Browsing Category

Featured

(Video) ମିନି ବସ-ଟ୍ରକ ମଧ୍ୟରେ ଧକ୍କା: ଗୋଟିଏ ପରିବାରର ୭ ଜଣଙ୍କ ମୃତ୍ୟୁ, ୨୫ ଆହତ

ନୂଆଦିଲ୍ଲୀ: ହରିୟାଣାର ଅମ୍ବାଲାରେ ଗତକାଲି ରାତିରେ ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି । ଗୋଟିଏ ମିନି ବସ୍ ଓ ଗୋଟିଏ ଟ୍ରକ ପରସ୍ପର ମଧ୍ୟରେ ଧକ୍କା ହେବା ଫଳରେ ଗୋଟିଏ ପରିବାରର ୭ ଜଣଙ୍କ ପ୍ରାଣବାୟୁ ଉଡ଼ି…

OSSC ପକ୍ଷରୁ ଘୋଷଣା: ଜୁଲାଇ ୭ରେ ହେବ ATO ପ୍ରିଲିମିନାରୀ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଜୁଲାଇ ୭ ତାରିଖରେ ଆସିଷ୍ଟାଣ୍ଟ ଟ୍ରେନିଂ ଅଫିସର ପଦର ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ତରଫରୁ ଘୋଷଣା କରାଯାଇଛି ।…

ସୋମବାର ପ୍ରକାଶ ପାଇପାରେ ମାଟ୍ରିକ ରେଜଲ୍ଟ; ଆଜି ପୂର୍ବାହ୍ନରେ ତାରିଖ ଘୋଷଣା କରିବ ବୋର୍ଡ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ସୋମବାର ପ୍ରକାଶ ପାଇପାରେ ମାଟ୍ରିକ ରେଜଲ୍ଟ । ଆଜି ପୂର୍ବାହ୍ନରେ ତାରିଖ ଘୋଷଣା କରିବ ବୋର୍ଡ । ୨୭ ତାରିଖରେ ପରୀକ୍ଷା ଫଳ ପ୍ରକାଶ ସମ୍ଭାବନା । ସାଢ଼େ ୫ ଲକ୍ଷରୁ ଊର୍ଦ୍ଧ୍ବ…

ସତ ବଖାଣିଲା ବାଂଲାଦେଶୀ ସାଂସଦଙ୍କୁ ହତ୍ୟାର ମାଷ୍ଟର ମାଇଣ୍ଡ; କିପରି କରିଥିଲା ଖଣ୍ଡଖଣ୍ଡ

ନୂଆଦିଲ୍ଲୀ: ବାଂଲାଦେଶ ସାଂସଦ ଅନୱାରୁଲ ଅଜିମ ଅନରଙ୍କ ହତ୍ୟା ମାମଲାରେ ପଶ୍ଚିମବଙ୍ଗ ସିଆଇଡି ନିରନ୍ତର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ବାଂଲାଦେଶୀ ସାଂସଦଙ୍କ ହତ୍ୟା ମାମଲାରେ ସିଆଇଡି ଜଣେ ସନ୍ଦିଗ୍ଧଙ୍କୁ ଗିରଫ…

ପ୍ରଥମ ଥର ପାଇଁ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁହଁ ଖୋଲିଲେ ପିଏମ ମୋଦୀ, କହିଲେ କେଜ୍ରିୱାଲଙ୍କୁ କାହିଁକି ପଠାଗଲା ଜେଲ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଦ ଦୁର୍ନୀତି ମାମଲା ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଥିଲା । ସେ ବର୍ତ୍ତମାନ ଅନ୍ତରୀଣ ଜାମିନରେ ପଦାକୁ…

BIG BREAKING…ପିପିଲି-ଆଠଗଡ଼ରେ ନିର୍ବାଚନୀ ହିଂସା!; ୯ରୁ ଅଧିକ ଆହତ, ସମିତି ସଭ୍ୟଙ୍କ ଗୋଡ଼ ଭାଙ୍ଗିଦେଲେ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ରାଜ୍ୟରେ ଦୁଇଟି ସ୍ଥାନରେ ନିର୍ବାଚନୀ ହିଂସା! ଆଠଗଡ଼-ପିପିଲିରେ ହିଂସା । ଉଭୟ ଘଟଣାରେ ଦୁଇ ଗୋଷ୍ଠୀ ହେଲେ ମୁହାଁମୁହିଁ , ଆକ୍ରମଣ ଓ ପ୍ରତିଆକ୍ରମଣ । ୯ରୁ ଅଧିକ ଆହତ ।…

(Video) ପାକିସ୍ତାନର ଆଣବିକ ବୋମାକୁ ନେଇ ମଜାଳିଆ ଉତ୍ତର ଦେଲେ ମୋଦୀ; ‘ମୁଁ ନିଜେ ଲାହୋର ଯାଇ ଚେକ୍ କରିଛି’

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନ ଚାଲିଛି। ପାଞ୍ଚଟି ପର୍ଯ୍ୟାୟ ଭୋଟ୍ ଦିଆଯାଇଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟିଭିକୁ ସାକ୍ଷାତକାର ଦେଇଛନ୍ତି। ଏହି ସାକ୍ଷାତକାରରେ…

କଟକ: ଟଙ୍କା ବାଣ୍ଟିବା ଅଭିଯୋଗରେ ଗିରଫ ହେଲେ ଅଙ୍ଗନବାଡ଼ି ଦିଦି, ପୋଲିସ ଜିମା ଦେଲେ ବସ୍ତିବାସିନ୍ଦା

କଟକ: (ଓଡ଼ିଶା ଭାସ୍କର) ଟଙ୍କା ବାଣ୍ଟିବା ଅଭିଯୋଗରେ ଅଙ୍ଗନବାଡ଼ି ଦିଦି ଅଟକ । ମର୍କତନଗର ଥାନା ଇମାମ ନଗର ବସ୍ତିରେ ଟଙ୍କା ବାଣ୍ଟୁଥିବା ଅଭିଯୋଗ । ଅଙ୍ଗନବାଡ଼ି ଦିଦିଙ୍କୁ ଘେରି ପୋଲିସ ଜିମା ଦେଲେ ବସ୍ତିବାସିନ୍ଦା ।…

(Video) କାହିଁକି ଏହି ଦୁଇ ବୁଥ୍‌ରେ ୨ ଥର ହେଲା ମତଦାନ; ଏହା ପଛରେ କ’ଣ ରହିଛି କାରଣ…

ବୌଦ୍ଧ: କେନ୍ଦ୍ର ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଆଜି ବୌଦ୍ଧ ଜିଲ୍ଲା କଣ୍ଟାମାଲ ବିଧାନସଭା ନିର୍ବାଚନ ମଣ୍ଡଳୀର ମହିସୁରପିଣ୍ଡା ଏବଂ କପାଶିରା ବୁଥରେ ସାନି ମତଦାନ ହେଉଛି ।ଗତ ୨୦ ତାରିଖ ଦିନ ମହିସୁରପିଣ୍ଡା…

ଦାନ୍ତ ମାଢ଼ୀରୁ ରକ୍ତ ବାହାରୁଛି କି? ଆପଣାନ୍ତୁ ଏହି ଘରୋଇ ଉପଚାର, ମିଳିବ ଆରାମ

ଓଡ଼ିଶା ଭାସ୍କର: ଅନେକ ସମୟରେ ଲକ୍ଷ କରିବେ ଦାନ୍ତ ସଫା କରିବା ସମୟରେ କିଛି ଲୋକମାନଙ୍କର ଦାନ୍ତମାଢିରୁ ରକ୍ତ ବାହାରିଥାଏ । ରକ୍ତ ବାହାରିବାର ଅନେକେ କାରଣ ରହିଥାଏ , ଜୋରରେ ବ୍ରସ କରବା ବା ଅନ୍ୟାନ ମାଡିର ସମସ୍ୟା ।…