Browsing Category

Featured

ମତଦାନ ବେଳେ ଧାରଣାରେ ବସିଲେ ମେହବୁବା ମୁଫ୍ତି; ପୋଲିଂ ଏଜେଣ୍ଟଙ୍କୁ ଅଟକ ରଖାଯାଇଥିବା ଅଭିଯୋଗ

ନୂଆଦିଲ୍ଲୀ: ମତଦାନ ବେଳେ ଧାରଣାରେ ବସିଲେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ଅଧ୍ୟକ୍ଷା ମେହବୁବା ମୁଫତି । ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ମତଦାନ ଦିନ ବିକ୍ଷୋଭରେ ବସିଛନ୍ତି ମେହବୁବା । ସେ…

ପୁଣେ ପୋର୍ସ କାର୍ ଦୁର୍ଘଟଣା ମାମଲା: ନାବାଳକର ଜେଜେବାପାଙ୍କୁ ଗିରଫ କଲା ପୋଲିସ

ପୁଣେ: ମହାରାଷ୍ଟ୍ରର ପୁଣେରେ ପୋର୍ସ କାର୍ ଦୁର୍ଘଟଣା ମାମଲାରେ ନାବାଳକ ଅଭିଯୁକ୍ତର ଜେଜେବାପାଙ୍କୁ ଗିରଫ କରିଛି ପୋଲିସ। କ୍ରାଇମବ୍ରାଞ୍ଚର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ନାବାଳକର ଜେଜେବାପା ପରିବାର…

ଆସନ୍ତାକାଲି ଦେଶର ୨୨୨ ଟି ସହରରେ ହେବ JEE ଆଡଭାନ୍ସଡ୍ ପରୀକ୍ଷା, ଛାତ୍ରଛାତ୍ରୀମାନେ ଏହି ଜିନିଷଗୁଡ଼ିକର ଉପରେ ଦିଅନ୍ତୁ ଧ୍ୟାନ

ନୂଆଦିଲ୍ଲୀ: ଦେଶର ସବୁଠାରୁ କଷ୍ଟଦାୟକ ତଥା ସମ୍ମାନଜନକ ପ୍ରବେଶିକା ପରୀକ୍ଷା ମଧ୍ୟରୁ ଜେଇଇ ଆଡଭାନ୍ସ ମେ ୨୬ ରେ ଅନୁଷ୍ଠିତ ହେବ । ଦେଶର ୨୨୨ ଟି ସହର ଏବଂ ବିଦେଶର ୩ ଟି ସହରରେ ଜେଇଇ ଆଡଭାନ୍ସ ପରୀକ୍ଷା କରାଯିବ ।…

ମିତାଲି ରାଜଙ୍କୁ ବିବାହ କରିବେ କି ଶିଖର ଧାୱନ? ନିଜେ ଏ ବିଷୟରେ କଲେ ଖୁଲାସା

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆରୁ ବାଦ୍ ପଡିଥିବା ଓପନର୍ ଶିଖର ଧାୱନ ଏବେ ନିଜ ଶୋ’କୁ ନେଇ ଚର୍ଚ୍ଚାରେ । ଆନ୍ତର୍ଜାତିକ କ୍ରିକେଟକୁ ଧାୱନଙ୍କ ଫେରିବା ଏବେ ସହଜ ନୁହେଁ । ଆଘାତ କାରଣରୁ ସେ ଆଇପିଏଲ୍‌ର ଏହି ସିଜନ ମଝିରେ ହିଁ…

ବୁଥ୍‌କୁ ଭୋଟ୍‌ ଦେବାକୁ ଆସିଥିବା ବୃଦ୍ଧାଙ୍କ ମୃତ୍ୟୁ

ନୟାଗଡ଼: (ଓଡ଼ିଶା ଭାସ୍କର) ବୁଥ୍‌କୁ ଭୋଟ୍‌ ଦେବାକୁ ଆସିଥିବା ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ଭାପୁର ବ୍ଲକ ବାଘୁଆପଲ୍ଲୀ ବଳଦିଆନୂଆଗାଁ ବୁଥ୍‌କୁ ଭୋଟ ଦେବାକୁ ଆସିଥିଲେ ବୃଦ୍ଧା । ଭୋଟ୍‌ ଦେବା ବେଳେ ବୃଦ୍ଧା ଜଣଙ୍କ…

ମେ’ ୩୧ରେ ବୃଷ ରାଶିରେ ପ୍ରବେଶ କରିବେ ବୁଧ; ଏହି ୫ଟି ରାଶି ପାଇଁ ଆସିବ ଭୟଙ୍କର ପରିସ୍ଥିତି

ଓଡ଼ିଶା ଭାସ୍କର: ମେ ମାସରେ ବୁଧଙ୍କର ଦ୍ବିତୀୟ ପରିକ୍ରମା ହେବାକୁ ଯାଉଛି। ୨୦୨୪ ମେ' ୩୧ ତାରିଖ ଶୁକ୍ରବାର ଦିନ ବୁଧ ଗୋଚର ହେବ। ଶୁକ୍ରବାର ଦିନ ୧୨.୨୦ ମିନିଟରେ ବୁଧ ବୃଷ ରାଶିରେ ପ୍ରବେଶ କରିବେ। ବୁଦ୍ଧ ଗ୍ରହକୁ…

ମତଦାତା ଏବଂ ବୁଥ ସ୍ତରୀୟ ଅଧୀକାରୀଙ୍କୁ ପୋଲଂ ବୁଥକୁ ମୋବାଇଲ ମନା; ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ଆଜି ସକାଳୁ ସବୁ ପୋଲିଂ ବୁଥରେ ଭୋଟର ମାନଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଛି । ଓଡିଶାରେ ତୃତୀୟ ପର୍ଯ୍ୟୟ ମତଦାନର ମହାପର୍ବ ଚାଲିଛି । ମତଦାତାଙ୍କ ଭିତରେ ଭୋଟ ଦେବାକୁ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଛି ।…

ଭୋଟ୍ ଦେଉଛି ଓଡ଼ିଶା : ଜାଣନ୍ତୁ ସକାଳ ୯ଟା ସୁଦ୍ଧା କେତେ ପ୍ରତିଶତ ହୋଇଛି ମତଦାନ ?

ଭୁବନେଶ୍ୱର : ଆଜି ସାରା ଦେଶରେ ଆରମ୍ଭ ହୋଇଛି ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ । ଏହାସହ ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ଜାରି ରହିଛି ଭୋଟିଂ । ଏହାରି ଭିତରେ ଭୋଟ୍ ଦେଇଛନ୍ତି ମୁଖ୍ୟମନ୍ତ୍ରୀ…

(Video) ବଦଳିପାରେ ବାତ୍ୟା ‘ରେମାଲ’ର ଲ୍ୟାଣ୍ଡଫଲ ଗତିପଥ; ସୁନ୍ଦରବନରୁ ଆରମ୍ଭ କରି ଓଡ଼ିଶାର ସମୁଦ୍ରତଟରେ ହୋଇପାରେ ଲ୍ୟାଣ୍ଡଫଲ!

ଭୁବନେଶ୍ୱର: ତାରିଖ ଗଡିବା ସହ ବାତ୍ୟାର ପ୍ରଭାବ କେମିତି ରହିବ ସେ ନେଇ ବିଭିନ୍ନ ପ୍ରକାର ଖବର ସାମ୍ନାକୁ ଆସୁଛି । ଓଡିଶାରେ ବି ବାତ୍ୟାର ପ୍ରଭାବ ପଡିବ ବୋଲି କୁହାଯାଇଛି । ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଓଡିଶାରେ ହେବ…

ଶୋଇଥିବା ବେଳେ ହଠାତ ହେଲା ଭୂସ୍ଖଳନ: କିଛି ଭାବିବା ଆଗରୁ, ଚାଲିଗଲା ଶହଶହ ନିରୀହ ଲୋକଙ୍କ ଜୀବନ

ନୂଆଦିଲ୍ଲୀ: ପପୁଆ ନ୍ୟୁ ଗିନିର କାଓକାମ ଗ୍ରାମ ଓ ଆଖପାଖ ଗାଁ ଗୁଡିକରେ ଆଜି ସକାଳୁ ଘଟିଛି ବଡ ଧରଣର ଅଘଟଣ । ଏହା ନ୍ୟୁ ଗିନିର ରାଜଧାନୀ ଠାରୁ ୫ରୁ ୬ କିଲେମିଟର ଦୂର ହେବ । ଘଟଣାଟି ଭୋର ୩ଟା ପରେ ହୋଇଥିଲା । ସେଠାକାର…