fbpx
Browsing Category

Featured

କଖାରୁ ଫୁଲରେ ଲୁଚି ରହିଛି ଅନେକ ଆକର୍ଷଣୀୟ ଗୁଣ, ଇମ୍ୟୁନିଟି ହେବ ବୁଷ୍ଟ, ଜାଣନ୍ତୁ ଏହାର ୫ଟି ଫାଇଦା

ଗ୍ରୀଷ୍ମ ଋତୁରେ ନିଜକୁ ସୁରକ୍ଷିତ ରଖିବା ଏକ ବଡ଼ ଦାୟିତ୍ୱ।  ସ୍ୱାସ୍ଥ୍ୟ ସହିତ ଜଡିତ ଅନେକ ପ୍ରକାରର ସମସ୍ୟା ଏହି ଋତୁରେ ଆସିଥାଏ। ଏଭଳି ପରିସ୍ଥିତିରେ ଲୋକମାନେ ଅନେକ ପ୍ରକାରର ପ୍ରତିକାର ଇତ୍ୟାଦି ଚେଷ୍ଟା କରନ୍ତି।…

ଅବିଶ୍ୱସନୀୟ ଘଟଣା: ୮ ବର୍ଷର ବାଳକ ବରଫ ଖାଇ ଦୁଇ ଦିନ ଧରି କେମିତି ବଞ୍ଚିଲା

ନୂଆଦିଲ୍ଲୀ: ଏ ଦୁନିଆରେ ଅନେକ ସମୟରେ କିଛି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥାଏ ଯେ ତାହାକୁ କେହି ସହଜରେ ବିଶ୍ୱାସ କରନ୍ତି ନାହିଁ । ତେବେ ଏହା ମଧ୍ୟରେ ଏପରି ଏକ ବଡ଼ ଘଟଣା ସାମ୍ନାକୁ ଆସିଛି । ୮ ବର୍ଷର ଗୋଟିଏ ବାଳକ ଦୁଇ…

ଦେଶରେ ଗୋଟିକ ପରେ ଗୋଟିଏ ଚିତା କାହିଁକି ମରୁଛନ୍ତି: ଭାରତ-ଦକ୍ଷିଣ ଆଫ୍ରିକାର ସ୍ଥିତି ଅଲଗା, ନାମିବିଆର ବୈଜ୍ଞାନିକ ଦେଲେ ରିପୋର୍ଟ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର କୁନୋ ଜାତୀୟ ପାର୍କରେ ଗତ ୯ ତାରିଖରେ ପୁଣି ଏକ ମାଈ ଚିତା ‘ଦକ୍ଷା’ ମୃତ୍ୟୁବରଣ କରିଛି । ଏହାପୂର୍ବରୁ ଗତ ଏପ୍ରିଲ ମାସ ୨୩ ତାରିଖରେ ୬ ବର୍ଷୀୟ ‘ଉଦୟ ମୃତ୍ୟୁ କରିଥିବା ବେଳେ ମାର୍ଚ୍ଚ ମାସ…

World Boxing Championship: ଇତିହାସ ରଚିଲେ ଭାରତୀୟ ବକ୍ସର, ପଦକ ନିଶ୍ଚିତ କଲେ ଦୀପକ ଭୋରିଆ, ମହମ୍ମଦ ହୁସାମୁଦ୍ଦିନ ଏବଂ ନିଶାନ୍ତ ଦେବ

ନୂଆଦିଲ୍ଲୀ: ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ଭାରତୀୟ ମୁଷ୍ଟି ଯୋଦ୍ଧାମାନେ ତିନି ପଦକ ନିଶ୍ଚିତ କରିଛନ୍ତି। ବକ୍ସର ଦୀପକ ଭୋରିଆ (୫୧ କିଲୋଗ୍ରାମ), ମହମ୍ମଦ ହାସାମୁଦ୍ଦିନ (୫୭ କିଲୋଗ୍ରାମ) ଏବଂ ନିଶାନ୍ତ ଦେବ (୭୧…

କର୍ଣ୍ଣାଟକର ଫଳାଫଳ ବଦଳାଇବ ଦେଶର ରାଜନୀତି: ବିଜେପି ହାରିଲେ କ’ଣ ହେବ, କଂଗ୍ରେସ ହାରିଲେ କ’ଣ ହେବ

ନୂଆଦିଲ୍ଲୀ: ଆଜି ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଭୋଟ ସମାପ୍ତ ହୋଇଛି । ଆସନ୍ତା ୧୩ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବାକୁ ଥିବାବେଳେ ଏହା ପୂର୍ବରୁ ଆସିଛି ଏକଜିଟ୍ ପୋଲ ସର୍ଭେ ରିପୋର୍ଟ ।…

କେଉଁଥିରେ ତିଆରି ହୁଏ କ୍ୟାପସୁଲ କଭର? ଶରୀରକୁ ଗଲେ କ’ଣ ହୁଏ ଏହି ପ୍ଲାଷ୍ଟିକ?

ନୂଆଦିଲ୍ଲୀ: ଆପଣ କିମ୍ବା ଆପଣଙ୍କ ପରିବାରରେ କେହି ସଦସ୍ୟ ଯଦି ଅସୁସ୍ଥ ହୋଇଥାନ୍ତି, ତେବେ ଡାକ୍ତର ଆପଣଙ୍କୁ ବିଭିନ୍ନ ପ୍ରକାର ମେଡିସିନ ଦେଇଥାନ୍ତି । କିଛି ରୋଗୀଙ୍କୁ ଡାକ୍ତର କ୍ୟାପସୁଲ କିମ୍ବା ସିରପ୍ ଭଳି ଔଷଧକୁ…

ଆର୍ଜେଣ୍ଟିନା ସରକାରଙ୍କ ଉପରେ ବଡ଼ ଅଭିଯୋଗ ଲଗାଇଲେ ପୋପ୍ ଫ୍ରାନ୍ସିସ୍, କହିଲେ- ‘ମୋ ମୁଣ୍ଡ କାଟିବାର ଯୋଜନା ଥିଲା’

ନୂଆଦିଲ୍ଲୀ: ପୋପ୍ ଫ୍ରାନ୍ସିସ୍ ଆର୍ଜେଣ୍ଟିନା ସରକାରଙ୍କ ଉପରେ ଗମ୍ଭୀର ଅଭିଯୋଗ ଲଗାଇଛନ୍ତି । ଯାହାକୁ ଶୁଣି ଲୋଲକମାନେ ଚିନ୍ତାରେ ପଡ଼ିଯାଇଛନ୍ତି । ପୋପ୍ ଫ୍ରାନ୍ସିସ୍ ଏକ ଚାଞ୍ଚଲ୍ୟକର ବୟାନରେ କହିଛନ୍ତି ଯେ, କିଛି…

ଜାଣି ରଖନ୍ତୁ… ଜନ୍ମ ହେବା ପରେ କାହିଁକି କାନ୍ଦିଥାନ୍ତି ଶିଶୁ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ: ଘରେ ଏକ ଶିଶୁର ଜନ୍ମ ସାରା ପରିବାରରେ ଖୁସି ଭରିଦିଏ । ପରିବାରର ସମସ୍ତ ସଦସ୍ୟ ଏବଂ ସମ୍ପର୍କୀୟଙ୍କ ମୁହଁରେ ହସ ଦେଖିବାକୁ ମିଳିଥାଏ । କିନ୍ତୁ ପୃଥିବୀକୁ ନୂଆ କରି ଆସିଥିବା ନବଜାତ ଶିଶୁ ଖୁବ ଜୋରରେ…

ଅଟୋ-ବାଇକ୍ ମୁହାଁମୁହିଁ ଧକ୍କା: ଜଣେ ମହିଳାଙ୍କ ସମେତ ୩ ଜଣଙ୍କ ମୃତ୍ୟୁ, ୧୮ ଜଣ ଆହତ

ନୂଆଦିଲ୍ଲୀ: ଦିନକୁ ଦିନକୁ ରାସ୍ତାଘାଟରେ ଦୁର୍ଘଟଣା ବଢ଼ିବାରେ ଲାଗିଛି । ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ଦୁର୍ଘଟଣା ଘଟି କିଛି ଲୋକ ଅକାଳରେ ମୃତ୍ୟୁବରଣ କରୁଥିବା ବେଳେ ଆଉ କିଛି ଆହତ ହେଉଛନ୍ତି । ତେବେ ଏହା…

ବଡ ଖବର! ୪ ବର୍ଷ ଭିତରେ ବନ୍ଦ ହେବ ଡିଜେଲ ଗାଡି, ମୋଦୀ ସରକାର ନେଇ ପାରନ୍ତି ବଡ ନିଷ୍ପତ୍ତି

ନୂଆଦିଲ୍ଲୀ: ସାରା ଦେଶରେ ଡିଜେଲ କାର୍ ଚାଲୁଥିବା ବେଳେ ବର୍ତ୍ତମାନ ଇଲେକ୍ଟ୍ରିକ ଯାନର ଜମାନା ଆରମ୍ଭ ହୋଇଛି । ଦେଶରେ ଇଲେକ୍ଟ୍ରିକ ଯାନର ବ୍ୟବହାର ବୃଦ୍ଧି ହୋଇଛି । ତେଣୁ ସବୁଜ ପରିବେଶକୁ ଗୁରୁତ୍ୱ ଦେଇ ସରକାର ଡିଜେଲ…