Browsing Category
ମନୋରଞ୍ଜନ
ହଲିଉଡର ରେଖା: ରୂପ ଯୌବନକୁ ଛୁଇଁ ପାରିନି ବୟସର ଗାର
ନୂଆଦିଲ୍ଲୀ:ଗୁରୁବାର ୪୬ ବର୍ଷରେ ପାଦ ଦେଇଛନ୍ତି ହଲିଉଡ ଅଭିନେତ୍ରୀ ଚାର୍ଲିଜ ଥେରନ । ୪୬ ବର୍ଷରେ ପାଦ ଦେଇଥିଲେ ହେଁ ନିଜର ସୌନ୍ଦର୍ଯ୍ୟରେ କୋଟି କୋଟି ଫ୍ୟାନଙ୍କୁ କିମିଆ କରୁଛନ୍ତି ଚାର୍ଲିଜ । ସାଉଥ ଆଫ୍ରିକାରେ…
ସୋନୁ ସୁଦଙ୍କ କାର୍ଯ୍ୟାଳୟରେ ଆଇଟି ରେଡ
ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦଙ୍କ କାର୍ଯ୍ୟାଳୟରେ ଆଇଟି ବିଭାଗ ପକ୍ଷରୁ ରେଡ କରାଯାଇଛି । ଆୟକର ଠକେଇ ଅଭିଯୋଗରେ ବୁଧବାର ଆୟକର ବିଭାଗ ପକ୍ଷରୁ ଏକା ସାଙ୍ଗରେ ୬ଟି ସ୍ଥାନରେ ଚଢାଉ କରାଯାଇଥିଲା । ମୁମ୍ବାଇ ଏବଂ…
ହିନ୍ଦୁ ଦୁନିଆର ସବୁଠୁ ସଭ୍ୟ ଓ ସହନଶୀଳ ବହୁସଂଖ୍ୟକ, ଭାରତ କେବେ ଆଫଗାନିସ୍ତାନ ହୋଇ ପାରିବ ନାହିଁ : ଜାଭେଦ ଅଖତର
ମୁମ୍ବାଇ : ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ(ଆରଏସଏସ) ଓ ବିଶ୍ୱ ହିନ୍ଦୁ ପରିଷଦ(ଭିଏଚପି)ର ତୂଳନା ତାଲିବାନ ସହ କରି ବିବାଦ ଘେରରେ ଥିବା ଗୀତିକାର ଜାଭେଦ ଅଖତର ଶିବସେନାର ମୁଖପତ୍ର ସାମନାରେ ଏକ ଲେଖା ଲେଖି ସ୍ପଷ୍ଟୀକରଣ…
ଗିରଫ ହେବେ କଙ୍ଗନା!: ଏମିତି ନିର୍ଦ୍ଦେଶ ଦେଲେ କୋର୍ଟ
ମୁମ୍ବାଇ: ଗିରଫ ହୋଇପାରନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ । ମଙ୍ଗଳବାର ମୁମ୍ବାଇର ଏକ କୋର୍ଟ କଙ୍ଗନାଙ୍କ ପାଇଁ ଏମିତି ନିର୍ଦ୍ଦେଶନାମା ଜାରି କରିଛନ୍ତି । ଜାଭେଦ ଅଖତର ମାନହାନି ମୋକଦ୍ଦମା ମାମଲାର ଶୁଣାଣି କରି…
୧୦୦୦ କୋଟି ଟଙ୍କାରେ ନିର୍ମାଣ ହେବ ଫିଲ୍ମ, ଏକାଠି ହେଲେ ରିଲାଏନ୍ସ ଏଣ୍ଟରଟେନମେଣ୍ଟ ଓ ଟି-ସିରିଜ୍
ମୁମ୍ବାଇ: ଦେଶର ନାମୀଦାମୀ ରିଲାଏନ୍ସ ଏଣ୍ଟରଟେନମେଣ୍ଟ କମ୍ପାନୀ ଓ ହିନ୍ଦୀ ସିନେମାର ଦିଗ୍ଗଜ କମ୍ପାନୀ ଟି-ସିରିଜ୍ ଖୁବ୍ ଶୀଘ୍ର ମିଳିତ ସହାୟତାରେ କାମ କରିବାକୁ ଯାଉଛନ୍ତି । ରିଲାଏନ୍ସ ଏଣ୍ଟରଟେନମେଣ୍ଟ ଓ ଟି-ସିରିଜ୍…
ଲେଟ୍ ପାଇଁ ମୋ ଉପରେ ସେଦିନ ରାଗିଥିଲେ ସୁଶାନ୍ତ, ଅଙ୍କିତା ଲୋଖଣ୍ଡେ ମନେପକାଇଲେ ସୁଶାନ୍ତଙ୍କ ସହ ତାଙ୍କ ପ୍ରଥମ ଦେଖା
ମୁମ୍ବାଇ: ଲୋକପ୍ରିୟ ଟିଭି ଶୋ ପବିତ୍ର ରିସ୍ତା ପୁଣିଥରେ ଆରମ୍ଭ ହୋଇଯାଇଛି । ପବିତ୍ର ରିସ୍ତାରେ ପ୍ରଥମ ଶୋରେ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ ଏବଂ ଅଙ୍କିତା ଲୋଖଣ୍ଡେ ନଜର ଆସିଥିଲେ । ଆଉ ଦର୍ଶକ ମଧ୍ୟ…
ସ୍କ୍ରିନକୁ ଫେରିବେ ନବେ ଦଶକର ଏହି ଚକଲେଟ୍ ହିରୋ, ଏହି ଫିଲ୍ମରେ ଆସିବେ ନଜର
ମୁମ୍ବାଇ: ବଲିଉଡ୍ ଅଭିନେତା ଫରଦୀନ ଖାନ୍ ଶେଷଥର ପାଇଁ ୨୦୧୦ ମସିହାରେ ତିଆରି ହୋଇଥିବା ଫିଲ୍ମ "ଦୁଲ୍ହା ମିଲ୍ ଗୟା" ରେ ନଜର ଆସିଥିଲେ । ସେହି ଫିଲ୍ମ ପରେ ସେ ଇଣ୍ଡଷ୍ଟ୍ରୀରୁ ନିଜକୁ ଦୂରେଇ ରଖିଥିଲେ । ହେଲେ ଏବେ…
ପ୍ରସିଦ୍ଧ ଟିଭି ଅଭିନେତାଙ୍କ ରହସ୍ୟମୟ ଭାବେ ମୃତ୍ୟୁ, ଝୁଲନ୍ତା ଅବସ୍ଥାରେ ମିଳିଲା ଶବ
ନୂଆଦିଲ୍ଲୀ: ପ୍ରସିଦ୍ଧ ମାଲାୟାଲମ୍ ଟିଭି ଅଭିନେତା ରମେଶ ଭାଲିଆସାଲାଙ୍କର ଅତି ରହସ୍ୟମୟ ଭାବେ ମୃତ୍ୟୁ ହୋଇଛି । ଚଳଚ୍ଚିତ୍ର ଜଗତରୁ ଏନେଇ ସୂଚନା ଦିଆଯାଇଛି । ନିଜ ବାସଭବନରେ ଝୁଲାନ୍ତା ଅବସ୍ଥା ତାଙ୍କର ମୃତଦେହ…
ମାଗଣାରେ ଦେଖନ୍ତୁ ଏହି ୧୩ଟି ଭୂତ ଫିଲ୍ମ, ଯାହା ବଦଳରେ କମ୍ପାନୀ ଦେବ ୧ ଲକ୍ଷ ଟଙ୍କାର ପୁରସ୍କାର
ସାଧାରଣତଃ ଲୋକମାନେ ଖାଲି ସମୟରେ ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି ଓ ଏଥିପାଇଁ ସେମାନେ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାରକୁ ମଧ୍ୟ ପଛାନ୍ତି ନାହିଁ । କିନ୍ତୁ ଆପଣ ଜାଣନ୍ତି କି, ଆପଣ ଭୂତ ଫିଲ୍ମ ଦେଖି ମଧ୍ୟ ଟଙ୍କା…
ଅଭିନେତା ସାଇ ଧରମ ତେଜ ସଡ଼କ ଦୁର୍ଘଟଣାରେ ଗୁରୁତର, ଏବେ ସୁଧୁରୁଛି ସ୍ଥିତି
ହାଇଦ୍ରାବାଦ: ଶୁକ୍ରବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣାରେ ତେଲୁଗୁ ଚଳଚ୍ଚିତ୍ରର ଅଭିନେତା ସାଇ ଧରମ ତେଜ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ଖବର ମୁତାବକ, ସେ ଏକ ସ୍ପୋର୍ଟସ ବାଇକ୍ ଚଳାଉଥିବା ବେଳେ କାଦୁଅରେ…