Browsing Category
Featured
୫,୦୦୦ରୁ ୬,୩୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି Paytm; ରିପୋର୍ଟ
ମୁମ୍ୱାଇ: ଫାଇନାନ୍ସିଆଲ ଏକ୍ସପ୍ରେସରର ରିପୋର୍ଟ ଅନୁଯାୟୀ କର୍ମଚାରୀ ଖର୍ଚ୍ଚକୁ ହ୍ରାସ କରିବାକୁ ଚାହୁଁଛି ପେଟିଏମ୍। କମ୍ପାନି ଏହାର ୧୫ରୁ ୨୦ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିପାରେ ବୋଲି ରିପୋର୍ଟରେ କୁହାଯାଇଛି।…
(Video) ବିରଳ ଦୃଶ୍ୟ; ମଣିଷ ପରି ମନ୍ଦିରରେ ଘଣ୍ଟି ବଜାଇଲା ଭାଲୁ, ଶିବଙ୍କୁ ଆଣ୍ଠୁ ମାଡି ପ୍ରଣାମ କଲା !
କୋରାପୁଟ (ଓଡ଼ିଶା ଭାସ୍କର): ମଣିଷଙ୍କ ଭଳି ନିଜ ହାତରେ ମନ୍ଦିର ଘଣ୍ଟି ବଜାଉଛି ଭାଲୁ । ସାମ୍ନାକୁ ଆସିଲା ଏମିତି କିଛି ଦୃଶ୍ୟ । ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଆଜ୍ଞା ହଁ ଆଶ୍ଚର୍ଯ୍ୟ କଲା ଭଳି ଘଟଣା…
BIG BREAKING…୨୬ରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ; ସୂଚନା ଦେଲେ ବୋର୍ଡ ସଭାପତି
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ରବିବାର ପ୍ରକାଶ ପାଇପାରେ ମାଟ୍ରିକ ରେଜଲ୍ଟ । ସକାଳ ୧୦: ୩୦ରେ ୱେବସାଇଡ୍ ରେ ହେବ ଉପଲବ୍ଧ । ଏନେଇ ସୂଚନା ଦେଲେ ବୋର୍ଡ ସଭାପତି । ୧୧ଟା ୩୦ ସୁଦ୍ଧା ୱେବସାଇଟ୍ରେ ରେଜଲ୍ଟ ମିଳିବ ।…
୩ ବଡ଼ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲେ ବିଜେଡି ସଭାପତି: ଜ୍ୟୋତିପ୍ରକାଶ, ଅଶ୍ୱିନୀ ଓ କିଶୋରଙ୍କ ମିଳିଲା ନୂଆ ନିଯୁକ୍ତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶରେ ଲୋକସଭା ନିର୍ବାଚନର ୫ର୍ଥ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଆଉ ୨ଟି ପର୍ଯ୍ୟାୟ ବାକି ରହିଛି । ସେହିପରି ଓଡ଼ିଶାରେ ଏହା ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ମତଦାନ ସରିଥିବା ବେଳେ ଆଗକୁ ଆଉ…
ମଝି ଆକାଶରେ ଖରାପ ହେଲା ହେଲିକପ୍ଟର; ଏପରି ବଞ୍ଚାଇଦେଲେ ବାବା କେଦାରନାଥ…
ରୁଦ୍ରପ୍ରୟାଗ: କେଦାରନାଥରେ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି। ହେଲିକପ୍ଟର ପାଇଲଟଙ୍କ ବୁଦ୍ଧି ଅନେକ ତୀର୍ଥଯାତ୍ରୀଙ୍କ ଜୀବନ ବଞ୍ଚାଇଥିଲା। ପାଇଲଟଙ୍କ ସମେତ ହେଲିକପ୍ଟରରେ ୬ ଜଣ ଯାତ୍ରୀ ଥିଲେ। ହେଲିକପ୍ଟରଟି ସେର୍ସି…
ଜିରୋ ଟଲରାନସ୍ ନିୟମ; ବାଦ ପଡ଼ିଲାନି ‘ମୋ ବସ୍’; ସିଗନାଲ୍ ଭାଙ୍ଗିବାରୁ ସିଜ୍ କଲା ପୋଲିସ
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ରାଜ୍ୟରେ କମିବାର ନାଁ ନେଉନି ସଡ଼କ ଦୁର୍ଘଟଣା । ସିଆଇଡି ଓ କ୍ରାଇମବାଞ୍ଚ ଦେଇଛି ଚିନ୍ତାଜନକ ରିପୋର୍ଟ ଦେଖିଲେ ପୂର୍ବ ତୁଳନାରେ ଅଧିକ ବଢିଛି ମୃତ୍ୟୁହାର । ସେଥିପାଇଁ ଦୃତ ଗାଡ଼ି…
ଆଉ ନାହାନ୍ତି ‘ଭାବି ଜୀ ଘର ପର୍ ହୈ’ର ଅଭିନେତା ଫିରୋଜ ଖାନ୍
ନୂଆଦିଲ୍ଲୀ: ମନୋରଞ୍ଜନଧର୍ମୀ ଦୁନିଆରୁ ଆସିଛି ଏକ ଦୁଃଖଦ ଖବର । ‘ଭାବି ଜୀ ଘର ପର୍ ହୈ’ର ଅଭିନେତା ଫିରୋଜ ଖାନ୍ ଆଉ ନାହାନ୍ତି । ଉତ୍ତରପ୍ରଦେଶର ବଦାଉଁଠାରେ ଫିରୋଜଙ୍କର ପରଲୋକ ଘଟିଥିବା ଜଣାପଡ଼ିଛି । ଗତ ଗୁରୁବାର ଦିନ…
ନିଆଗଲା ବଡ଼ ନିଷ୍ପତ୍ତି: ଟ୍ରାଫିକ କନଷ୍ଟେବଳ ପଦ ପାଇଁ ହେବ ପ୍ରିଲିମିନାରୀ ପରୀକ୍ଷା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗର ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସଟିଏ) ଅଧିନରେ ଟ୍ରାଫିକ କନଷ୍ଟେବଳଙ୍କୁ ନିଯୁକ୍ତି ଦିଆଯିବା ନେଇ ଗତ ମାର୍ଚ୍ଚ ମାସରେ ବିଜ୍ଞପ୍ତି ପ୍ରକାଶ…
ପ୍ରଚଣ୍ଡ ତାତିରେ ପାକିସ୍ତାନରେ ହାହାକାର; ଅନେକ ଅସୁସ୍ଥ, ଜଳୁଛି ମୋହେଞ୍ଜୋଦାରୋ!
ନୂଆଦିଲ୍ଲୀ: ଉତ୍ତର ଭାରତରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଦିଲ୍ଲୀ, ୟୁପି, ରାଜସ୍ଥାନ ସମେତ ଅନେକ ରାଜ୍ୟରେ ପାରଦ ୪୭ ଡିଗ୍ରି ଅତିକ୍ରମ କରିଛି। ହେଲେ ପାକିସ୍ତାନରେ 'ଅଗ୍ନି' ବର୍ଷା ହେଉଛି...! ପାକିସ୍ତାନର…
ଖୁସିରେ ନାଚିଲେ AIR INDIA କର୍ମଚାରୀ, କମ୍ପାନୀ ବଢାଇଲା ଏତିକି ଦରମା, ପାଇଲଟଙ୍କୁ ମିଳିଲା ବୋନୋସ
ନୂଆଦିଲ୍ଲୀ: ଟାଟା ଗ୍ରୁପର ଏୟାରଲାଇନ କମ୍ପାନୀ ଏୟାର ଇଣ୍ଡିଆର କର୍ମଚାରୀମାନଙ୍କୁ ଉପହାର ମିଳିଛି । କମ୍ପାନୀ ଜୁନିୟର ଫାର୍ଷ୍ଟ ଅଫିସରଙ୍କୁ ଛାଡି ସମସ୍ତ ପାଇଲଟଙ୍କ ମାସିକ ଦରମାରେ ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି…