Browsing Category
ମନୋରଞ୍ଜନ
ଜଙ୍ଗଲରେ ନିଃବସ୍ତ୍ର ବୁଲୁଛନ୍ତି ବଲିଉଡ୍ ଅଭିନେତା, ଫ୍ୟାନ୍ସ କହିଲେ ରଣବୀରଙ୍କ ପ୍ରଭାବ
ମୁମ୍ବାଇ: ୧୦ ଡିସେମ୍ବର ଅର୍ଥାତ୍ ଆଜି ବିଦ୍ୟୁତ୍ ଜାମୱାଲ ନିଜର ୪୩ ତମ ଜନ୍ମଦିନ ସେଲିବ୍ରେଟ କରୁଛନ୍ତି । ଜନ୍ମଦିନ ଅବସରରେ ସେ ଇନଷ୍ଟାଗ୍ରାମରେ ନ୍ୟୁଡ୍ ଫଟୋଶୁଟ୍ ସେୟାର କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି ।…
ଏହି ଗାଁରେ ରହିବା ପାଇଁ ମିଳୁଛି ଲକ୍ଷ ଲକ୍ଷ ଟଙ୍କା! ସରକାର ରଖିଛନ୍ତି ଗୋଟିଏ ସର୍ତ୍ତ
ଓଡ଼ିଶା ଭାସ୍କର: କୌଣସି ସ୍ଥାନରେ ରହିବା ପାଇଁ ଯଦି ସେଠାକାର ସରକାର କିମ୍ବା ଅଞ୍ଚଳ ବାସୀ ଆପଣଙ୍କୁ ଟଙ୍କା ଦିଅନ୍ତି, ତେବେ ଆପଣ କ’ଣ କରିବେ? ହୁଏତ ଯେ କେହି ବି ଏଥିରେ ରାଜି ହୋଇଯିବେ । ଆପଣଙ୍କ ମନରେ ଏବେ ପ୍ରଶ୍ନ…
ରାଜନୀତିରେ ଏଣ୍ଟ୍ରି କରିବା ନେଇ କ’ଣ କହିଲେ ପରିଣୀତି…
ବଲିଉଡ଼ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ରାଘବ ଚଡ୍ଡାଙ୍କ ଜୋଡ଼ି ସୋସିଆଲ ମିଡ଼ିଆରେ ବହୁତ ଲୋକପ୍ରିୟ ଏବଂ ଆକ୍ଟିଭ୍ । ରିପୋର୍ଟ ଅନୁଯାୟୀ ନିକଟରେ ପରିଣୀତିଙ୍କୁ ଭଦୋଦରା ଠାରେ ଏକ ଫ୍ୟାଶନ ଶୋ’ରେ ଦେଖିବାକୁ ମିଳିଥିଲା ।…
ଶାହାରୁଖ ଖାନ, ଅକ୍ଷୟ କୁମାର ଏବଂ ଅଜୟ ଦେବଗନଙ୍କୁ ସରକାରୀ ନୋଟିସ୍: ପାନ ମସଲା ଆଡ୍ କରିବା ପଡିଲା ମହଙ୍ଗା
ନୂଆଦିଲ୍ଲୀ: ବଲିଉଡ ଅଭିନେତା ଶାହାରୁଖ ଖାନ, ଅକ୍ଷୟ କୁମାର ଏବଂ ଅଜୟ ଦେବଗନଙ୍କର ପାନ ମସଲାକୁ ପ୍ରସାର କରିବା ମାମଲା ପୁଣି ଥରେ ଚର୍ଚ୍ଚାକୁ ଆସିଛି । ତେବେ ଆହ୍ଲାବାଦ ହାଇକୋର୍ଟର ଲଖନଉ ବେଞ୍ଚର ଅବମାନନା ଆବେଦନ ଉପରେ…
ବୋହୂ ଐଶ୍ୱର୍ଯ୍ୟାଙ୍କ ଉପରେ ନାରାଜ ଅମିତାଭ ବଚ୍ଚନ! ସୋସିଆଲ ମିଡିଆରେ ଘୁରି ବୁଲୁଛି ବିଗ୍ ବିଙ୍କ ଘର କଥା
ନୂଆଦିଲ୍ଲୀ: ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସଂପର୍କ ବଚ୍ଚନ ପରିବାର ସହ ଠିକ୍ଠାକ୍ ଚାଲୁନାହିଁ । ଏହି ପ୍ରଶ୍ନ ଏଇଥିପାଇଁ ଉଠୁଛି କି ଗତ କିଛିଦିନ ତଳେ ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟ ନନ୍ଦାଙ୍କ ପ୍ରଥମ ଫିଲ୍ମ ‘ଦି…
ଆରପାରିରେ କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିର ଭେଟେରାନ୍ ଅଭିନେତ୍ରୀ ଲୀଲାବତି
ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । କଡ୍ନଡ଼ର ଭେଟେରାନ୍ ଅଭିନେତ୍ରୀ ଲୀଲାବତି ଆଉ ନାହାନ୍ତି । ଗମ୍ଭୀର ଶ୍ୱାସ ଜନିତ ସମସ୍ୟାରେ ପୀଡ଼ିତ ଥିବା ଲୀଲାବତି କର୍ଣ୍ଣାଟକର ଏକ ଘରୋଇ ହସ୍ପିଟାଲରେ…
ବଲିଉଡ଼କୁ ଅଲବିଦା କହିଲେ ‘ଜୁନିୟର ମହମ୍ମୁଦ’, ଏହି ନାଁ ପଛରେ କ’ଣ ରହିଛି କାହାଣୀ ?
‘ବ୍ରହ୍ମଚାରୀ’, ‘ଗୁରୁ ଔର ଚେଲା’, ‘ଆନ୍ ମିଲୋ ସଜନା’, ‘ହାଥୀ ମେରେ ସାଥି’, ‘କଟି ପତଙ୍ଗ୍’, ‘ହରେ ରାମ ହରେ କୃଷ୍ଣ’, ‘ବମ୍ବେ ଟୁ ଗୋଆ’, ‘କାରୱାଁ’, ‘ମେରା ନାମ ଜୋକର’ ଭଳି ଅନେକ ହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି…
ବଲିଉଡ୍ ଅଭିନେତା ଜୁନିୟର ମେହମୁଦଙ୍କ ପରଲୋକ: ୨୫୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିଲେ
ନୂଆଦିଲ୍ଲୀ: ଚଳଚ୍ଚିତ୍ର ଦୁନିଆରୁ ଆସିଛି ଏକ ଦୁଃଖଦ ଖବର । ଭେଟେରାନ ବଲିଉଡ ଅଭିନେତା ନଇମ ସୟିଦ ଆଉ ନାହାନ୍ତି । ଦର୍ଶକଙ୍କ ମଧ୍ୟରେ ‘ଜୁନିୟର ମେହମୁଦ’ ଭାବେ ପ୍ରସିଦ୍ଧି ଅର୍ଜନ କରିଥିବା ଏହି ଅଭିନେତା ଜଣଙ୍କ…
ଜୁନିୟର ମହମ୍ମୁଦଙ୍କୁ ଭେଟିଲେ ଜିତେନ୍ଦ୍ର ଓ ସଚିନ୍, ଛଳଛଳ ଆଖିର କହିଲେ ଏହି କଥା…
ମୁମ୍ବାଇ: ଭେଟେରାନ୍ ଆକ୍ଟର ଜୁନିୟର ମହମ୍ମୁଦଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ । ଦିନ ଥିଲା ସେ ଅଧିକାଂଶ ଚଳଚ୍ଚିତ୍ରରେ ନଜର ଆସୁଥିଲେ । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବହୁତ ଗମ୍ଭୀର । ସେ ଷ୍ଟେଜ୍ ୪…
‘ପୁଷ୍ପା’ ଫିଲ୍ମର ଅଭିନେତା ଗିରଫ
ନୂଆଦିଲ୍ଲୀ: ମନୋରଞ୍ଜନଧର୍ମୀ ଦୁନିଆରୁ ଆସିଛି ଏକ ବଡ଼ ଖବର । ଦକ୍ଷିଣ ଭାରତୀୟ ହିଟ୍ ଫିଲ୍ମ ‘ପୁଷ୍ପା’ର ଜଣେ ଅଭିନେତାଙ୍କୁ ଗିରଫ କରାଯାଇଛି । ହାଇଦ୍ରାବାଦ ପୋଲିସ ପକ୍ଷରୁ ଅଭିନେତାଙ୍କୁ ଗିରଫ କରାଯାଇଥିବା ବେଳେ ଜଣେ…