CHARIDHAM
Browsing Category

Featured

୫୮ ବର୍ଷରେ ସିଦ୍ଧୁ ମୁସେୱାଲାଙ୍କ ମା’ କିପରି ଦେଲେ ସନ୍ତାନ ଜନ୍ମ, କେନ୍ଦ୍ର ସରକାର ପଠାଇଲେ ନୋଟିସ୍

ନୂଆଦିଲ୍ଲୀ:ପଞ୍ଜାବୀ ଗାୟକ ସ୍ୱର୍ଗତଃ ସିଦ୍ଧୁ ମୁସେୱାଲାଙ୍କ ମା’ ଚରଣ କୌର ୫୮ ବର୍ଷ ବୟସରେ ଗତ ୨ ଦିନ ତଳେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ଏହି ଖବର ସାମ୍ନାକୁ ଆସିବା ପରେ ବହୁ ଲୋକ ଚକିତ ହୋଇ ଯାଇଥିଲେ ।…

(Video) ଆଶ୍ଚର୍ଯ୍ୟ, ମାଛ ଖାଇଦେଲା ୨୦ ହଜାରରୁ ଅଧିକ ପ୍ଲାଷ୍ଟିକ୍ ବୋତଲ!… ୩୦ ଫୁଟ ମାଛକୁ ଦେଖି ଉଡ଼ିଗଲା ହୋସ୍…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାଛ ପେଟରେ ପ୍ଲାଷ୍ଟିକ୍ ବୋତଲ । ତାହା ପୁଣି ଗୋଟିଏ କି ଦୁଇଟି ନୁହେଁ ୨୦ ହଜାର ପ୍ଲାଷ୍ଟିକ୍ ବୋତଲ । ଏହି କଥା ଶୁଣିବା ପରେ ଯେ କେହି ବି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ । ଏଭଳି ସ୍ଥିତିରେ…

(video)ପୁଣି ହୃଦୟ ଜିଣିଲେ ଦେଶୀ ଗାର୍ଲ, ପୁରା ପରିବାର ସହ ପାରମ୍ପରିକ ଲୁକ୍‌ରେ କଲେ ରାମଲାଲାଙ୍କ ଦର୍ଶନ

ଓଡ଼ିଶା ଭାସ୍କର: ବଲିଉଡ୍ ପରେ ହଲିଉଡ୍‌ରେ ନିଜ ପ୍ରଭାବ ବିସ୍ତାର କରିଥିବା ପ୍ରିୟଙ୍କା ଚୋପ୍ରା ବିଭିନ୍ନ କାରଣରୁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ନିକ୍ ଜୋନସ୍‌ଙ୍କୁ ବିବାହ ପରେ ପ୍ରିୟଙ୍କା ଆମେରିକା ସିଫ୍ଟ…

(Video)’ମତେ ‘କିଙ୍ଗ କୋହଲି’ ବୋଲି ଡାକନ୍ତୁ ନାହିଁ, just call me Virat’…ପ୍ରଶଂସକଙ୍କୁ ବିରାଟଙ୍କ…

ନୂଆଦିଲ୍ଲୀ: 'କିଙ୍ଗ କୋହଲି' ନକହିବାକୁ ପ୍ରଶଂସକମାନଙ୍କୁ ଅନୁରୋଧ କରିଛନ୍ତି ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର ପୂର୍ବତନ ଅଧିନାୟକ ବିରାଟ କୋହଲି। ଗତକାଲି ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଆରସିବି…

ପୁଣି ଆସିଲା ଖୁସି ଖବର: ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଜୁନିୟର ଆସିଷ୍ଟାଣ୍ଟ ପଦର ଆବେଦନ ଫିସ୍ ହ୍ରାସ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କନିଷ୍ଠ ସହାୟକ ପଦ ପୂରଣ ପାଇଁ ନିକଟରେ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଓଡ଼ିଶା, ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ) ତରଫରୁ…

କେଜ୍ରିଓ୍ଵାଲଙ୍କ ଆବେଦନ ଉପରେ ହାଇକୋର୍ଟଙ୍କ ପ୍ରଶ୍ନ; ହାଜର ହେବାରେ କ’ଣ ଅସୁବିଧା ଅଛି?

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ଇଡିକୁ ପ୍ରଶ୍ନ କରିଛନ୍ତି । ଅବକାରୀ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଇଡି…

ବିଜେଡି-ବିଜେପି ମେଣ୍ଟକୁ ନେଇ ଅମିତ ଶାହାଙ୍କ ବଡ଼ ବୟାନ: ‘କିଛି ବି ହେଇପାରେ…

ଓଡ଼ିଶା ଭାସ୍କର: ପୁଣି ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ଆରମ୍ଭ ହେବା ଭିତରେ ଏକ ବଡ଼ ବୟାନ ଦେଇଛନ୍ତି ବିଜେପି ଚାଣକ୍ୟ ବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ମେଣ୍ଟ ପ୍ରସଙ୍ଗକୁ ନେଇ ଏକ ପ୍ରଶ୍ନରେ ଶାହା କହିଛନ୍ତି,…

ଏସିଏଫ୍ ଓ ଫରେଷ୍ଟ ରେଞ୍ଜର ଲିଖିତ ପରୀକ୍ଷା ସ୍ଥଗିତ: ଓପିଏସସି ପକ୍ଷରୁ ନିଆଗଲା ବଡ଼ ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଥିବା ସହକାରୀ ବନ ସଂରକ୍ଷକ (ଏସିଏଫ), ଗ୍ରୁପ-ଏ (ଜେବି) ଓ ଫରେଷ୍ଟ ରେଞ୍ଜର, ଗ୍ରୁପ-ବି ପଦ ପାଇଁ ଆବେଦନ କରିଥିବା ସମସ୍ତ ପ୍ରାର୍ଥୀଙ୍କ ପାଇଁ ଆସିଛି…

ଲିିଭର-କିଡ୍‌ନୀ ହୋଇଯିବ ଖରାପ, ମସ୍ତିଷ୍କ ଉପରେ ବି ପଡିବ ପ୍ରଭାବ, ଭେଜାଲ ଲୁଣକୁ ଏହିପରି ଚିହ୍ନନ୍ତୁ

ଓଡ଼ିଶା ଭାସ୍କର: ଆଜିକାଲି ପ୍ରାୟ ଖାଦ୍ୟପଦାର୍ଥ ଭେଜାଲ ମିଳୁଛି । ଲୁଣ ବି ଏଥିରୁ ବାଦ୍ ପଡିନାହିଁ । ତେବେ ବଜାରରେ ମିଳୁଥିବା ଭେଜାଲ ଲୁଣକୁ ଖାଲି ଆଖିରେ ଚିହ୍ନିବା ଏତେ ସହଜ ନୁହେଁ । ଲୁଣ ବିନା ଖାଦ୍ୟ ପୁରା…

ଝରକା ଖୋଲା ରଖି ରୋମାନ୍ସ କରୁଥିଲେ ଦମ୍ପତି; ଥାନାରେ ଅଭିଯୋଗ କଲେ ପଡ଼ୋଶୀ ମହିଳା

ବେଙ୍ଗାଲୁରୁ: ବେଙ୍ଗାଲୁରୁରୁ ଏକ ଅଜବ ଅଭିଯୋଗ ସାମ୍ନାକୁ ଆସିଛି। ଆଭାଲହଲ୍ଲୀରେ ରହୁଥିବା ଜଣେ ୪୪ ବର୍ଷୀୟା ମହିଳା ଗିରିନଗର ଥାନା ନିକଟରେ ରହୁଥିବା ତାଙ୍କ ପଡ଼ୋଶୀ ଦମ୍ପତିଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଅଭିଯୋଗରେ…