Browsing Category

Featured

ଆଉ ମାତ୍ର କିଛି ସମୟ ପରେ ପ୍ରକାଶ ପାଇବ ବିଜେପିର ୧୦୦ ଜଣିଆ ପ୍ରାର୍ଥୀ ତାଲିକା!

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଭାରତୀୟ ଜନତା ପାର୍ଟି ଆଉ ମାତ୍ର କିଛି ସମୟ ପରେ ଦଳୀୟ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିବ । ତେବେ ଦଳ ପକ୍ଷରୁ ପ୍ରାୟ ୧୦୦ ଜଣ ପ୍ରାର୍ଥୀଙ୍କ ନାଁ ଓ ସେମାନେ…

ଯେଉଁମାନଙ୍କୁ ଟିକେଟ ମିଳିବନି ସେମାନେ ବିଜେପିକୁ ଯାଉଛନ୍ତି: ବିଜେଡି

ଓଡ଼ିଶା ଭାସ୍କର: ଆଉ ଦିନ କେଇଟା ପରେ ୨୦୨୪ ସାଧାରଣ ନିର୍ବାଚନ ଏଣୁ ଏହାକୁ ନେଇ ସମସ୍ତ ରାଜନୈତିକ ଦଳ ନିଜ ନିଜର ପ୍ରସ୍ତୁତି କରିଛନ୍ତି । ସେହିପରି ଅନେକ ନେତା ଦଳୀୟ ଟିକେଟ ପାଇବା ପାଇଁ ବିଭିନ୍ନ ଦଳ ବଦଳ କରୁଛନ୍ତି ।…

୫ ବର୍ଷ ମଧ୍ୟରେ ସବୁଠାରୁ କମିଲା ଅଦାନୀଙ୍କ ରୁଣ, ଏବେ ଏହି ରାଜ୍ୟରେ କରିବେ ମୋଟା ଅଙ୍କର ନିବେଶ

ନୂଆଦିଲ୍ଲୀ: ଗୌତମ ଅଦାନୀଙ୍କ ଅଦାନୀ ଗ୍ରୁପ କିଛି ଦିନ ହେଲାଣି ନିଜ ଋଣକୁ କମ କରିଦେଇଛି । ଋଣ ପରିଶୋଧ ବୃଦ୍ଧି ହେତୁ ଅଦାନୀ ଗ୍ରୁପର ଆର୍ଥିକବସ୍ଥାରେ ଉନ୍ନତି ଘଟିଛି ଏବଂ ପାଞ୍ଚ ବର୍ଷ ମଧ୍ୟରେ ଗ୍ରୁପର ଋଣ ସ୍ତର…

MS Dhoniଙ୍କ ପାଖରେ ଶେଷ ହେବ କ୍ରିକେଟର ବହି… ଧୋନୀଙ୍କୁ ନେଇ ବଡ଼ ବୟାନ ଦେଲେ ବିଶେଷଜ୍ଞ

ନୂଆଦିଲ୍ଲୀ: ମାର୍ଚ୍ଚ ୨୨ ତାରିଖରୁ ଆଇପିଏଲ-୨୦୨୪ ଆରମ୍ଭ ହେବାକୁ ଯାଉଛି । ଏହି ଟୁର୍ଣ୍ଣାମେଣ୍ଟରେ କ୍ରିକେଟର ସମସ୍ତ ଫର୍ମାଟରୁ ବିଦାୟ ନେଇପାରନ୍ତି ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ MS Dhoni । ତେବେ ଷଷ୍ଠ ଥର…

ଏଲ୍‍ ନିନୋ ଦୁର୍ବଳ ହେଉଥିବାରୁ ଚଳିତ ବର୍ଷ ମୌସୁମୀ ବର୍ଷା ସ୍ୱାଭାବିକ ରହିବ, ଅପ୍ରେଲରେ ଟାଣଖରା ଓ ତାତି ଅଧିକ – ପାଣିପାଗ ବିଭାଗର…

ଭୁବନେଶ୍ୱର: ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହର ପ୍ରକୋପ ଅଧିକ ରହିବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଚଳିତମାସରୁ ମଇମାସ ମଧ୍ୟରେ ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ସ୍ୱାଭାବିକ ଠାରୁ…

ଗୁଗୁଲ୍ ପ୍ଲେ ଷ୍ଟୋରରୁ ଭାରତୀୟ ଆପ୍ ହଟାଯିବାକୁ ନେଇ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରତିକ୍ରିୟା: କହିଲେ- ”ଏହାକୁ ଅନୁମତି ଦେଇ ପାରିବୁ…

ନୂଆଦିଲ୍ଲୀ: ଗୁଗୁଲ ମାର୍ଚ୍ଚ ୧ ଶୁକ୍ରବାର ଦିନ ୧୦ ଟି ଭାରତୀୟ ଆପ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଗୁଗୁଲ ଏହାର ପ୍ଲେ ଷ୍ଟୋରରୁ ୧୦ ଟି ଭାରତୀୟ ଆପ୍ ହଟାଇଛି । ଆପ ମାଲିକମାନେ ସେବା ଦେୟ ଦେଉ ନାହାଁନ୍ତି…

କେନ୍ଦ୍ରାପଡା: ଡାକ୍ତରଖାନାରେ ଅଗ୍ନିକାଣ୍ଡ

ଓଡ଼ିଶା ଭାସ୍କର: କେନ୍ଦ୍ରାପଡା ଜିଲ୍ଲା ଇନ୍ଦୁପୁର ଡାକ୍ତରଖାନାରେ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡ ହେବା ଫଳରେ ଡାକ୍ତରଖାନାର ଅନେକ ସାମଗ୍ରୀ ନଷ୍ଟ ହୋଇଥିବା ସୂଚନା ମିଳିଛି । ତେବେ ଏହାର ଖବର ପାଇ ଘଟଣାସ୍ଥଳରେ…

Mahashivratri 2024: ମହାଶିବରାତ୍ରୀରେ କେଉଁ ରାଶିର ଲୋକେ କିପରି କରିବେ ଅଭିଶେକ? ଜାଣନ୍ତୁ ଶୁଭ ମୂହୁର୍ତ୍ତ

ଓଡ଼ିଶା ଭାସ୍କର: ମହାଶିବରାତ୍ରୀ ହିନ୍ଦୁମାନଙ୍କ ପାଇଁ ପ୍ରମୁଖ ପର୍ବ । ଫାଲଗୁନ ମାସର କୃଷ୍ଣ ପକ୍ଷ ଚତୁର୍ଦଶୀରେ ମହାଶିବରାତ୍ରୀ ପାଳନ କରାଯାଏ । ଚଳିତ ବର୍ଷ ମହାଶିବରାତ୍ରୀ ୮ ମାର୍ଚ୍ଚରେ ପାଳନ କରାଯିବ । ଏହି ଦିନ…

Live-In Relationରେ ରହି ପାରିବେନି ଏହି ମହିଳା… ‘ହରାମ’ ବୋଲି କହିଲେ ହାଇକୋର୍ଟ

ନୂଆଦିଲ୍ଲୀ: ଲିଭ୍ ଇନ୍ ରିଲେସନ୍ ରେ ରହୁଥିବା ମହିଳାମାନଙ୍କ ପାଇଁ ଏକ ବଡ଼ ରାୟ ଶୁଣାଇଛନ୍ତି ମାନ୍ୟବର ହାଇକୋର୍ଟ । ମୁସଲିମ ଆଇନ୍ ଅନୁସାରେ, ମୁସଲିମ ମହିଳା କୌଣସି ବ୍ୟକ୍ତିଙ୍କ ସହ ଲିଭ୍-ଇନ୍ ରିଲେସନରେ ରହିପାରିବେ…

ଇନଷ୍ଟାଗ୍ରାମରେ ସ୍ୱାମୀଙ୍କୁ ‘ଅନଫଲୋ’ କଲେ ନୟନ ତାରା, ଲେଖିଲେ-ନିଜ ଆଖିରେ ଲୁହ ଥିଲେ ମଧ୍ୟ..

ନୂଆଦିଲ୍ଲୀ: ସାଉଥ ଲେଡି ସୁପରଷ୍ଟାର ନୟନତାରାଙ୍କୁ ନେଇ ବର୍ତ୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି । ସେ ଇନଷ୍ଟାଗ୍ରାମରେ ତାଙ୍କ ସ୍ୱାମୀଙ୍କୁ ଅନଫଲୋ କରିଛନ୍ତି । ଅଭିନେତ୍ରୀଙ୍କ ବୈବାହିକ ଜୀବନରେ ଅଶାନ୍ତି ଦେଖାଯାଇଛି…