fbpx
Browsing Category

ମନୋରଞ୍ଜନ

୧୨ ହଜାର ୫୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଫିଲ୍ମ ସିଟି, ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ (ଭାସ୍କର ନ୍ୟୁଜ୍) : ଯମୁନା ଅଥୋରିଟି କ୍ଷେତ୍ରରେ ପ୍ରସ୍ତାବିତ ଫିଲ୍ମ ସିଟି ପାଇଁ ସିବିଆରଆଇ ତରଫରୁ ପ୍ରସ୍ତୁତ ହୋଇଥିବା ଡିିଆରରେ ଯୋଗୀ ସରକାର ମୋହର ମାରିଛନ୍ତି । ଏକ ହଜାର ଏକର ଜମିରେ ଫିଲ୍ମ ସିଟି…

ଡ୍ରଗ୍ସ ଲିଙ୍କ ମାମଲା: ସାଉଥ୍‌ ଅଭିନେତ୍ରୀ ରାକୁଲ ପ୍ରୀତଙ୍କ ସମେତ ୧୦ ଜଣଙ୍କୁ ଇଡିର ସମନ

ମୁମ୍ବାଇ (ଭାସ୍କର ନ୍ୟୁଜ) : ଡ୍ରଗ୍ସ ଲିଙ୍କ ମାମଲାରେ ଫସିଛନ୍ତି ସାଉଥ୍‌ ଅଭିନେତ୍ରୀ । ୪ ବର୍ଷ ପୂର୍ବର ଏକ ଡ୍ରଗ୍ସ ମାମଲାରେ ଅଭିନେତ୍ରୀ ରାକୁଲ ପ୍ରୀତ ସିଂହଙ୍କ ସମେତ, ବାହୁବଳୀ ଅଭିନେତା ତଥା ନିର୍ଦେଶକ ରାଣା…

ଶିଶୁ ପୁତ୍ରକୁ ଜନ୍ମ ଦେଲେ ନୁସରତ୍

ନୂଆଦିଲ୍ଲୀ: ଟିଏମସି ସାଂସଦ ତଥା ବେଙ୍ଗଲୀ ଅଭିନେତ୍ରୀ ନୁରସତ ଜହାନ୍ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି । ଗୁରୁବାର ଦିନ ନୁସରତ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିବା ନେଇ ସୂଚନା ଦେଇଛନ୍ତି ନୁସରତଙ୍କ ସାଥୀ କଳାକାର ୟଶ…

ଜେଲରେ ସ୍ୱାମୀ, ଶିଳ୍ପା କହୁଛନ୍ତି- ‘ସବୁ ମୁହୂର୍ତ୍ତକୁ ଉପଭୋଗ କରିବା ଦରକାର’

ନୂଆଦିଲ୍ଲୀ: ଗତ ଜୁଲାଇ ମାସରୁ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ପରିବାର ବଡ଼ ସମସ୍ୟା ଦେଇ ଗତି କରୁଛି । ଶିଳ୍ପାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ପର୍ଣ୍ଣୋଗ୍ରାଫ ମାମଲାରେ ଗିରଫ କରାଯାଇଛି । ତାଙ୍କ ଉପରେ…

ଖୁବ୍‌ଶୀଘ୍ର ଗୁଡ୍‌ନ୍ୟୁଜ୍ ଦେବେ ନୁସରତ, ହସ୍ପିଟାଲରେ ହେଲେ ଭର୍ତ୍ତି

କୋଲକାତା (ଭାସ୍କର ନ୍ୟୁଜ୍) : ହସ୍ପିଟାଲରେ ଭର୍ତ୍ତି ହେଲ ବଙ୍ଗୀୟ ଅଭିନେତ୍ରୀ ତଥା ତୃଣମୂଳ କଂଗ୍ରେସ ସାଂସଦ ନୁସରତ ଜାହାଁ । ତାଙ୍କୁ କୋଲକାତାର ଏକ ଘରୋଇ ହସ୍ପିଟାଲରେ ବୁଧବାର ଦିନ ଭର୍ତ୍ତି କରାଯାଇଛି ।…

ଡ୍ରଗ ଲିଙ୍କ୍ ମାମଲା: ରକୁଲ ପ୍ରୀତ ସିଂ, ରାଣା ଓ ରବି ତେଜାଙ୍କ ସମେତ ଆଗଧାଡିର ସେଲେବ୍ରିଟିଙ୍କୁ ED ଜାରି କଲା ସମନ୍

ନୂଆଦିଲ୍ଲୀ: ଡ୍ରଗ୍ ଲିଙ୍କ୍ ମାମଲାରେ ଗୋଟିଏ ପରେ ଗୋଟିଏ ବଲିଉଡ ସେଳିବ୍ରିଟି ଛନ୍ଦି ହୋଇ ଯାଉଛନ୍ତି । ଏବେ ପୁଣି ଥରେ ସମାନ ମାମଲାରେ ଶିକାର ହୋଇଛନ୍ତି ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଓ ଅଭିନେତା ରାଣା ଦଗ୍ଗୁବାତୀଙ୍କ…

CISF ଯବାନ ସୋମନାଥ ମହାନ୍ତିଙ୍କୁ ପୁରସ୍କୃତ କରାଯାଇଛି

ଭୁବନେଶ୍ଵର:ବଲିଉଡ୍ ଅଭିନେତା ସଲମାନ୍ ଖାନ୍‌ଙ୍କୁ ବିମାନ ବନ୍ଦରରେ ଅଟକାଇଥିବା ସିଆଇଏସ୍ଏଫ୍ ଯବାନଙ୍କୁ ଦଣ୍ଡିତ କରାଯାଇନି ବରଂ ସମ୍ମାନିତ କରାଯାଇଛି । ନିଜ ଦାୟିତ୍ୱକୁ ସଠିକ୍ ଭାବେ ତୁଲାଇଥିବାରୁ ସିଆଇଏସ୍‌ଏଫ୍ ଯବାନ…

ଟାଟା-ଅମ୍ବାନୀ ପାଖରେ ନାହିଁ ଏହି ଅଭିନେତାଙ୍କ ପରି ମହଙ୍ଗା କାର୍, ଜାଣନ୍ତୁ କିଏ ଏହି ହିରୋ

ମୁମ୍ବାଇ: ବଲିଉଡ୍ ଷ୍ଟାର୍ ମାନଙ୍କ ଠାରୁ ଆରମ୍ଭ କ୍ରିକେଟ୍ ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ଦାମୀ ଓ ଆରାମଦାୟକ କାର୍ ଚଢ଼ିବାକୁ ପସନ୍ଦ କରିଥାନ୍ତି । ଏହି ଷ୍ଟାର୍ ମାନେ ନିଜର ସଉକ୍ ପୂରା କରିବା ପାଇଁ ଦାମୀ ଦାମୀ…

ସୋନୁ ସୁଦଙ୍କୁ ତାଙ୍କ ଫ୍ୟାନ୍ ମାଗିଲେ ୧ କୋଟି ଟଙ୍କା, ଅଭିନେତା ଦେଲେ ମଜାଦାର୍ ଉତ୍ତର

ମୁମ୍ବାଇ: ବଲିଉଡ୍ ଅଭିନେତା ସୋନୁ ସୁଦ୍ ଯିଏକି କୋଭିଡ୍ ସମୟରେ ଲୋକମାନଙ୍କ ପାଖରେ ଭଗବାନ ହୋଇ ଠିଆ ହୋଇଥିଲେ । ଘରେ ପହଞ୍ଚାଇବା ଠାରୁ ଆରମ୍ଭ କରି ଆର୍ଥିକ ସହାୟତା ଯାଏଁ ସବୁ ପ୍ରକାରର ସାହାଯ୍ୟ କରିଥିଲେ ସୋନୁ । ତେଣୁ…

ସିମ୍ପାଞ୍ଜି ସହିତ ଅବୈଧ ସମ୍ପର୍କ; ମହିଳାଙ୍କ ଚିଡ଼ିଆଖାନା ପ୍ରବେଶ ଉପରେ ରୋକ

ନୂଆଦିଲ୍ଲୀ: ସିମ୍ପାଞ୍ଜି ସହିତ ଅବୈଧ ସମ୍ପର୍କ ରଖିବା ନେ ସ୍ବୀକାର କରିବା ପରେ ମହିଳାଙ୍କ ଉପରେ କଟକଣା ଜାରି କରାଯାଇଛି। ଏହି ମହିଳା ଜଣଙ୍କ ଚିଡ଼ିଆଖାନା ପ୍ରବେଶ ଉପରେ ଅଙ୍କୁଶ ଲଗାଇଛନ୍ତି କର୍ତ୍ତୃପକ୍ଷ। ନିଜକୁ…