fbpx
Browsing Category

ମନୋରଞ୍ଜନ

ଗୋଟିଏ ବାଇକରେ ଏକା ସାଙ୍ଗରେ ୭ ଜଣ: ଗ୍ୟାଙ୍ଗ ଉପରେ ପୋଲିସ କଲା ଏମିତି କାର୍ଯ୍ୟାନୁଷ୍ଠାନ

ଓଡିଶା ଭାସ୍କର: ସୋସିଆଲ ମିଡିଆ ଏବେ ଲୋକଙ୍କ ପାଇଁ ଏଣ୍ଟରଟେନମେଣ୍ଟର ନୂଆ ପ୍ଲାଟଫର୍ମ ପାଲଟିଯାଇଛି । ଏଥିରେ ଭାଇରାଲ ହେଉଥିବା ଭିଡିଓ ଲୋକଙ୍କ ନିଦ ହଜାଇ ଦେଉଛି । ସେହିଭଳି ଏକ ଭିଡିଓ ଏବେ ସାମନାକୁ ଆସିଛି ।…

ବାବୁସାନ-ପ୍ରକୃତି ବିବାଦ ଭିତରେ ‘ଦ୍ରୌପଦୀ’: ଆସୁଛି ଅଭିନେତ୍ରୀଙ୍କ ନୂଆ ଚଳଚ୍ଚିତ୍ର

ଭୁବନେଶ୍ୱର: ଓଲିଉଡ ଷ୍ଟାର ବାବୁସାନ ଏବଂ ପ୍ରକୃତି ମିଶ୍ରଙ୍କ ବିବାଦ ଏବେ ସାମାନ୍ୟ ଥମିଥିବା ବେଳେ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର । ଏହି ବିବାଦ ମଝିରେ ଏବେ ଆସୁଛି ଆଉ ଏକ ନାଁ…

ଅଜୟଙ୍କ ବଡ ଖୁଲାସା, କାଜୋଲଙ୍କୁ ନେଇ କହିଲେ ଏମିତି କିଛି……

ନୂଆଦିଲ୍ଲୀ: ଆଜି ହେଉଛିି ବଲିଉଡ କୁଇନ କାଜୋଲଙ୍କ ଜନ୍ମଦିନ । ଆଜି ୪୮ ବର୍ଷରେ ପାଦ ଦେଇଛନ୍ତି କାଜୋଲ । ପତ୍ନୀଙ୍କ ଜନ୍ମଦିନରେ କିଛି ନିଆଁରା ଢ଼ଙ୍ଗରେ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି ଅଜୟ । ଯାହାକୁ ଦେଖି ପ୍ରଶଂସକ…

ପାଣିରେ କୁମ୍ଭୀରକୁ ସାଙ୍ଗ ଭାବି ଖେଳୁଥିଲେ ଏହି ବ୍ୟକ୍ତି: ଭିଡିଓ ଦେଖି ଲୋକେ ଦିୱାନା

ଓଡିଶା ଭାସ୍କର: କୁମ୍ଭୀର ନାଁ ଶୁଣିଲେ ମନରେ ଏକ ବିକଟାଳ ରୂପ ସାଙ୍ଗକୁ କିଛି ଭୟଙ୍କର ଚିତ୍ର ସାମନାକୁ ଆସେ । ଯାହା କଳ୍ପନା କଲେ ବି ଭୟରେ ଲୋମ ଟାଙ୍କୁରି ଉଠେ । କିନ୍ତୁ ଯଦି ଆପଣଙ୍କୁ କୁହାଯାଏ ଏହାକୁ ପୋଷା ମନେଇ…

ଦୁନିଆର ସବୁଠୁ ଅଜବ ହେୟାରଷ୍ଟାଇଲ: ଭିଡିଓ ଦେଖିଲେ ହସି ହସି ଗଡିଯିବେ

ନୂଆଦିଲ୍ଲୀ: ଇଣ୍ଟରନେଟରେ ପ୍ରତିଦିନ ଅନେକ ପ୍ରକାରର ଭିଡିଓ ପୋଷ୍ଟ କରାଯାଏ । ଏଥିରୁ କିଛି ଭିଡିଓ ଆମକୁ ଇମୋସନାଲ କରିଦିଏ ତ ଆଉ କିଛି ଭିଡିଓ ଦେଖି ଖୁବ ମଜା ଲାଗେ । ଏମିତି ଏକ ମଜାଦାର ଭିଡିଓ ଏବେ ସୋସିଆଲ ମଡିଆରେ…

ବର୍ଷା ପ୍ରିୟଦର୍ଶିନୀଙ୍କୁ ଅନ୍ତରୀଣ ଜାମିନ: ଅଭିନେତ୍ରୀଙ୍କ ମା ଝିଆରିଙ୍କୁ ବି ମିଳିଲା ଆଶ୍ୱସ୍ତି

ଭୁବନେଶ୍ୱର: ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶିନୀଙ୍କୁ ମିଳିଛି ଅନ୍ତରୀଣ ଜାମିନ । ଅଭିନେତ୍ରୀ ବର୍ଷାଙ୍କ ସହ ତାଙ୍କ ମା' ଏବଂ ଝିଆରିଙ୍କୁ ମଧ୍ୟ ଜାମିନ ହାସଲ ହୋଇଛି । ମାନ୍ୟବର ହାଇକୋର୍ଟଙ୍କ ତରଫରୁ ତାଙ୍କୁ ଏହି ଜାମିନ…

କାହିଁକି ଟ୍ରେଣ୍ଡ ହେଉଛି #BoycottAliaBhatt ! ‘Darlings’ ରିଲିଜ ପୂର୍ବରୁ ବିବାଦରେ ଅଭିନେତ୍ରୀ

ମୁମ୍ବାଇ: ରିଲିଜ ପୂର୍ବରୁ 'Darlings'କୁ ନେଇ ଆରମ୍ଭ ହୋଇଯାଇଛି ବିବାଦ । ବଲିଉଡର ଚୁଲବୁଲି ନାୟିକା ଆଲିଆ ଭଟ୍ଟଙ୍କ ଏହି ଅପକମିଙ୍ଗ ଫିଲ୍ମକୁ ବୟକଟ କରିବା ପାଇଁ ଟ୍ୱିଟରରେ ଟ୍ରେଣ୍ଡ ଜୋର ଧରିଛି । ତେବେ କାହିଁକିର…

‘Koi Mil Gaya’ ଫିଲ୍ମର ଅଭିନେତା ମିଥିଲେଶ ଚତୁର୍ବେଦୀଙ୍କ ପରଲୋକ: ଏହି ରୋଗ ନେଇଗଲା ଜୀବନ

ମୁମ୍ବାଇ: ବଲିଉଡ ଜଗତରୁ ଆସିଛି ଏକ ଦୁଃଖଦ ଖବର । ସୂଚନା ଅନୁସାରେ, ବଲିଉଡର ଜଣାଶୁଣା ଅଭିନେତା ମିଥିଲେଶ ଚତୁର୍ବେଦୀଙ୍କ ଦେହାନ୍ତ ହୋଇଛି । ସୂଚନାନୁସାରେ, ହାର୍ଟ ସହ ଜଡ଼ିତ ରୋଗ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି ।…

ପୁଣି ଏକାଠି ହେବେ କଙ୍ଗନା ଓ ମଧୁର ଭଣ୍ଡାରକର, ଖୁବ୍‌ଶୀଘ୍ର ଆଗାମୀ ଫିଲ୍ମରେ ଆସିବେ ନଜର

ମୁମ୍ବାଇ: ବଲିଉଡ୍‌ କୁଇନ୍‌ କଙ୍ଗନା ରଣାୱତଙ୍କ ନିକଟରେ ଗୋଟିଏ ପରେ ଗୋଟିଏ ସିନେମା ବକ୍ସ ଅଫିସ୍‌ରେ ଭଲ ପ୍ରଦର୍ଶନରୁ ବାଦ୍‌ ପଡିଥିଲା । କିନ୍ତୁ ନିଜ ପ୍ରଚେଷ୍ଟାରେ ସିନେମାର ଆଗଧାଡ଼ିର ନାୟିକା ଭାବେ ଗଢ଼ି ତୋଳିଛନ୍ତି ।…

(video)ବିଦେଶୀ ଗୀତରେ ଦେଶୀ ଡାନ୍ସର ତଡକା: ଡେଇଁ ଡେଇଁ ନାଚୁଛନ୍ତି ଡ୍ରମର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଭାରତରେ ଟିକଟକ୍ ବ୍ୟାନ ହେବା ପରେ ଏବେ ଇନଷ୍ଟାଗ୍ରାମ ପାଲଟିଛି ଲୋକଙ୍କ ଏଣ୍ଟରଟେନମେଣ୍ଟର ନୂଆ ଆଡ୍ଡା । ନୂଆ ନୂଆ ଭିଡିଓ ଆଉ ରିଲ୍ସ କରି ଭାଇରାଲ ହେଉଛନ୍ତି ୟୁଜର୍ସ । କେହି ଗୀତ ଗାଇ ତ କେହି ଶାୟରୀ କହି…