Browsing Category

Featured

ଷୋଡ଼ଶ ଅର୍ଥ ଆୟୋଗ ଗଠନ କଲେ ଭାରତ ସରକାର, ଜାଣନ୍ତୁ କିଏ ହେବେ ଏହାର ଅଧ୍ୟକ୍ଷ ?

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ଭାରତ ସରକାର ସମ୍ବିଧାନର ଧାରା ୨୮୦(୧) ଅନୁଯାୟୀ ଷୋଡ଼ଶ ଅର୍ଥ ଆୟୋଗ ଗଠନ କରିଛନ୍ତି। ନୀତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ତଥା କଲମ୍ବିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ଡକ୍ଟର…

(video)ନୂଆବର୍ଷରେ ଜାମ୍ ଉପହାର ଦେବେ ରାହୁଲ, ୟୁଟ୍ୟୁବ ଚ୍ୟାନେଲରେ ଭିଡିଓ ଅପଲୋଡ୍ କରି ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ:ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା ପରେ ଆସିଯିବ ନୂଆବର୍ଷ । ବର୍ଷର ଶେଷରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ଅଭିନବ ଭିଡିଓ ନିଜ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ୍ କରିଛନ୍ତି । ଏହି ଭିଡିଓରେ ରାହୁଲ ଗାନ୍ଧୀ…

ଦୁର୍ଘଟଣାରେ ଏବେ ଭାଙ୍ଗିବ ନାହିଁ ହାଡ଼ କିମ୍ବା ହେବେ ନାହିଁ ଆହତ! ୦.୦୮ ସେକେଣ୍ଡରେ ଖୋଲିବ ଏହି ସୁରକ୍ଷା କବଚ

ଓଡ଼ିଶା ଭାସ୍କର: କୌଣସି ସ୍ଥାନରୁ ପଡ଼ିଯିବା ପରେ କିମ୍ବା ଦୁର୍ଘଟଣାଗ୍ରସ୍ତ ହେବା ପରେ ସବୁଠାରୁ ଅଧିକ ଭୟ ହାଡ଼ ଭାଙ୍ଗିଯିବାର ରହିଥାଏ । କିନ୍ତୁ ବର୍ତ୍ତମାନ ଆଉ ଡରିବାର କୌଣସି ଆବଶ୍ୟକତା ନାହିଁ । ଏକ ନୂଆ ଟେକନିକ…

ଘାଟିରେ ଓଲଟିଲା ପିକନିକ୍ ବସ୍: ୩୫ରୁ ଅଧିକ ଯାତ୍ରୀ ଗୁରୁତର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନୂଆବର୍ଷ ୨୦୨୪ ପାଦ ଦେବାକୁ ଆଉ ମାତ୍ର କିଛି ଘଣ୍ଟା ବାକି ଅଛି । ତେବେ ନୂଆ ବର୍ଷ ଅବସରରେ ସମସ୍ତେ ଏବେ ପିକନିକରେ ବ୍ୟସ୍ତ । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବିବାହିତ ପୁରୁଷ, ମହିଳା ଓ…

(Video) ପିକନିକରୁ ଫେରୁଥିଲେ ଭୂତ ଲାଗିଲା: ସମସ୍ତଙ୍କର ଆଚାର ବ୍ୟବହାର ବଦଳିଗଲା!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆମ ଆଖପାଖରେ ଅନେକ ସମୟରେ ଭୂତପ୍ରେତଙ୍କୁ ନେଇ କିଛି ଅଜବ ପ୍ରକାରର କଥା ସବୁ ଶୁଣିବାକୁ ମିଳିଥାଏ । ଭୂତ ସହ ଜଡ଼ିତ ଏହି କଥାସବୁକୁ କିଛି ଲୋକ ବିଶ୍ୱାସ କରୁଥିବା ବେଳେ ଆଉ କିଛି ହସରେ ଉଡ଼ାଇ…

ହିନ୍ଦୁ ଧର୍ମରେ ୧୦୮ ଅଙ୍କ କାହିଁକି ହୋଇଥାଏ ଖାସ? ୧୦୮ତମ ‘ମନ କୀ ବାତ’ରେ କ’ଣ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ବିଭିନ୍ନ ଧର୍ମରେ କିଛି ବିଶେଷ ଅଙ୍କ କିମ୍ବା ସଂଖ୍ୟାର ବିଶେଷ ମହତ୍ତ୍ୱ ରହିଥାଏ । ତେବେ ଏହା ମଧ୍ୟରୁ କିଛି କୁ ଶୁଭ ତ' କିଛିକୁ ଅଶୁଭ ବୋଲି ବିବେଚନା କରାଯାଇଥାଏ । ତେବେ ଏହା ପଛରେ କିଛି ସ୍ୱତନ୍ତ୍ର…

ଚମକି ଉଠିବ ଭାଗ୍ୟ, ସାରା ବିଶ୍ୱରେ ନୂଆବର୍ଷ ଦିନ Good Luck ପାଇଁ ଏହି ୧୦ ଉପାୟ ଆପଣାଇଥାନ୍ତି ଲୋକେ

ନୂଆଦିଲ୍ଲୀ: ନୂଆବର୍ଷ ଆସିବାକୁ ଆଉ ମାତ୍ର କିଛି ଘଣ୍ଟା ବାକି ଅଛି । ଲୋକମାନେ ନୂଆ ବର୍ଷ ଲାଗି ବିଭିନ୍ନ ପ୍ରକାର ରିଜୋଲ୍ୟୁସନ ନେଇଥାନ୍ତି । ୨୦୨୪ରେ ସକରାତ୍ମକତା ସହ ଆଗକୁ ବଢିବା ଉଚିତ । କିନ୍ତୁ ନୂଆ ବର୍ଷ କିପରି…

ନୂଆବର୍ଷ ୨୦୨୪କୁ ସର୍ବପ୍ରଥମେ ସ୍ୱାଗତ କଲା ନ୍ୟୁଜିଲାଣ୍ଡ: କେଉଁ ଦେଶ କେଉଁ ସମୟରେ ନୂଆବର୍ଷ ପାଳନ କରିଥାଏ

ନୂଆଦିଲ୍ଲୀ: ଆଜି ହେଉଛି ଡିସେମ୍ବର ମାସ ୩୧ ତାରିଖ । ରାତି ପାହିଲେ ନୂଆବର୍ଷ ୨୦୨୪କୁ ସମସ୍ତେ ସ୍ୱାଗତ କରିବେ । ତେବେ ଭାରତରେ ଜାନୁଆରୀ ମାସ ୧ ତାରିଖରେ ନୂଆବର୍ଷ ପାଳନ କରାଯାଉଥିବା ବେଳେ ବିଭିନ୍ନ ଦେଶରେ ନୂଆବର୍ଷ…

ସନ୍ଧ୍ୟା ସମୟରେ ଭୁଲରେ ବି କରନ୍ତୁ ନାହିଁ ଏହି ସବୁ କାର୍ଯ୍ୟ: ଆସିପାରେ ଦରିଦ୍ରତା

ହିନ୍ଦୁ ଧର୍ମ ଗ୍ରନ୍ଥ ତଥା ଶାସ୍ତ୍ରରେ ସନ୍ଧ୍ୟା ସମୟର ମହତ୍ତ୍ୱ ବେଶ ରହିଛି । ଏହି ସମୟକୁ ଦିନ ଏବଂ ରାତିର ସଙ୍ଗମସ୍ଥଳୀ ବୋଲି ମଧ୍ୟ କୁହାଯାଇଥାଏ । ତେବେ ଏହି ସମୟରେ ହିନ୍ଦୁ ଧର୍ମରେ ପୂଜା-ପାଠ କରିବାର ବେଶ ମହତ୍ତ୍ୱ…

ଦିବ୍ୟାଙ୍ଗ ଭଉଣୀ ସହ ବାପା-ମା’କୁ କୁରାଢୀରେ ହାଣିଲା ପୁଅ, ସକାଳେ ବିସ୍କୁଟ ଖାଇ ଖାଇ ପହଞ୍ଚିଲା ଥାନାରେ

ନୂଆଦିଲ୍ଲୀ: ରାଜସ୍ଥାନ ନାଗୌରରୁ ଏକ ଛାତି ଥରା ଖବର ସାମ୍ନାକୁ ଆସିଛି । ପୁଅ ବାପା-ମା ଓ ଦିବ୍ୟାଙ୍ଗ ଭଉଣୀକୁ କୁରାଢୀରେ ହାଣି ହତ୍ୟା କରିଛି । ମିଳିଥିବା ସୂଚନା ଅନୁସାରେ ଶୋଇଥିବା ସମୟରେ ଏହି ବ୍ୟକ୍ତି ସମସ୍ତଙ୍କୁ…