
Browsing Category
Featured
ଗେମିଙ୍ଗ ଦୁର୍ନୀତିରେ ୯୦ କୋଟି ଟଙ୍କାର କ୍ରିପ୍ଟୋ ସମ୍ପତ୍ତି ଜବତ କଲା ଇଡି
ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କହିଛି ଯେ, ସେ ଏକ ଅନଲାଇନ ଗେମିଙ୍ଗ ଆପ ଦୁର୍ନୀତିରେ ବାଇନେନ୍ସ, ଜେବପେ ଏବଂ ବଜୀରଏକ୍ସ ପରି ପ୍ଲାଟଫର୍ମର କ୍ରିପ୍ଟୋକରେନ୍ସି ୱାଲେଟରେ ରଖାଯାଇଥିବା ୯୦ କୋଟି ଟଙ୍କାକୁ ନିଜ…
ଆସନ୍ତା କାଲି ରାଷ୍ଟ୍ରପତିଙ୍କ ଅଯୋଧ୍ୟା ଗସ୍ତ; ରାମ ଲଲାଙ୍କ ଦର୍ଶନ କରିବା ସହ ସରଯୁ ନଦୀର କରିବେ ପୂଜାର୍ଚ୍ଚନା
ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମେ' ୧ ତାରିଖରେ ଅଯୋଧ୍ୟା ଗସ୍ତରେ ଯିବେ। ବୁଧବାର ଅଯୋଧ୍ୟା ଗସ୍ତ ରେ ଯିବେ ବୋଲି ରାଷ୍ଟ୍ରପତି ଭବନ ପକ୍ଷରୁ କୁହାଯାଇଛି। ଏହି ସମୟରେ ରାଷ୍ଟ୍ରପତି ରାମ ମନ୍ଦିରରେ ରାମଲାଲା…
ପୁଣି ଚର୍ଚ୍ଚାରେ ପରିବହନ କମିସନର ଅମିତାଭ ଠାକୁର; ପିଅନଙ୍କ ଅବସରରେ ଦେଖାଇଲେ ମହାନତା
ଭୁବନେଶ୍ୱର: କିଛି ଦିନ ତଳେ ବେଶ୍ ଚର୍ଚ୍ଚିତ ହୋଇଥିଲା ଡିଜିପି ଅରୁଣ ଷଡ଼ଙ୍ଗୀ ଜଣେ ଝାଡ଼ୁଦାରଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଦେବାର ଫଟୋ । ଏବେ ସେମିତି ମହାନତା ଦେଖାଇଛନ୍ତି ପରିବହନ କମିସନର ଅମିତାଭ ଠାକୁର । ଦୀର୍ଘ…
ରବି ବିଷ୍ନୋଇଙ୍କୁ ଦଳରେ ସାମିଲ କରିବା ନେଇ କ’ଣ କହିଲେ ଇରଫାନ ପଠାନ
ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ କ୍ରିକେଟ୍ ଦଳ ଘୋଷଣା କରାଯାଇଛି। ରୋହିତ ଶର୍ମାଙ୍କୁ ଦଳର ଅଧିନାୟକ କରାଯାଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପଅଧିନାୟକ ଦାୟିତ୍ୱ ଦିଆଯାଇଛି। ଚୟନକର୍ତ୍ତାମାନେ…
ହଇଚଇ ସୃଷ୍ଟି କଲା ମାତ୍ର ଗୋଟିଏ ଇମେଲ, ବିପଦରେ ପଡିଗଲେ ୨୪ଟି ଏୟାରପୋର୍ଟ, ଜାଣନ୍ତୁ ଡିଟେଲ୍ସ
ନୂଆଦିଲ୍ଲୀ: ଏକ ଆତଙ୍କବାଦୀ ୧୧୧ ସଂଗଠନର ଭୟଙ୍କର ଇମେଲ ଦେଶର ସୁରକ୍ଷାକୁ ଟାର୍ଗେଟ କରିଛି । ଯେଉଁଥିରେ ୨୪ଟି ବିମାନ ବନ୍ଦର ଏବଂ ଟର୍ମିନାଲ ଉପରେ ସିକ୍ୟୁରିଟୀ ବଢାଯାଇଛି । .. ଇମେଲ ଆଡ୍ରେସରୁ ପଠାଯାଇଥିବା ଏହି ଇମେଲ…
ତିହାର ଜେଲରେ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଲେ ଭଗବନ୍ତ ମାନ; ବୁଝିଲେ କିପରି ରହିଛି ସ୍ୱାସ୍ଥ୍ୟାବସ୍ଥା
ନୂଆଦିଲ୍ଲୀ: ତିହାର ଜେଲରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ । ବୈଠକ ପରେ ସେ ଗଣମାଧ୍ୟମକୁ କହିଛନ୍ତି, ଆଜି ମୁଁ ତିହାର ଜେଲକୁ ଆମର ଜାତୀୟ ସଂଯୋଜକ…
ନିର୍ବାଚନ ପୂର୍ବରୁ କାହିଁକି କେଜ୍ରିୱାଲଙ୍କୁ ଗିରଫ କଲ? ଇଡିକୁ ଜବାବ ମାଗିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଇଡି ଦ୍ୱାରା ନିଜ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୁପ୍ରିମକୋର୍ଟରେ ଦାଖଲ କରିଥିବା ଯାଚିକା ଉପରେ ମଙ୍ଗଳବାର ଅର୍ଥାତ୍ ଆଜି ଶୁଣାଣୀ ହୋଇଥିଲା । ଏହି ମାମଲାରେ…
ଗରମ ଦିନେ ଅଣ୍ଡା ଖାଉଛନ୍ତି କି? ଜାଣନ୍ତୁ ଖାଦ୍ୟ ବିଶେଷଜ୍ଞ କ’ଣ କହୁଛନ୍ତି
ଓଡ଼ିଶା ଭାସ୍କର: ଅଣ୍ଡା ଏପରି ଏକ ଖାଦ୍ୟ ଯାହା ସମସ୍ତଙ୍କୁ ଖାଇବାକୁ ପସନ୍ଦ ଲାଗେ । ସେ ସିଝା ଅଣ୍ଡା ହେଉ, ଓମଲେଟ୍ ହେଉ କି ଅଣ୍ଡା ତରକାରୀ । ବହୁ ଲୋକ ନିଜ ବ୍ରେକଫାଷ୍ଟରେ ବି ଅଣ୍ଡାକୁ ସାମିଲ କରିଥାନ୍ତି । ଏହା…
କେତେ ଦିନ ପାଇଁ ପିନ୍ଧିବେ କଲାୱା ? ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଜାଣନ୍ତୁ କ’ଣ ରହିଛି କଲାୱା ସହ ଜଡ଼ିତ ନିୟମ
ଓଡ଼ିଶା ଭାସ୍କର: ହିନ୍ଦୁ ପରମ୍ପରାରେ ପୂଜାପାଠ ର ବିଶେଷ ମହତ୍ୱ ରହିଛି । ଯେକୌଣସି ଧାର୍ମିକ କିମ୍ବା ମାଙ୍ଗଳିକ କାର୍ଯ୍ୟରେ କଲାୱା/ମୌଲି (ହାତରେ ବନ୍ଧାଯାଉଥିବା ନାଲି ସୂତା)ର ବ୍ୟବହାର ହୋଇଥାଏ । ଏହାକୁ ଦେବୀ…
(Video) ଚାହୁଁ ଚାହୁଁ ଆଖି ଆଗରେ ଉଭେଇଗଲା ବିଶାଳ ଝରଣା ‘ଗଣ୍ଡାହାତୀ’; ଏମିତି ଦୃଶ୍ୟ ଦେଖି ଲୋକେ ଆଶ୍ଚର୍ଯ୍ୟ
ଗଜପତି: (ଓଡ଼ିଶା ଭାସ୍କର) ଚାହୁଁ ଚାହିଁ ଆଖି ଆଗରେ ଉଭେଇଗଲା ବିଶାଳ ଝରଣା। ଗଜପତିର ଗଣ୍ଡାହାତୀରୁ ଝରଣା ପଛକୁ ଉଠି ପଳାଇଲା । ବୁଲିବାକୁ ଆସିଥିଲେ ଲୋକେ ଏମିତି ଦୃଶ୍ୟ ଦେଖି ପୁରା ଆଶ୍ଚର୍ଯ୍ୟ। ଗମ ଗମ ହୋଇ ବହୁଥିବା…