fbpx
BSKY SKY
BSKY SKY
Browsing Category

ମନୋରଞ୍ଜନ

Heeramandi ଦେଖି ନିରାଶ ହେଲେ ପ୍ରଶଂସକ, କମଜୋର କାହାଣୀ ପାଇଁ ଏପରି ଆସିଲା ଅଡିଏନ୍ସଙ୍କ ରିଆକ୍ସନ

ନୂଆଦିଲ୍ଲୀ: ସଞ୍ଜୟ ଲୀଲା ଭଂସାଲୀଙ୍କ ପ୍ରତ୍ୟେକ ପ୍ରୋଜେକ୍ଟକୁ ଲୋକମାନେ ବହୁ ଉତ୍ସାହର ସହ ଅପେକ୍ଷା ଥାଆନ୍ତି । ସଞ୍ଜୟ ନିଜ ଫିଲ୍ମମାନଙ୍କରେ ଚମତ୍କାର ଷ୍ଟା କାଷ୍ଟ, ଭବ୍ୟ ସେଟ୍ ଏବଂ ଦମଦାର କାହାଣୀ ପାଇଁ ଜଣାଶୁଣା ।…

(Video) ଫିକା ପଡ଼ିବ ପୂଜା Melody Stage: ନାମୀ-ଦାମୀ ସିଙ୍ଗରଙ୍କୁ ସାମିଲ ନ କରିବା ପାଇଁ ସଂଘର ନିଷ୍ପତ୍ତି

ଓଡ଼ିଶା ଭାସ୍କର: ଏଣିକି ଦୁର୍ଗାପୂଜା ହେଉ କି କାଳୀ ପୂଜା, ଫିକା ପଡ଼ିବ ମେଲୋଡି ନାଇଟ୍ । ଷ୍ଟାର ସିଙ୍ଗରଙ୍କୁ ବିନା ହେବ ମେଲୋଡି ପ୍ରୋଗ୍ରାମ । ମେଲୋଡିର ଯାକ-ଜମକ ଦୁନିଆରୁ ବାଦ୍ ପଡ଼ିବେ ଓଡ଼ିଶାର ପ୍ଲେ-ବ୍ୟାକ ସିଙ୍ଗର ।…

ରୂପେଲି ପରଦାରୁ ରାଜନୀତିର ରେସ୍, ମଇଦାନରେ ବିରୋଧୀଙ୍କୁ ପ୍ରଥମ ଥର ପାଇଁ ଦେବେ ଟକ୍କର, ରେସରେ ସାମିଲ ଅଛନ୍ତି ଏହି ଲୋକପ୍ରିୟ ଅଭିନେତ୍ରୀ

ଓଡ଼ିଶା ଭାସ୍କର: ରୂପେଲି ପରଦାରୁ ରାଜନୀତିର ରେସ୍ । ମଇଦାନରେ ପୁରୁଖା ନେତାଙ୍କ ସହ ଟକ୍କର । ରାଜନୀତିର ଗଭୀର ସମୁଦ୍ରକୁ ମାପିବା ପାଇଁ ରାଜନୀତିରେ ପୁଖତା ହେବାକୁ ପଡ଼ିଥାଏ । ଆଉ ଏସବୁ ଏତେ ସହଜ ନଥାଏ । ରାଜନୀତିରେ…

(Video) ନ୍ୟୁୟର୍କରେ ଓଡ଼ିଆ ଫିଲ୍ମ ଦେଖିବେ ଦର୍ଶନ: ‘ଦମନ’-‘ପ୍ରତୀକ୍ଷା’ ପାଇଁ ନୂଆ ପରିଚୟ ପାଇଲା ଓଲିଉଡ ସିନେମା

ଓଡ଼ିଶା ଭାସ୍କର: ଅନେକ ବାଧାବିଘ୍ନ ଏବଂ ସମସ୍ୟା ଘେରରେ ଫସି ରହିଥିଲା ଓଡ଼ିଆ ସିନେ ଜଗତ । ଏହି ସମୟରେ ଚକଲେଟ ହିରୋ ବାବୁସାନ୍ ଓଲିଉଡକୁ ଦେଇଛନ୍ତି ନୂଆ ପରିଚୟ । ‘ଦମନ’ ସିନେମାରେ ଓଡ଼ିଶା ନୁହେଁ ସାରା ଭାରତରେ ସଫଳତାର…

(Video) କେବେ ଅନୁଭବଙ୍କୁ ମିଳିବ ପ୍ରାର୍ଥୀ ଟିକେଟ? ଷ୍ଟାର ପ୍ରଚାରକ ହୋଇ ରହିଯିବେ କି କେନ୍ଦ୍ରାପଡ଼ା ସାଂସଦ?

ଓଡ଼ିଶା ଭାସ୍କର: ଓଡ଼ିଶା ରାଜନୀତିରେ ବିଜୟ ପାଇଁ ବୁଝି ବିଚାରି ଗୋଟି ଚଳାଉଛନ୍ତି ରାଜନୈତିକ ଦଳ । କେଉଁ ଆସନରୁ କାହାକୁ ପ୍ରାର୍ଥୀ କରିବେ, ଏ ନେଇ ବହୁ ଅଙ୍କକଷା ପରେ ଦିଆଯାଉଛି ଟିକେଟ । ଏହାଭିତରେ ଅନେକ ହେଭିୱେଟ ନେତା…

ଅଭିନେତା ସାହିଲ ଖାନଙ୍କୁ ଗିରଫ କଲା ପୋଲିସ: ବେଟିଂ ଆପ୍ ମାମଲାରେ ଆରେଷ୍ଟ

ମୁମ୍ବାଇ: ବଲିଉଡ ଅଭିନେତା ସାହିଲ କାନଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ । ମହାଦେବ ବେଟିଂ ଆପ୍ ସ୍କାମ ମାମଲାରେ ଫସିଥିବା ବେଳେ ବର୍ତ୍ତମାନ ଗିରଫ ହୋଇଛନ୍ତି ସାହିଲ । ଛତିଶଗଡ଼ରୁ ମୁମ୍ବାଇ ସାଇବର ସେଲ ଏସଆଇଟି ଦ୍ୱାରା…

ବଡ଼ ଖବର; ନ୍ୟୁୟର୍କ ଇଣ୍ଡିଆନ୍ ଫିଲ୍ମ ଫେଷ୍ଟିଭାଲ ୨୦୨୪ରେ ସ୍ଥାନ ପାଇଲା ଓଡ଼ିଆ ଫିଲ୍ମ ‘ଦମନ’

ଭୁବନେଶ୍ୱର: ଓଲିଉଡ୍ ଜଗତକୁ ଗୋଟେ ନୂଆ ଦୀଶା ଦେଖାଇଛି ଓଡିଆ ଫିଲ୍ମ ଦମନ । ରିଲିଜ ହେବା ପରଠାରୁ ଏହା ସାରା ଦେଶରେ ନିଜର ସ୍ୱତନ୍ତ୍ର ପରିଚୟ ପାଇଛି । ଅନେକ ଦର୍ଶକ ଏହି ଫିଲ୍ମର କାହାଣୀକୁ ଭଲ ପାଉଥିବା ବେଳେ ଏହା…

ଶ୍ରୁତି- ଶାନ୍ତନୁଙ୍କ ସମ୍ପର୍କରେ ପୁର୍ଣ୍ଣଚ୍ଛେଦ ! ସୋସିଆଲ ମିଡିଆରେ ପରସ୍ପରକୁ କଲେ ଅନଫଲୋ, ଜାଣନ୍ତୁ ପୁରା ମାମଲା

ମୁମ୍ବାଇ: ସାଉଥ୍ ଏବଂ ବଲିଉଡ଼ ଇଣ୍ଡଷ୍ଟ୍ରରିର ଜଣାଶୁଣା ଅଭିନେତ୍ରୀ ଶ୍ରୁତି ହାସନ । ନିଜ ଦମଦାର ଅଭିନୟ ମାଧ୍ୟମରେ ସେ ଦର୍ଶକଙ୍କ ମନ ଜିଣିପାରିଛନ୍ତି । ଜଣେ ଶାନଦାର ଅଭିନେତ୍ରୀ ହେବା ସହ ସେ ଜଣେ ଉତ୍ତମ ସିଙ୍ଗର ମଧ୍ୟ…

ଲାରାଙ୍କ ଅଣ୍ଟାକୁ ଚିମୁଡି ଦେଲେ କେହି ଅଜଣା ବ୍ୟକ୍ତି, ରାଗିଯାଇ ଅଭିନେତ୍ରୀ କରିଥିଲେ ଏପରି..

ଓଡ଼ିଶା ଭାସ୍କର: ଲାରା ଦତ୍ତ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣେ ପରିଚିତ ଚେହେରା । ସେ ଏକ ସାକ୍ଷାତକାରରେ ନିଜ ବିଷୟରେ କିଛି ରୋଚକ କଥା ଶୁଣାଇଛନ୍ତି । ସେ କହିଛନ୍ତି ଏକଦା ଭିଡ ଭିତରେ ଜଣେ ବ୍ୟକ୍ତି ତାଙ୍କୁ ଭୁଲ୍…

ସଲମାନ ଖାନ୍‌ଙ୍କ ଘରକୁ ଫାୟାରିଂ ମାମଲା: ବନ୍ଧୁକ ଯୋଗାଇଥିବା ଅଭିଯୁକ୍ତଙ୍କୁ ୫ଦିନିଆ ରିମାଣ୍ଡରେ ନେଲା ପୋଲିସ

ମୁମ୍ୱାଇ: ସଲମାନ ଖାନ୍‌ଙ୍କ ଘରେ ଗୁଳି ଚାଳନା ମାମଲାରେ ପୂର୍ବଦିନ ଖବର ଆସିଥିଲା ଯେ ଗୁଳିଚାଳକଙ୍କ ପାଖରେ ୪୦ଟି ଗୁଳି ଥିଲା ଏବଂ ଯେଉଁମାନେ ସେମାନଙ୍କୁ ବନ୍ଧୁକ ଯୋଗାଉଥିଲେ ସେମାନଙ୍କୁ ଗିରଫ କରାଯାଇଥିଲା। ସେପଟେ ଏହି…