Browsing Category

Featured

ପ୍ରଦୂଷଣରେ ବେହାଲ ଦିଲ୍ଲୀ: ରୋକିବା ପାଇଁ କେଜ୍ରିୱାଲ ନେଇଛନ୍ତି ଏପରି ପଦକ୍ଷେପ

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀରେ ପ୍ରଦୂଷଣର ମାତ୍ରା ଦିନକୁ ଦିନ ବଢ଼ିବାରେ ଲାଗିଛି । ଦିଲ୍ଲୀ, ନୋଇଡ଼ା, ଗୁରୁଗ୍ରାମ, ଗାଜିଆବାଦ ଏବଂ ଫରିଦାବାଦ ପରି ସହରରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।…

ଆପଣଙ୍କ YouTube ଭିଡିଓରେ ଲାଗିଯାଇଛି କି କପିରାଇଟ୍ ଷ୍ଟ୍ରାଇକ୍? ଏହି ଉପାୟରେ ହଟାନ୍ତୁ

ଆଜିକାଲି ସୋସିଆଲ ମିଡିଆରେ ଭାଇରାଲ ହେବା ଏବଂ ଏଥିରୁ ଟଙ୍କା ରୋଜଗାର କରିବାର ଆଗ୍ରହ ଲୋକମାନଙ୍କଠାରେ ଦେଖିବାକୁ ମିଳୁଛି । ଭିଡିଓକୁ ଭାଇରାଲ୍ କରିବା ପାଇଁ ଲୋକମାନେ ପ୍ରାୟତଃ ଅନ୍ୟର ବିଷୟବସ୍ତୁ କିମ୍ବା ସଙ୍ଗୀତ ଉଠାଇ…

ଲଭ ସେକ୍ସ ଧୋକା ଅଭିଯୋଗ: ଓଡ଼ିଆ କଣ୍ଠଶିଳ୍ପୀ ଦେବେଶ ପତି ଗିରଫ

ଭୁବନେଶ୍ୱର: ଓଡ଼ିଆ କଣ୍ଠଶିଳ୍ପୀ ଦେବେଶ ପତି ଗିରଫ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଲଭ ସେକ୍ସ ଧୋକା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଅଭିଯୋଗ ଅନୁସାରେ, ବିବାହର ପ୍ରଲୋଭନ ଦେଖାଇ ସେ ଜଣେ ଯୁବତୀଙ୍କ ସହ…

ଭଡ଼ାଘରେ ରହୁଥିବା ଲୋକଙ୍କ ଠାରେ ସମୟ ପୂର୍ବରୁ ଦେଖାଯାଉଛି ବାର୍ଦ୍ଧକ୍ୟ ଲକ୍ଷଣ: ରିପୋର୍ଟ

ସାଧାରଣତଃ ସହରରେ ଅନେକ ଲୋକ ଭଡ଼ାଘର ନେଇ ରହୁଛନ୍ତି । କାରଣ ଘର କିଣିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ । ଭଡ଼ା ଘରେ ରହିବାରେ ଅନେକ ସମସ୍ୟା ମଧ୍ୟ ଅଛି । ଘର ମାଲିକଙ୍କ କହିବା ଅନୁସାରେ ଚଳିବାକୁ ହୋଇଥାଏ । ବିଜୁଳି ଓ…

ଜିକା ଭାଇରସ ଆତଙ୍କ: ପଜିଟିଭ୍ ଚିହ୍ନଟ ପରେ ହାଇ ଆଲର୍ଟରେ ସ୍ୱାସ୍ଥ୍ୟ ବିଭାଗ

ବେଙ୍ଗାଲୁରୁ: ଗୋଟେ ଭାଇରସ ନଯାଉଣୁ ଆଉ ଗୋଟେ ଭାଇରସ ଉଭା ହେବା ଫଳରେ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିଚାଲିଛି । ଏବେ କର୍ଣ୍ଣାଟକରେ ମାରାତ୍ମକ ଜିକା ଭାଇରସ ଚିହ୍ନଟ ହୋଇଛି । ଏନେଇ ସ୍ୱାସ୍ଥ୍ୟ ବିଭାଗରେ ହାଇ ଆଲର୍ଟରେ…

IND vs SL ମ୍ୟାଚ ମଝିରେ ନାଚିଲେ କିଙ୍ଗ କୋହଲି: ଦର୍ଶକଙ୍କ ଗୀତରେ ଝୁମିଲେ ବିରାଟ

ଶ୍ରୀଲଙ୍କା ବିପକ୍ଷରେ ଏକ ବିଶାଳ ବିଜୟ ହାସଲ କରି ସେମି ଫାଇନାଲରେ ପ୍ରବେଶ କରିଛି ଟିମ ଇଣ୍ଡିଆ । ଅଲରାଉଣ୍ଡ ପ୍ରଦର୍ଶନ କରି ଭାରତ ଶ୍ରୀଲଙ୍କାକୁ ୩୦୨ ରନର ଏକ ବିରାଟ ବ୍ୟବଧାନରେ ପରାସ୍ତ କରି ରେକର୍ଡ ନିଜ ନାମରେ…

ଘୋଷଣା ହେଲା ଦିପାବଳୀ ଉପହାର: ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ମିଳିବ ବୋନସ୍ ଫାଇଦା

ନୂଆଦିଲ୍ଲୀ: ନିକଟରେ ଦଶହରା ବଡ଼ ଧୁମଧାମରେ ପାଳିତ ହୋଇଥିବା ବେଳେ ଆଗକୁ ଆସୁଛି ଦିପାବଳୀ । ସାଧାରଣ ଭାବେ ପାର୍ବଣ ସିଜିନରେ ସରକାରୀ ଓ ବେସରକାରୀ ଅଫିସରେ କର୍ମଚାରୀଙ୍କ ପାଇଁ ଅନେକ ଉପହାର ଘୋଷଣା କରାଯାଇଥାଏ । ନିକଟରେ…

ଭାରତ ଜିତିଲା, ପାକିସ୍ତାନ ହସିଲା: ଟିମ୍ ଇଣ୍ଡିଆର ବିଜୟରେ ପଡ଼ୋଶୀ ଦେଶକୁ ମିଳିଲା ବଡ଼ ଫାଇଦା

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷରେ ବିଜୟ ହାସଲ କରିବା ପରେ ଟିମ୍ ଇଣ୍ଡିଆ ଚଳିତ ବିଶ୍ୱକପରେ ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି । ପ୍ରଥମେ ବ୍ୟାଟିଂ କରି ୩୫୮ ରନର ଟାର୍ଗେଟ ଦେଇଥିବା ଭାରତର ଲକ୍ଷ୍ୟକୁ…

ବରିଷ୍ଠ ସାମ୍ବାଦିକ ଶରତ ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାମ୍ବାଦିକତା କ୍ଷେତ୍ରରୁ ଆସିଛି ଏକ ଦୁଃଖ ଖବର । ବରିଷ୍ଠ ସାମ୍ବାଦିକ ଶରତ ମିଶ୍ର ଆଉ ନାହାନ୍ତି । ୮୭ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ସେ ଦୈନିକ ନ୍ୟୁଜ ପେପର ‘ସମାଜର’ର ପୂର୍ବତନ…

ପଶ୍ଚିମା ଝଡ଼ର ପ୍ରଭାବରେ ରାଜ୍ୟରେ କାଲିଠୁ ହେବ ବର୍ଷା, ଆସନ୍ତା ୨୪ ଘଣ୍ଟା ପାଇଁ ଏହି ଜିଲ୍ଲା ସାବଧାନ୍ !

ଭୁବନେଶ୍ୱର: ପଶ୍ଚିମା ଝଡ଼ର ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ଆସନ୍ତାକାଲିଠାରୁ ବର୍ଷା ହେବାର ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ପୂର୍ବାଳି ତରଙ୍ଗ ଯୋଗୁଁ ଗଞ୍ଜାମ ଓ ଗଜପତି…