ୍ଧୁର ସ୍ତ୍ରୀକୁ ନେଇ ଯାଇଥିଲେ ବୁଲି, ଘରକୁ ଫେରିବା ପରେ ଭୟଙ୍କର ପ୍ରତିଶୋଧ ନେଲା ସ୍ୱାମୀ

ନୂଆଦିଲ୍ଲୀ: ଦିଲ୍ଲୀ ସଂଲଗ୍ନ ଫରିଦାବାଦରୁ ଏକ ଲୋମ ଟଙ୍କୁରା ଖବର ସାମ୍ନାକୁ ଆସିଛି। ଏଠାରେ ରହୁଥିବା ଜଣେ ବ୍ୟକ୍ତି ତାଙ୍କ ବନ୍ଧୁଙ୍କ ସ୍ତ୍ରୀଙ୍କୁ ମନାଲି ବୁଲିବାକୁ ନେଇ ଯାଇଥିଲେ। ଏଥିରେ ତାଙ୍କ ବନ୍ଧୁ ବହୁତ ରାଗି…

ସନ୍ଦେହ ନେଲା ସାଂଘାତିକ ରୂପ, ଜୀଅନ୍ତା ଜାଳି କହୁଥିଲା ଆତ୍ମହତ୍ୟା, ୭ ବର୍ଷର ଝିଅ ବଦଳାଇ ଦେଲା ଖେଳ

ମହାରାଷ୍ଟ୍ର: ସ୍ୱାମୀକୁ ଘାରିଲା ସନ୍ଦେହର ନିଶା। ଏପରି ସନ୍ଦେହ ସ୍ୱାମୀ ମୁଣ୍ଡରେ ଘର କଲା ମଣିଷରୁ ସଇତାନ ହୋଇଗଲା ସ୍ୱାମୀ। ଭଲ ପାଉଥିବା ସ୍ତ୍ରୀକୁ ଶେଷରେ ରାସ୍ତାରୁ ହଟାଇ ଦେବାକୁ ସ୍ୱାମୀ ନେଲା ନିଷ୍ପତି।…

୧୪ ବର୍ଷର ଝିଅର ଝୁଲନ୍ତା ମୃତଦେହ ଉଦ୍ଧାର, ବଳାତ୍କାର ଅଭିଯୋଗ ଆଣିଲେ ପରିବାର

ନୂଆଦିଲ୍ଲୀ: ଝାଡ଼ଖଣ୍ଡର ଗୋଡ୍ଡା ଜିଲ୍ଲାର ମହାଗାମା ଅଞ୍ଚଳରେ ଏକ ମଦ୍ରାସା ଭିତରେ ଜଣେ ୧୪ ବର୍ଷୀୟା ଝିଅର ମୃତଦେହ ଫାଶୀରେ ଝୁଲୁଥିବା ଅବସ୍ଥାରେ ମିଳିଛି । ଗୁରୁବାର ସକାଳେ ଏହି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି…

ସାଥ୍ ଦେଲାନି ଫିଟନେସ୍; ହୋଇପାରିଲେନି କ୍ରିକେଟର, ବନିଗଲେ ଲୁଟେରା, ଏବେ ଜେଲରେ, ଜାଣନ୍ତୁ କିଏ ସେ କ୍ରିକେଟର ?

ଲକ୍ଷ୍ନୌ: ଟଙ୍କା ଲୋଭରେ ଜଣେ ଜଣେ ବ୍ୟକ୍ତି ଏପରି କିଛି କରନ୍ତି, ଯାହା ତାଙ୍କର ସାରା ଜୀବନକୁ ନଷ୍ଟ କରିଦିଏ । ଜଣେ କ୍ରିକେଟରଙ୍କ ସହିତ ଠିକ୍ ଏପରି କିଛି ହୋଇଛି । ଯିଏ ଜଣେ କ୍ରିକେଟରରୁ ବନି ଯାଇଛନ୍ତି କୁଖ୍ୟାତ…