Browsing Category

ମନୋରଞ୍ଜନ

ସେ କଥା କଥାରେ ଲେଖିଦିଅନ୍ତି ଗୀତ; ତାଙ୍କ କଣ୍ଠର କୁହୁକରେ ଜୀବନ୍ତ ହୋଇଉଠେ ସଙ୍ଗୀତ

ଓଡ଼ିଶା ଭାସ୍କର: ଆଜି ମନେ ପଡ଼ନ୍ତି ସଙ୍ଗୀତର କିମ୍ବଦନ୍ତୀ ଖୋକାଭାଇ । ସେ କଥା କଥାରେ ଲେଖିଦିଅନ୍ତି ଗୀତ । ଆଉ ସେ ଗୀତକୁ ଗାଇଲେ ତାହା ଯେପରି ହୋଇଉଠେ ଜୀବନ୍ତ । ସଙ୍ଗୀତର କଳାଜୟୀ ସ୍ରଷ୍ଟା ହେଉଛନ୍ତି ଅକ୍ଷୟ ମହାନ୍ତି…

Uri ପରେ ତୃତୀୟ ଥର ପାଇଁ ଆର୍ମି ପୋଷାକରେ ପରଦାକୁ ଆସିବେ ଭିକି କୌଶଲ

ମୁମ୍ବାଇ : ବଲିଉଡର ଅଭିନେତା ଭିକି କୌଶଳ ଆଜିକାଲି ବହୁତ ବ୍ୟସ୍ତ ରହୁଛନ୍ତି । କିଛି ଦିନ ପୂର୍ବରୁ ତାଙ୍କ ଫିଲ୍ମ ‘ଦ ଗ୍ରେଟ ଇଣ୍ଡିଆନ ଫ୍ୟାମିଲି’ ରିଲିଜ ହୋଇଥିଲା । ଏବେ ଖୁବଶିଘ୍ର ତାଙ୍କର ଆଉ ଏକ ଫିଲ୍ମ ପରଦାକୁ…

‘ବିଗ୍ ବସ୍ ୧୭’ ହୋଷ୍ଟ କରିବା ପାଇଁ ଏତିକି ଟଙ୍କା ଚାର୍ଜ କରିଛନ୍ତି ସଲମାନ ଖାନ, ଜାଣନ୍ତୁ କେତେ ରହିଛି ଅଭିନେତାଙ୍କ ଫି

ନୂଆଦିଲ୍ଲୀ: ଭାରତୀୟ ଟେଲିଭିଜନର ସବୁଠାରୁ ଲୋକପ୍ରିୟ ତଥା ବିବାଦୀୟ ରିଆଲିଟି ସୋ ବିଗ୍ ବସ୍ ୧୭ ର ଗ୍ରାଣ୍ଡ ପ୍ରିମିୟର ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି। ସୁପରଷ୍ଟାର ସଲମାନ ଖାନଙ୍କ ଦ୍ୱାରା ଆୟୋଜିତ ଏହି ସୋ ଅକ୍ଟୋବର…

Big B ସେୟାର କଲେ ଗ୍ରାଣ୍ଡ ବାର୍ଥଡେ ସେଲିବ୍ରେସନ ଫଟୋ, ନାତୁଣୀ ଦେଖାଇଲେ ଖାସ ପୂଜାର ଝଲକ

ମୁମ୍ବାଇ : ମହାନାୟକ ଅମିତାଭ ବଚ୍ଚନ ୧୧ ଅକ୍ଟୋବର ୨୦୨୩ରେ ନିଜର ୮୧ ତମ ଜନ୍ମ ଦିନ ପାଳନ କରିଥିଲେ । ଅମିତାଭ ତାଙ୍କ ଫିଲ୍ମ କ୍ୟାରିୟରରେ ଅନେକ ହିଟ ଫିଲ୍ମ ଦେଇଛନ୍ତି । ତେବେ ବିଗ ବିଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ୫ ଦଶକ…

(Video) ଇସ୍ରାଏଲରୁ ଭାରତ ଫେରିବା ପରେ ସେଦିନର ଛାତିଥରା ମୁହୂର୍ତ୍ତ କଥା କହିଲେ ଅଭିନେତ୍ରୀ ନୁଶରତ ଭରୁଚା…

ମୁମ୍ବାଇ; ଇସ୍ରାଏଲ ଓ ପାଲେଷ୍ଟାଇନ ଆତଙ୍କୀ ସଂଗଠନ ହମାସ ମଧ୍ୟରେ ଜାରି ରହିଥିବା ଯୁଦ୍ଧରେ ବହୁ ଧନଜୀବନ ନଷ୍ଟ ହେବାରେ ଲାଗିଛି । ଏହି ଆକ୍ରମଣ ଫଳରେ ବର୍ତ୍ତମାନ ୩ ହଜାରରୁ ଉର୍ଦ୍ଧ ଲୋକଙ୍କ ଜୀବନ ଚାଲିଯାଇଥିବା ସୂଚନା…

ଗୁଟଖାରେ ପ୍ରସ୍ତୁତ କଲେ ଆମଲେଟ, ସୋସିଆଲ ମିଡିଆରେ ଭିଡିଓ ହେଲା ଭାଇରାଲ

ଓଡିଶା ଭାସ୍କର : ଗୋଟିଏ ସମୟ ଥିଲା ଯେତେବେଳେ ଲୋକମାନଙ୍କ ପାଖରେ ଖାଇବା ପାଇଁ ବିକଳ୍ପ ନଥିଲା । କିନ୍ତୁ ଏବେ ଧିରେ ଧିରେ ଲୋକମାନେ ଅନେକ ପ୍ରକାର ଖାଦ୍ୟ ପ୍ରସ୍ତୁତ କରୁଛନ୍ତି । ଏବଂ ଏହା ଛଡା ଖାଦ୍ୟରେ ଲୋକମାନେ ନୂଆ…

ଅମିର ଖାନଙ୍କ ଝିଅ ଏହି ଦିନ ସାଜିବେ କନିଆ, ଆକ୍ଟର କହିଲେ ବିଦାୟ ସମୟରେ କାନ୍ଦିବେ

ମୁମ୍ବାଇ : ବଲିଉଡର ଷ୍ଟାର ଅମିର ଖାନ ଫିଲ୍ମରୁ କିଛି ଦିନ ହେବ ଦୂରରେ ଅଛନ୍ତିି । ସେ ଫିଲ୍ମ ‘ଲାଲ ସିଂହ ଚଢା’ ପରେ ତାଙ୍କୁ କୌଣସି ଫିଲ୍ମରେ ସେ କାମ କରି ନାହାନ୍ତି । ଏହି ଫିଲ୍ମଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରି…

ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ ଅସୁସ୍ଥ : ୪ ଦିନ ହେଲା ଚାଲିଛି ଚିକିତ୍ସା

ଭୁବନେଶ୍ୱର : ଓଡ଼ିଆ ସିନେ ଜଗତର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ବୋଲି ଜଣାପଡିଛି । ସ୍ୱରୂପ କଟକ ଚୌଦ୍ୱାରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଗତ ୪ ଦିନ ହେବ…

Amitabh Bachchan ରାତି ଅଧରେ ଫ୍ୟାନଙ୍କୁ ଦେଲେ ସରପ୍ରାଇଜ

ମୁମ୍ବାଇ : ମହାନାୟକ ଅମିତାଭ ବଚ୍ଚନ ୧୧ ଅକ୍ଟୋବର ୨୦୨୩ରେ ତାଙ୍କର ୮୧ ଜନ୍ମ ଦିନ ପାଳନ କରିବେ । ଅମିତାଭ ବଚ୍ଚନ ତାଙ୍କ ଫିଲ୍ମ କ୍ୟାରିୟରରେ ଅନେକ ହିଟ ଫିଲ୍ମ ଦେଇଛନ୍ତି । ସେ ବଲିଉଡରେ ପ୍ରାୟ ୫ ଦଶକ ହେବ…

(Video) ଇସ୍ରାଏଲ୍-ହମାସ ଯୁଦ୍ଧ; ପିଲାଙ୍କ ସାମ୍ନାରେ ବାପା-ମାଆଙ୍କୁ ହତ୍ୟା କଲେ ଆତଙ୍କବାଦୀ, ଛାତିଥରା କଥା ବଖାଣିଲେ ନାଗିନ୍ ଅଭିନେତ୍ରୀ

ଓଡ଼ିଶା ଭାସ୍କର: ନାଗିନ ଅଭିନେତ୍ରୀ ମଧୁରା ନାଏକ ଟିଭି ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ବର୍ତ୍ତମାନ ଦୁଃଖରେ । ଇସ୍ରାଏଲ-ହାମାସ ଯୁଦ୍ଧରେ ତାଙ୍କ ପ୍ରିୟଜନଙ୍କୁ ହରାଇଛନ୍ତି । ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର…