Browsing Category
Featured
ବଡ଼ ଖବର; ୬ ଟଙ୍କା ଶସ୍ତା ହେଲା ପେଟ୍ରୋଲ ଦର: ନିର୍ବାଚନ ପୂର୍ବରୁ ଗାଡି ଚାଳକଙ୍କୁ ମିଳିଲା ଆଶ୍ୱସ୍ତି, Video
ଓଡ଼ିଶା ଭାସ୍କର: ଆଜି ଦେଶର ବିଭିନ୍ନ ଆସନ ପାଇଁ ଚାଲିଛି ଭାଗ୍ୟ ପରୀକ୍ଷା । ରାଜଧାନୀ ଦିଲ୍ଲୀ ସମେତ ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ମଧ୍ୟ ମତଦାନ ଜାରି ରହିଛି । ତେବେ ନିର୍ବାଚନର ଏହି ଗୁରୁତ୍ୱପୂର୍ଣ୍ଣ ଷଷ୍ଠ ପର୍ଯ୍ୟାୟ…
(Video)ଫିଲ୍ମ ‘ଧୁମ୍’ ଷ୍ଟାଇଲରେ ଚଳନ୍ତା ଟ୍ରକରୁ କଲେ ଚୋରୀ, ଭିଡିଓ ଭାଇରାଲ୍
ଓଡ଼ିଶା ଭାସ୍କର:ଆପଣ ଏ ପର୍ଯ୍ୟନ୍ତ ବହୁ ଚୋରୀ ଭିଡିଓ ଦେଖିଥିବେ । କିନ୍ତୁ ଏଠି ଆପଣଙ୍କୁ ଏପରି ଏକ ଭିଡିଓ ଦେଖାଇବାକୁ ଯାଉଛୁ ଯାହା ଦେଖିବା ପରେ ଆପଣ ଏହାକୁ ସତ ନୁହେଁ ବରଂ ଏକ ଫିଲ୍ମର ଦୃଶ୍ୟ ବୋଲି ଭାବିବେ । ପ୍ରାୟତଃ…
ସଂଧ୍ୟା ୪ ରୁ ୬ ମଧ୍ୟରେ ଜଳଖିଆ ଖାଉଛନ୍ତି କି? ତେବେ ବନ୍ଦ କରନ୍ତୁ, ଜାଣନ୍ତୁ କ’ଣ କହୁଛନ୍ତି ହେଲଥ ଏକ୍ସପର୍ଟ
ନୂଆଦିଲ୍ଲୀ: ଅପରାହ୍ନ ୪ଟାରୁ ସଂଧ୍ୟା ୬ଟା ମଧ୍ୟରେ ସମୟ ସ୍ୱାସ୍ଥ୍ୟ ପାଇଁ ଶତ୍ରୁ ଅଟେ । ଲୋକେ ସକାଳ ଖାଦ୍ୟ ଖାଇ କାମକୁ ବାହାରିଯାଆନ୍ତି । ଦିନର ପ୍ରଥମ ୭ରୁ ୮ ଘଣ୍ଟା ପ୍ରଡକ୍ଟିଭ ହୋଇଥାଏ । ଅଫିସରେ ହେଉ କି ଘରେ…
Post Office ଆଣିଲା ଜବରଦସ୍ତ ସ୍କିମ୍… ମାତ୍ର ୨ ବର୍ଷରେ ମିଳିବ ୨.୩୨ ଲକ୍ଷ ଟଙ୍କା: ଜାଣନ୍ତୁ ଡିଟେଲ୍ସ
ନୂଆଦିଲ୍ଲୀ: ଦେଶର ସମସ୍ତ ବର୍ଗକୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ବିଭିନ୍ନ ପ୍ରକାରର ସ୍କିମ ଜାରି ରଖିଛନ୍ତି କେନ୍ଦ୍ର ସରକାର । ମହିଳା ଏବଂ ବୟସ୍କ ବର୍ଗର ଲୋକମାନଙ୍କ ପାଇଁ ମଧ୍ୟ ବିଭିନ୍ନ ଯୋଜନା ପ୍ରଣୟନ…
(Video)ପୁଣି ଫ୍ୟାନ୍ସଙ୍କ ହୃଦୟ ଜିତିଲେ ଧୋନୀ, ନିଜ ଲଗେଜ୍ ନିଜେ ଉଠାଇ ଇକୋନମୀ କ୍ଲାସରେ କଲେ ଯାତ୍ରା
ନୂଆଦିଲ୍ଲୀ: ଚେନ୍ନାଇ ସୁପରକିଙ୍ଗସର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନୀ ପୁଣି ଥରେ ଫ୍ୟାନ୍ସଙ୍କ ହୃଦୟ ଜିତିଛନ୍ତି । ଇକୋନୋମୀ କ୍ଲାସରେ ଧୋନୀଙ୍କୁ ଯାତ୍ରା କରୁଥିବାର ଦେଖି ଲୋକମାନେ ପୁଣି ତାଙ୍କୁ ପ୍ରଶଂସା ଓ…
ଗାଡ଼ି ସହ ନଈକୁ ପେଲିଦେଲା Google Map: ଭରସା କରି ଠକାମୀରେ ପଡ଼ିଲେ ୟୁଜର
ଓଡ଼ିଶା ଭାସ୍କର: କିଛି ଅଜଣା ରାସ୍ତା ବା ଅଜଣା ଜାଗାକୁ ଗଲେ ଅନେକ ଲୋକଙ୍କ ଭରସା ଥାଏ ଗୁଗଲ ମ୍ୟାପ୍ । ଲକ୍ଷ୍ୟସ୍ଥଳରେ ପହଞ୍ଚାଇବା ପାଇଁ ସବୁଠାରୁ ସହଜ ଏବଂ ଅଳ୍ପ ବାଟ ଦେଖାଇଥାଏ ସ୍ମାର୍ଟ ଫୋନର ଏହି ଫିଚର । କିନ୍ତୁ…
ଭୋଟିଙ୍ଗ ସମୟରେ ବୈଦେଶିକ ମନ୍ତ୍ରୀଙ୍କ ଦ୍ୱାରା ହୋଇଗଲା ବଡ଼ ଭୁଲ, ୨୦ ମିନିଟ ପରେ ଅନୁତାପ କଲେ ଜୟଶଙ୍କର!
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ଦିଲ୍ଲୀର ସାତୋଟି ସିଟରେ ଭୋଟିଂ ଜାରି ରହିଛି । ଦିଲ୍ଲୀରେ ବଡ଼ ବଡ ଭିଭିଆଇପି ଲୋକେ ମତଦାନ କରିଛନ୍ତି । ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, କଂଗ୍ରେସ ନେତା ରାହୁଲ…
ବାର୍ଡ ଫ୍ଲୁରେ ସଂକ୍ରମିତ ଗାଈର କଞ୍ଚା କ୍ଷୀର ପିଇବା ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ: ରିପୋର୍ଟରେ ଖୁଲାସା
ନୂଆଦିଲ୍ଲୀ: ବାର୍ଡ ଫ୍ଲୁ ସମ୍ବନ୍ଧରେ ଏବେ ଏକ ସର୍ଭେ ରିପୋର୍ଟରେ ଏକ ନୂଆ ଖୁଲାସା ହୋଇଛି । ବାର୍ଡ ଫ୍ଲୁରେ ସଂକ୍ରମିତ ଗାଈର କଞ୍ଚା କ୍ଷୀର ଆପଣଙ୍କ ସ୍ୱାସ୍ଥ୍ୟକୁ ନଷ୍ଟ କରିପାରେ ବୋଲି କୁହାଯାଉଛି ।
ସର୍ଭେ…
EVMରେ ବିଜେପି ଟ୍ୟାଗ୍ ରହିଛି ବୋଲି ଟିଏମସିର ଦାବି ଉପରେ ପ୍ରତିକ୍ରିୟା ରଖିଲେ ନିର୍ବାଚନ କମିଶନ
କୋଲକାତା: ଇଭିଏମ୍ ରେ 'ବିଜେପି ଟ୍ୟାଗ୍' ଲାଗିଥିବା ତୃଣମୂଳ କଂଗ୍ରେସର ଅଭିଯୋଗ । ଅଭିଯୋଗ ଆଣିବା ପରେ ଜବାବ ଦେଇଛନ୍ତି ନିର୍ବାଚନ କମିଶନ । ଷଷ୍ଠ ପର୍ଯ୍ୟାୟ ମତଦାନ ଆରମ୍ଭ ହେବାର କିଛି ସମୟ ପରେ ତୃଣମୂଳ କଂଗ୍ରେସ…
ଭୋଟ୍ ଦିନ ଚାଲିଗଲା ବିଧାୟକଙ୍କ ଜୀବନ; ଏହି କାରଣ ଯୋଗୁଁ ହେଲା ମୃତ୍ୟୁ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଷଷ୍ଠ ପର୍ଯ୍ୟାୟରେ ମତଦାନ ସମୟରେ ହରିୟାଣାରେ ଜଣେ ସ୍ୱାଧୀନ ବିଧାୟକଙ୍କ ମୃତ୍ୟୁ ହୋଇଛି । ମୃତ ବିଧାୟକଙ୍କ ନାମ ରାକେଶ ଦୌଲତାବାଦ, ଯିଏ ଗୁରୁଗ୍ରାମ ଜିଲ୍ଲାର ବାଦଶାହପୁର…