
Browsing Category
Featured
ଜାନୁଆରୀ ୧୫ ସୁଦ୍ଧା ହେବ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା, ଏପରି ଆବେଦନ କରନ୍ତୁ ଛାତ୍ରଛାତ୍ରୀ
ଭୁବନେଶ୍ୱର: ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଆସନ୍ତାବର୍ଷ ଜାନୁଆରୀ ମାସ ୧୫ ତାରିଖ ସୁଦ୍ଧା ହେବ ବୋଲି ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ…
ବିଜେଡି ନେତାଙ୍କୁ ଦଳରୁ ବହିଷ୍କୃତ କଲେ ନବୀନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ଏନେଇ ରାଜ୍ୟର ପ୍ରମୁଖ ରାଜନୈତିକ ଦଳମାନେ ନିଜ ନିଜର ସଂଗଠନକୁ ସଜାଡ଼ିବା ସହିତ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ରାଜ୍ୟର…
ବିଧାନସଭା ନିର୍ବାଚନ: ଛତିଶଗଡ-ମିଜୋରାମରେ ଭୋଟିଂ ଆରମ୍ଭ, ସୁକମାରେ IED ବିସ୍ଫୋରଣ
ନୂଆଦିଲ୍ଲୀ: ଛତିଶଗଡର ୨୦ ଟି ବିଧାନସଭା ଆସନ ଏବଂ ମିଜୋରାମର ସମସ୍ତ ୪୦ ଟି ବିଧାନସଭା ଆସନ ପାଇଁ ଆଜି ମତଦାନ ଆରମ୍ଭ ହୋଇଯାଇଛି । ନଭେମ୍ବର ୧୭ ରେ ଛତିଶଗଡର ଅବଶିଷ୍ଟ ୭୦ ଟି ଆସନ ପାଇଁ ଭୋଟ୍ ଗ୍ରହଣ କରାଯିବ । ମତଦାନକୁ…
ରାଜ୍ୟ ବିଧାନସଭାର ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ପରଲୋକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ଦୁଃଖ ଖବର । ରାଜ୍ୟ ବିଧାନସଭା ପୂର୍ବତନ ବାଚସ୍ପତି ତଥା ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି ଆଉ ନାହାନ୍ତି । ଖରାପ ସ୍ୱାସ୍ଥ୍ୟ କାରଣରୁ ଗତ…
ସକାଳୁ ସକାଳୁ ବଙ୍ଗୋପସାଗରରେ ଭୂକମ୍ପର ଜୋରଦାର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୪.୨
ନୂଆଦିଲ୍ଲୀ: ମଙ୍ଗଳବାର (୭ ଅକ୍ଟୋବର) ସକାଳୁ ସକାଳୁ ବଙ୍ଗୋପସାଗରରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି । ଏହି ଭୂକମ୍ପ କମ୍ପନ ସକାଳ ୫.୩୨ ରେ ଘଟିଥିଲା । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ବଙ୍ଗୋପସାଗରର…
ସୁନା ଉପରେ ଫୋନ୍ ପେ ପକ୍ଷରୁ ଆକର୍ଷଣୀୟ ଅଫର: ଜାଣନ୍ତୁ କିପରି ଉଠାଇବେ ଫାଇଦା ?
ନୂଆଦିଲ୍ଲୀ : ଧନତେରସ ଏବଂ ଦୀପାବଳୀର ପାର୍ବଣ ଋତୁ ପାଇଁ ଫୋନପେ ପକ୍ଷରୁ ୨୪କ୍ୟାରେଟ ସୁନା ଉପରେ ଆକର୍ଷଣୀୟ କ୍ୟାସବ୍ୟାକ ଅଫର ଘୋଷଣା କରାଯାଇଛି । ଗ୍ରାହକମାନେ ଫୋନପେ ରୁ ସର୍ବନିମ୍ନ ୧୦୦୦ଟଙ୍କା ମୂଲ୍ୟର ଡିଜିଟାଲ…
ରାଜ୍ୟରେ ଖସିବ ପାରଦ, ବଢିବ ଶୀତ: ଅଧିକାଂଶ ଜିଲ୍ଲାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗର ସୂଚନା
ଭୁବନେଶ୍ୱର: ରାଜ୍ୟରେ ଶୀତର ପ୍ରଭାବ ଅନୁଭୂତ ହେଲାଣି । ଦିନକ ପରେ ଶୀତର ପ୍ରକୋପ ଅଧିକ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ମିଳିଥିବା ସୂଚନା ଅନୁଯାୟୀ…
(Video) ରାସ୍ତାରେ ଉଡ଼ୁଛି ପୁଳା ପୁଳା ଟଙ୍କା: କାର୍ ଭିତରୁ ନୋଟ୍ ଫିଙ୍ଗୁଛନ୍ତି ଯୁବକ
ନୂଆଦିଲ୍ଲୀ: ନିକଟରେ ‘ଫର୍ଜି’ ନାମରେ ଏକ ୱେବସିରିଜ ରିଲିଜ ହୋଇଥିଲା। ଯେଉଁଥିରେ ଦେଖିବାକୁ ମିଳିଥିଲା ଯେ, ପୋଲିସ ହାତରୁ ଖସିବା ପାଇଁ ଅଭିଯୁକ୍ତମାନେ ରାସ୍ତାରେ ଟଙ୍କା ଉଡାଉଛନ୍ତି, ଆଉ ନିଜ ଯୋଜନାରେ ସଫଳ ମଧ୍ୟ…
World Cupରୁ ବାଦ୍ ପଡ଼ିଲା ଶ୍ରୀଲଙ୍କା ଦଳ: ୩ ୱିକେଟରେ ବାଂଲାଦେଶକୁ ବିଜୟୀ
ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଦମଦାର ବିଜୟ ହାସଲ କରିଛି ବାଂଲାଦେଶ । ଏହି ପରାଜୟ ପରେ ଚଳିତ ବିଶ୍ୱକପ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛି ଶ୍ରୀଲଙ୍କା । ପୂର୍ବରୁ ବାଂଲାଦେଶ ଏହି ଦୌଡ଼ରୁ ବାଦ୍ ପଡ଼ିଥିବା ବେଳେ…
ଲାଭ ପଞ୍ଚମୀ କେବେ? ଜାଣନ୍ତୁ ତାରିଖ ଏବଂ ମୁହୁର୍ତ୍ତ, ବ୍ୟବସାୟୀଙ୍କ ପାଇଁ ଏହି ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ
ଦୀପାବଳି ପର୍ବ ଧନ୍ୱନ୍ତରୀରୁ ଆରମ୍ଭ ହୁଏ ଏବଂ ଏହି ଆଲୋକର ପର୍ବର ଶେଷ ଦିନ ଲାଭ ପଞ୍ଚମୀ ଭାବରେ ପାଳନ କରାଯାଏ। ଲାଭ ପଞ୍ଚମୀକୁ ସୌଭାଗ୍ୟ ଜ୍ଞାନ ପଞ୍ଚମୀ, ଜ୍ଞାନ ପଞ୍ଚମୀ ଏବଂ ଲାଭ ପଞ୍ଚମୀ ମଧ୍ୟ କୁହାଯାଏ । ବିଶ୍ୱାସ…