
Browsing Category
Featured
(Video) ଆଜି ବି ବଞ୍ଚି ରହିଛି ମାନବିକତା; ଖାତାକୁ ଆସି ଥିଲା ୨.୫ଲକ୍ଷ ଟଙ୍କା, ଫେରାଇଦେଲେ ଯୁବକ
କୋରାପୁଟ: ଆଜି ବି ବଞ୍ଚି ରହିଛି ମାନବିକତା ନିଜ ବ୍ୟାଙ୍କ ଖାତାକୁ ଆସିଥିବା ଟଙ୍କା ଫେରାଇ ମାନବିକତାର ପରିଚୟ ଦେଲେ କୋରାପୁଟର ଯୁବକ ଶରତ କୁମାର ପଟ୍ଟନାୟକ । ଗତ ଶନିବାର ଦିନ କୋରାପୁଟ ସହର ର ଯୁବକ ଶରତ ପଟ୍ଟନାୟକ…
Car କୁ ବଦଳାଇ ହେଲିକ୍ୟାପ୍ଟର ଭଳି ଯୁବକ ପ୍ରସ୍ତୁତ କରୁଥିଲେ “କାର କ୍ୟାପ୍ଟର”, ଥାନାକୁ ଜବତ କରି ନେଲା ପୋଲିସ
ଉତ୍ତରପ୍ରଦେଶ: ଆମ୍ବେଦକର ନଗର ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ବିଚିତ୍ର ଘଟଣା। ସୋମବାର ଏକ 'କାର କ୍ୟାପ୍ଟର' ଜବତ କରି ଥାନାକୁ ନେଇଛି ଆମ୍ବେଦକର ନଗର ପୋଲିସ। ଯାହାକୁ ନେଇ ଏବେ ବିଭିନ୍ନ ଚର୍ଚ୍ଚା ଦେଖିବାକୁ…
ହରିୟାଣା କ୍ୟାବିନେଟ ସଂପ୍ରସାରଣ: ମନ୍ତ୍ରୀ ଭାବେ ଶପଥ ନେଲେ ୮ ବିଧାୟକ
ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ କ୍ୟାବିନେଟ ସଂପ୍ରସାରଣ କରିଛନ୍ତି ନାୟବ ସିଂହ ସୈନୀ । ସୈନୀଙ୍କ କ୍ୟାବିନେଟରେ ୮ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।…
ପୁରୀ: ASI ଅଧୀକ୍ଷକଙ୍କ ଗୁରୁତ୍ବପୂର୍ଣ୍ଣ ସୂଚନା, ‘୯୦% ସରିଲା ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାମ’
ପୁରୀ: (ଓଡ଼ିଶା ଭାସ୍କର) ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାମକୁ ନେଇ ଆସିଲା ବଡ଼ ଖବର । ଏନେଇ ଗୁରୁତ୍ବପୂର୍ଣ୍ଣ ସୂଚନା ASI ଅଧୀକ୍ଷକ ଡିବି ଗଡ଼ନାୟକ । 'ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାମ ୯୦% ସରିଲା' ।…
ପୂର୍ବତନ ଭାରତୀୟ ରାଷ୍ଟ୍ରଦୂତ ତରଣଜୀତ ସିଂହ ସନ୍ଧୁ ବିଜେପିରେ ସାମିଲ: ଲଢ଼ିପାରନ୍ତି ଲୋକସଭା ନିର୍ବାଚନ
ନୂଆଦିଲ୍ଲୀ: ଆମେରିକାରେ ଭାରତର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରିଥିବା ତରଣଜୀତ ସିଂହ ସନ୍ଧୁ ଆଜି ବିଜେପିରେ ସାମିଲ ହୋଇଛନ୍ତି । ପଞ୍ଜାବରର ଅମୃତସରର ବାସିନ୍ଦା ସନ୍ଧୁ ଗତ ୨୦୨୦ ମସିହା ଫେବୃଆରୀ ୩ ତାରିଖରେ ଆମେରିକାରେ…
BIG BREAKING…୨୪ ଘଣ୍ଟା ମଧ୍ୟରେ ପୁଣି ଥରେ ପଶ୍ଚିମବଙ୍ଗ ଡିଜିପି ବଦଳାଇଲେ ନିର୍ବାଚନ କମିଶନ
ନୂଆଦିଲ୍ଲୀ: କେନ୍ଦ୍ରୀୟ ନିର୍ବାଚନ ଆୟୋଗ ୨୪ ଘଣ୍ଟା ମଧ୍ୟରେ ପୁଣି ଥରେ ପଶ୍ଚିମବଙ୍ଗର ପୁଲିସ ମହାନିର୍ଦ୍ଦେଶକଙ୍କୁ ପରିବର୍ତ୍ତନ କରିଛନ୍ତି । କେନ୍ଦ୍ରୀୟ ନିର୍ବାଚନ ଆୟୋଗ ସୋମବାର ରାଜୀବ କୁମାରଙ୍କୁ ପଦରୁ ହଟାଇବାକୁ…
‘ଅର୍ଥ’ ପାଇଁ ଅନର୍ଥ; ଭାଇ-ଭଉଣୀଙ୍କୁ କରାଇଲେ ବିବାହ, ସାକ୍ଷୀ ରହିଲେ ଦଶ ଦିଗପାଳ
ମହାରାଜଗଞ୍ଜ: ଉତ୍ତରପ୍ରଦେଶର ମହାରାଜଗଞ୍ଜ ଜିଲ୍ଲାରେ ବିବାହର ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଜିଲ୍ଲାରେ ଏକ ଗଣବିବାହ କାର୍ଯ୍ୟକ୍ରମରେ ଭାଇ ବର ବଦଳରେ ଭଉଣୀକୁ ବିବାହ କରିଥିଲେ। ଲକ୍ଷ୍ମୀପୁର ବ୍ଲକ ପରିସରରେ…
ସ୍ୱତନ୍ତ୍ର ନକ୍ସା ପ୍ରସ୍ତୁତ କଲେ ରାଜ୍ୟ ସରକାର: ଆଗାମୀ ୫ ବର୍ଷରେ ବୟନ ଶିଳ୍ପ କ୍ଷେତ୍ରରେ ସୃଷ୍ଟି ହେବ ୧ ଲକ୍ଷ ନିଯୁକ୍ତି ସୁଯୋଗ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟକୁ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଆଦି ବିଭିନ୍ନ କ୍ଷେତ୍ରରେ ବିକଶିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ପ୍ରୟାସରତ ରହିଛନ୍ତି । ତେବେ ଏହା ମଧ୍ୟରେ ବୟସ ଶିଳ୍ପ…
ସୁଯୋଗ ମିଳିଲେ ନିଶ୍ଚିତ ନିର୍ବାଚନ ଲିଢିବି: ବିଜେଡି ନେତା ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର
ଓଡ଼ିଶା ଭାସ୍କର: ଆଉ ଦିନ କେଇଟା ଗଲେ ୨୦୨୪ ନିର୍ବାଚନ। ଏଥିପାଇଁ ଗତ ଶନିବାର ଦିନ ଓଡ଼ିଶାର ଉଭୟ ଲୋକସଭା ଓ ବିଧାନସଭା ଭୋଟ୍ ପାଇଁ ତାରିଖ ଘୋଷଣା ହୋଇଛି। ରାଜ୍ୟରେ ୪ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ। ସମଗ୍ର ଦେଶରେ…
OMC ପକ୍ଷରୁ ସୂଚନା: ଏପ୍ରିଲ ୩ ଓ ୪ରେ ହେବାକୁ ଥିବା କନିଷ୍ଠ ଯନ୍ତ୍ରୀ, ନର୍ସ ଓ ଫାର୍ମାସିଷ୍ଟ ପରୀକ୍ଷା ସ୍ଥଗିତ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଖଣି ନିଗମ (ଓଏମସି) ପକ୍ଷରୁ ପୂର୍ବରୁ ପ୍ରକାଶ ପାଇଥିବା ଏକ ନିଯୁକ୍ତି ବିଜ୍ଞପ୍ତିକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଜୁନିୟର ଇଞ୍ଜିନିୟର (ମେକାନିକାଲ) / ଇଲେକ୍ଟ୍ରିସିଆନ-୩ ଓ…