
Browsing Category
Featured
ଭାରତୀୟ ଡାକରେ ବିନା ପରୀକ୍ଷାରେ କିପରି ପାଇବେ ଚାକିରି, ଜାଣନ୍ତୁ କିଏ କରିପାରିବେ ଆବେଦନ ?
ନୂଆଦିଲ୍ଲୀ: ଭାରତୀୟ ଡାକରେ ଚାକିରି କରିବାକୁ ଯୁବପିଢ଼ି ବହୁତ ପସନ୍ଦ କରନ୍ତି । ସେଠାରେ କାମ କରିବାକୁ ସମସ୍ତ ମନରେ ଇଛା ଥାଏ । ଏଥିପାଇଁ ଇଣ୍ଡିଆ ପୋଷ୍ଟ ବିଭିନ୍ନ ପଦବୀ ପାଇଁ ନିଯୁକ୍ତି ଜାରି କରିଛି । ଭାରତୀୟ ଡାକ…
ଦୀପର ଆଲୋକରେ ଚମକିଲା ଲଣ୍ଡନର Downing Street: ବ୍ରିଟେନ ପ୍ରଧାନମନ୍ତ୍ରୀ ରୁଷି ସୁନକ ପତ୍ନୀଙ୍କ ସହ ଏପରି ମନାଇଲେ ଦୀପାବଳି
ନୂଆଦିଲ୍ଲୀ: ଦୀପାବଳିର ୨ ଦିନ ପୂର୍ବରୁ ବ୍ରିଟେନର ଡାଓ ଷ୍ଟ୍ରିଟ୍ କିମ୍ବା ପ୍ରଧାନମନ୍ତ୍ରୀଙ୍କ ବାସଭବନ ଦୀପ ଆଲୋକରେ ଆଲୋକିତ ହୋଇଛି। ବ୍ରିଟିଶ ପ୍ରଧାନମନ୍ତ୍ରୀ ରୁଷି ସୁନକ ତାଙ୍କ ପତ୍ନୀ ଅକ୍ଷତା ମୁର୍ତ୍ତୀଙ୍କ ସହ…
OPGC ପକ୍ଷରୁ ଆସିଲା ନିଯୁକ୍ତି ସୁଯୋଗ: ଖାଲି ପଦ ପୂରଣ ପାଇଁ ଜାରି ହେଲା ବିଜ୍ଞପ୍ତି
ଚାକିରି ଖୋଜୁଥିବା ରାଜ୍ୟର ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଓଡ଼ିଶା ଶକ୍ତି ଉତ୍ପାଦନ ନିଗମ (ଓପିଜିସି) ପକ୍ଷରୁ ଆସିଛି ଏକ ବଢ଼ିଆ ନିଯୁକ୍ତି ସୁଯୋଗ । ଯୋଗ୍ୟ ପ୍ରାର୍ଥୀଙ୍କୁ ଉଚ୍ଚ ବେତନରେ ନିଯୁକ୍ତି…
ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିବେଦନ: ପୂଜାରେ ପ୍ରଦୂଷଣ ମୁକ୍ତ ରହିବା ପାଇଁ ପ୍ରଶାସନ, ପୂଜା କମିଟି ଓ ଜନସାଧାରଣ ପାଇଁ ଜାରି ହେଲା…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରଦୂଷଣମୁକ୍ତ ରହିବା ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସପିସିବି) ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି । ଗଣେଶ ପୂଜା, ଖୁଦୁରୁକୁଣୀ ପୂଜା, ବିଶ୍ୱକର୍ମା ପୂଜା, ଦୁର୍ଗା…
ହଜାର ହଜାର ୟୁଜର୍ସଙ୍କ ଆକାଉଣ୍ଟ ଡିଲିଟ୍ କରିବାକୁ ଯାଉଛି ଗୁଗୁଲ: ଏହି ଭୁଲ୍ କଲେ ଲିଷ୍ଟରେ ଆସିପାରନ୍ତି ଆପଣ
ନୂଆଦିଲ୍ଲୀ: ଯଦି ଆପଣ ମଧ୍ୟ ଜଣେ ଜିମେଲ୍ ବ୍ୟବହାରକାରୀ, ତେବେ ଆପଣଙ୍କ ପାଇଁ ରହିଛି ଏକ ବଡ଼ ଖବର । ଆପଣଙ୍କର ଗୋଟିଏ ଭୁଲ୍ ଦ୍ୱାରା ଆପଣଙ୍କ ବହୁ ପୁରୁଣା ଜିମେଲ ଆକାଉଣ୍ଟ ଡିଲିଟ୍ ହୋଇପାରେ । ଗୁୁଗଲ କହିଛି ଯେ, ସେ…
ଜାମ୍ମୁ କାଶ୍ମୀରରେ ସେନାଙ୍କ ଦ୍ୱାରା TRF ଆତଙ୍କବାଦୀ ନିହତ, ଏକ ସପ୍ତାହ ପୂର୍ବରୁ ନେଇଥିଲେ ତାଲିମ
ଶ୍ରୀନଗର: ଜାମ୍ମୁ କାଶ୍ମୀର ଶୋପିଆନରେ ସେନାଙ୍କ ଦ୍ୱାରା ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। ଶୋପିଆନ୍ ଜିଲ୍ଲାର କାଟୋହଲାନ୍ ଅଞ୍ଚଳରେ ରାତିରେ ଏହି ଏନକାଉଣ୍ଟର ହୋଇଥିଲା। ଆତଙ୍କବାଦୀଙ୍କ ନିକଟରୁ…
ଘରେ ପଶି ମହିଳାଙ୍କ ଗଳାକାଟିଲା ଦୁର୍ବୃତ୍ତ: ଚାଲିଛି ତଦନ୍ତ
ମୁନିଗୁଡ଼ା: ଜଣେ ମହିଳାଙ୍କୁ ଘରେ ପଶି ଗଳାକାଟି ହତ୍ୟା କରିବା ଖବର ସାମ୍ନାକୁ ଆସିଛି । ଏପରି ଏକ ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ା ଥାନା ଅନ୍ତର୍ଗତ ହାଟମୁନିଗୁଡ଼ା ଗାଁରେ । ତେବେ ମହିଳାଙ୍କ ଘରୁ…
ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ବିଜ୍ଞପ୍ତି: ବୁଣାକାର ଓ ଶିଳ୍ପୀଙ୍କ ପୁରସ୍କାର ରାଶି ବୃଦ୍ଧି, ପ୍ରତିବର୍ଷ କରାଯିବ ସମ୍ମାନିତ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମାଜର ବିଭନ୍ନ ବର୍ଗର ଲୋକଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ଏହା ମଧ୍ୟରେ ବୁଣାକାରଙ୍କ ପାଇଁ ରାଜ୍ୟ ସରକାର ଆଗକୁ ଆସିଛନ୍ତି । ଶିଳ୍ପୀ ଓ…
ସବୁଦିନ ସକାଳୁ ଉଠିବା ପରେ ଏହି କାମ କରୁଥିଲେ ସାବଧାନ ! ସବୁ କାମରେ ଆସିପାରେ ବାଧା
ଦିନର ଆରମ୍ଭ ଯଦି ଭଲ ହୋଇଥାଏ, ତେବେ ସାରା ଦିନ ଭଲରେ କଟିଥାଏ ବୋଲି କୁହାଯାଏ । ସକାଳୁ ବିଛଣାରୁ ଉଠିବା ପରେ ଲୋକେ ଅଜାଣତରେ କିଛି ଏପରି କାମ କରିଦେଇଥାନ୍ତି,ଯାହାକି ତାଙ୍କର କାମ ଓ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିଥାଏ ।…
ଭାରତରେ ବିଦେଶୀ ୟୁନିଭରସିଟି କ୍ୟାମ୍ପସ ଆରମ୍ଭ ନେଇ UGC ଘୋଷଣା କଲା ନିୟମ
ନୂଆଦିଲ୍ଲୀ: ଭାରତରେ ବିଦେଶୀ ୟୁନିଭରସିଟିମାନେ ଏକରୁ ଅଧିକ କ୍ୟାମ୍ପସ ଆରମ୍ଭ କରିପାରିବେ । ମାତ୍ର ଏଥିପାଇଁ ବିଦେଶୀ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଅନୁମତି ନେବାକୁ ପଡ଼ିବ । ଅନ୍ୟପକ୍ଷରେ ଅନଲାଇନ କ୍ଲାନ ଓ ଡିଷ୍ଟାନସ…