
Browsing Category
Featured
ଓଡ଼ିଶା ଉପକୂଳରେ ‘ସାଗର କବଚ-୧’: ସମରାଭ୍ୟାସ କରୁଛନ୍ତି ନୌସେନା-ଓଡ୍ରାଫ୍ ଟିମ୍
ପାରାଦୀପ: ଆଜି ଓଡ଼ିଶା ଉପକୂଳରେ ଆରମ୍ଭ ହୋଇଛି ସମରାଭ୍ୟାସ 'ସାଗର କବଚ-୧' । ଭାରତୀୟ ନୌସେନା, ତଟରକ୍ଷା ବାହିନୀ ଏବଂ ସାମୁଦ୍ରିକ ପୋଲିସ ମିଳିତ ଭାବରେ ଏହି ସମରାଭ୍ୟାସରେ ସାମିଲ ହୋଇଛନ୍ତି । ଏହାବ୍ୟତୀତ ଜଙ୍ଗଲ…
ଓଃ କି ଶାନ୍ତି… ପ୍ରତିଟି ଓଡ଼ିଆର ପରିଚୟ ‘ପଖାଳ’: ଆଜି ସାରା ବିଶ୍ୱରେ ପାଳନ ହେଉଛି ‘ପଖାଳ ଦିବସ’
ଓଡ଼ିଶା ଭାସ୍କର: ଆଜି ମାର୍ଚ୍ଚ ୨୦ ତାରିଖ, ଓଡ଼ିଶା ସଂସ୍କୃତି, ପରମ୍ପରା ଏବଂ ପ୍ରତ୍ୟେକ ଓଡ଼ିଆ ପାଇଁ ଏକ ବଡ଼ ପର୍ବ 'ପଖାଳ ଦିବସ' ।
"ଲଙ୍ଗଳ କଥା ବୁଝୁଛି କ୍ଷେତ, କ୍ଷେତ କଥା ବୁଝେ ଚଷା
ଓଡ଼ିଆ ମନ ଓଡ଼ିଆ ପ୍ରାଣ ବୁଝେ…
Big Breaking; ଲୋକସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି: ସଜବାଜ ହେବେ ଆଶାୟୀ ପ୍ରାର୍ଥି
ନୂଆଦିଲ୍ଲୀ: ଆଗକୁ ଆସୁଛି ଲୋକସଭା ନିର୍ବାଚନ-୨୦୨୪ । ଏଥିପାଇଁ ସାରା ଦେଶରେ ରାଜନୈତିକ ମାହୋଲ ସରଗରମ ହୋଇଛି । ଏହାଭିତରେ ଚଳିତବର୍ଷର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନେଇ ପ୍ରଥମ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜିଠାରୁ…
ବାଦାଉନ୍ ହତ୍ୟା ମାମଲା: ପୋଲିସ ଦ୍ୱାରା ଧରାପଡିଲା ୨ ଶିଶୁଙ୍କ ହତ୍ୟାକାରୀ, ଏନକାଉଣ୍ଟରରେ ଅଭିଯୁକ୍ତ ନିହତ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବାଦାଉନରେ ଥିବା ବାବା କଲୋନୀରେ ଗତକାଲି (ମାର୍ଚ୍ଚ ୧୯) ମଙ୍ଗଳବାର ଦିନ ଏକ ହୃଦୟ ବିଦାରକ ଘଟଣା ଘଟିଛି । ଏଠାରେ ଜଣେ ବ୍ୟକ୍ତି ଦୁଇ ପିଲାଙ୍କୁ ଗଳା କାଟି ଅତି ନିର୍ମମ ଭାବରେ ହତ୍ୟା…
କୁଲାଙ୍ଗେଙ୍କୁ ମିଳିଲା ନୂଆ ଦାୟିତ୍ୱ: ଏହି ପଦବୀରେ କାର୍ଯ୍ୟଭାର ସମ୍ଭାଳିବେ ଆଇଏଏସ ବିଜୟ
ଭୁବନେଶ୍ୱର: ଆଇଏଏସ ବିଜୟ ଅମୃତ କୁଲାଙ୍ଗେଙ୍କୁ ମିଳିଛି ଆଉ ଏକ ନୂଆ ଦାୟିତ୍ୱ । ବର୍ତ୍ତମାନ ଓମଫେଡର ପରିଚାଳନା ନିର୍ଦ୍ଦେଶକ ଭାବରେ ମଧ୍ୟ ଦାୟିତ୍ୱ ନିର୍ବାହ କରିବେ ଆଇଏଏସ ବିଜୟ । ରାଜ୍ୟ ସରକାରଙ୍କ ତରଫରୁ…
ମଧ୍ୟରାତ୍ରିରେ ପାକିସ୍ତାନରେ ଭୂକମ୍ପର ଜୋରଦାର ଝଟକା , ରିକ୍ଟର ସ୍କେଲରେ ତୀବ୍ରତା ୫.୫ ରେକର୍ଡ
ଇସଲାମାବାଦ : ପାକିସ୍ତାନରେ ବୁଧବାର ମଧ୍ୟରାତ୍ରିରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି । ଏହି କାରଣରୁ ଗଭୀର ନିଦ୍ରାରେ ଶୋଇଥିବା ଲୋକମାନେ ଉଠି ନିଜ ଘରୁ ବାହାରି ଆସିଥିଲେ । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୫ ରେ…
IPL ପୂର୍ବରୁ ନାମ ପରିବର୍ତ୍ତନ କଲା RCB: ”ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର” ରୁ ହେଲା ”ରୟାଲ ଚ୍ୟାଲେଞ୍ଜର୍ସ…
ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍ ୨୦୨୪) ପୂର୍ବରୁ "ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର' (ଆରସିବି) ମଙ୍ଗଳବାର ଦିନ ଫ୍ରାଞ୍ଚାଇଜ୍ ନାମରେ ପରିବର୍ତ୍ତନ ଘୋଷଣା କରିଛି। ବାଙ୍ଗାଲୋର ଭିତ୍ତିକ…
ବିଜୟ ଅମୃତ କୁଲାଙ୍ଗେ ହେଲେ ଓମ୍ଫେଡ ପରିଚାଳନା ନିର୍ଦ୍ଦେଶକ
ଓଡ଼ିଶା ଭାସ୍କର: ୨୦୧୩ ବ୍ୟାଚ୍ ଆଇଏଏସ୍ ଅଫିସର ତଥା ପୂର୍ବତନ ଭୁବନେଶ୍ୱର ମହାନଗର ନିଗମ କମିଶନର ବିଜୟ ଅମୃତ କୁଲାଙ୍ଗେଙ୍କୁ ମିଳିଲା ବଡ଼ ଦାୟିତ୍ୱ । ତାଙ୍କୁ ଆଜି ଓମ୍ଫେଡ ପରିଚାଳନା ନିର୍ଦ୍ଦେଶକ(ଏମ୍ଡି) ଭାବେ…
ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର: କନିଷ୍ଠ ସହାୟକ, ପିଇଟି ଓ ଲ୍ୟାବ୍ ଆସିଷ୍ଟାଣ୍ଟ ପଦ ପାଇଁ ଆବେଦନ ଫିସ୍ ହ୍ରାସ ଘୋଷଣା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିକଟରେ ରାଜ୍ୟ ଚୟନ ବୋର୍ଡ (ଏସଏସବି) ପକ୍ଷରୁ ୧୦୧ଟି ପଦ ପୂରଣ ନିମନ୍ତେ ଏକ ବିଜ୍ଞପ୍ତି ପ୍ରକାଶ ପଇଥିଲା । ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଅଧିନରେ ରହିଥିବା ସରକାରୀ ଡିଗ୍ରୀ…
ଘରୁ ପଦାକୁ ବାହାରିବାକୁ ଡରୁଛନ୍ତି ଲୋକେ: କୁକୁର କାମୁଡ଼ାରେ ୧୬୬ ଜଣ ଆହତ!
ଓଡ଼ିଶା ଭାସ୍କର: ବଣାଇ ଅଞ୍ଚଳରେ ଦେଖିବାକୁ ମିଳିଛି ବିଚିତ୍ର ଘଟଣା। ଉକ୍ତ ଅଞ୍ଚଳରେ ପାଗଳ କୁକୁର ଆତଙ୍କ ଖେଳାଇଥିବା ଖବର ବର୍ତ୍ତମାନ ସାମ୍ନାକୁ ଆସିଛି। ତେବେ କୁକୁର କାମୁଡ଼ାରେ ୧୬୬ ଜଣ ଆହତ ହୋଇଥିବା ଜଣାପଡିଛି।…