Browsing Category
Featured
ଖୁସି ଖବର! ଆହୁରି ବୃଦ୍ଧି ପାଇବ କୃଷକଙ୍କ ଆୟ, ସରକାର ୬ଟି ରବି ଫସଲରେ ବଢାଇଲେ MSP
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷକମାନଙ୍କ ଆମଦାନୀ ଏବଂ ଆର୍ଥିକ ସ୍ଥିତିକୁ ଦୃଢ କରିବା ଲାଗି ଲଗାତାର କାମ କରିଆସୁଛନ୍ତି । ଏହାରି ମଧ୍ୟରେ ସରକାର ଦୀପାବଳି ପୂର୍ବରୁ ଦେଶର କୃଷକଙ୍କୁ ଭେଟି ଦେଇଛନ୍ତି…
ଯାଚିକା ଗ୍ରହଣ ନ ହେବାରୁ ଭିନ୍ନ ତରିକାରେ କଲେ ପ୍ରତିବାଦ, ସୁପ୍ରିମକୋର୍ଟ ପରିସରରେ ପରସ୍ପରକୁ ମୁଦି ପିନ୍ଧାଇଲେ ଦୁଇ ସମଲିଙ୍ଗୀ
ନୂଆଦିଲ୍ଲୀ: ଗତକାଲି ସୁପ୍ରିମକୋର୍ଟ ସମଲିଙ୍ଗୀ ବିବାହକୁ ମାନ୍ୟତା ଦେବାକୁ ମନା କରିବା ପରେ ଆଜି ସର୍ବୋଚ୍ଚ ନ୍ୟାୟାଳୟ ପରିସରରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଛି । ସୁପ୍ରିମକୋର୍ଟରେ ସମଲିଙ୍ଗୀ ବିବାହକୁ…
ସାବଧାନ୍ ବାଂଲାଦେଶ! World Cupରେ ନୂଆ ଅବତାର ନେଉଛନ୍ତି ରୋହିତ: ଅଶ୍ୱୀନ ହେଲେ ଗୁରୁ
ନୂଆଦିଲ୍ଲୀ: ଚଳିତ ବିଶ୍ୱକପରେ ଭାରତର ଅଧିନାୟକ ରୋହିତ ଶର୍ମା ଦମଦାର ଫର୍ମରେ ରହିଛନ୍ତି । ଆଫଗାନିସ୍ତାନ ବିପକ୍ଷରେ ଶତକ ହାସଲ କରିବା ପରେ ପାକିସ୍ତାନ ବିପକ୍ଷରେ ଧୂଆଁଧାର ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି ରୋହିତ ।…
ଜମିଜମା ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ନିଷ୍ପତ୍ତି
ଓଡିଶା ଭାସ୍କର; ବିଭିନ୍ନ ସ୍ଥାନରେ ଜମି ସମସ୍ୟାର ସମାଧାନ କରାଯାଇ ଲୋକଙ୍କୁ ପଟ୍ଟା ଦେବାପାଇଁ ନୀତିଗତ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଆଜି ସିକିମ ରୟତ ମାନଙ୍କ ଜମି ସମସ୍ୟା ଓ ସମ୍ବଲପୁର ଜିଲ୍ଲାର ରେଙ୍ଗାଲୀ…
ସାମ୍ବାଦିକା ସୌମ୍ୟା ବିଶ୍ୱନାଥନ ହତ୍ୟା ମାମଲାରେ ସମସ୍ତ ୫ ଅପରାଧୀଙ୍କୁ କରାଗଲା ଦୋଷୀ ସାବ୍ୟସ୍ତ, ୧୫ ବର୍ଷ ପରେ ହେଲା ଶୁଣାଣି
ନୂଆଦିଲ୍ଲୀ: ସାମ୍ବାଦିକା ସୌମ୍ୟା ବିଶ୍ୱନାଥନ ହତ୍ୟା ମାମଲାରେ ଦିଲ୍ଲୀର ସାକେଟ କୋର୍ଟ ୫ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହି ନିଷ୍ପତ୍ତି ଘଟଣାର ୧୫ ବର୍ଷ ପରେ ନିଆଯାଇଛି । ଏବେ ଏହି ମାମଲାରେ ୨୬…
ଗୁଳିଗୋଳା ବର୍ଷଣକୁ ଖାତିର ନ କରି ଇସ୍ରାଏଲ ଦମ୍ପତିଙ୍କ ଜୀବନ ରକ୍ଷା କରିଛନ୍ତି ଭାରତର ୨ ମହିଳା, ସବୁଠି ଏବେ ଏହି ସୁପରଓମେନ୍ଙ୍କୁ ନେଇ…
ନୂଆଦିଲ୍ଲୀ: ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ସ୍ଥିତି ଏବେ ଭୟଙ୍କର ରୂପ ନେବାରେ ଲାଗିଛି । ହମାସ ବିରୁଦ୍ଧରେ ଇସ୍ରାଏଲ ଖୋଜି ଖୋଜି ପ୍ରତିଶୋଧ ନେଉଛି । ତେବେ ଏହି ଯୁଦ୍ଧରେ ୨ ଭାରତୀୟ ମହିଳାଙ୍କର ଖୁବ୍ ପ୍ରଶଂସା…
ଏୟାର ଷ୍ଟ୍ରାଇକରେ ୫୦୦ଲୋକଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦୀ, କହିଲେ ଏହି କଥା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗାଜାର ଅଲ ଅହଲୀ ହସ୍ପିଟାଲରେ ହୋଇଥିବା ଏୟାର ଷ୍ଟ୍ରାଇକକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଯେଉଁମାନେ ମଧ୍ୟ ଏହି ମାମଲାରେ ଅଭିଯୁକ୍ତ, ସେମାନଙ୍କୁ…
ଶାରଦୀୟ ନବରାତ୍ରୀ ସମୟରେ ୯ ଦିନରେ ପିନ୍ଧନ୍ତୁ ଏହି ଭିନ୍ନ ରଙ୍ଗର ପୋଷାକ: ପାଇବେ ମା ଦୁର୍ଗାଙ୍କ ଆଶୀର୍ବାଦ
ଶାରଦୀୟ ନବରାତ୍ରୀର ପର୍ବ ଅକ୍ଟୋବର ୧୫ରୁ ଆରମ୍ଭ ହୋଇଯାଇଛି । ନବରାତ୍ରିର ଏହି ନଅ ଦିନରେ ମାତା ଦେବୀଙ୍କର ନଅଟି ରୂପକୁ ପୂଜା କରାଯାଏ । ନବରାତ୍ରୀରେ ରଙ୍ଗର ବିଶେଷ ମହତ୍ତ୍ୱ ରହିଛି । କୁହାଯାଏ ଯେ, ଏହି ନଅ ଦିନର…
Jio ର ସବୁଠାରୁ ଶସ୍ତା ୮୪ ଦିନର ରିଚାର୍ଜ ପ୍ଲାନ,Netflix ସହ ମିଳିବ ପ୍ରତିଦିନ 3GB ଡାଟା
ଓଡିଶା ଭାସ୍କର : ଯେତେବେଳେ ସବୁଠାରୁ ଶସ୍ତା ରିଚାର୍ଜ କଥା ଆସେ ସେତେବେଳେ ସବୁଠାରୁ ପ୍ରଥମେ ରିଲିଆନ୍ସ ଜିଓର ନାମ ଆଗକୁ ଆସିଥାଏ । ଦେଶର ଆଜି ସବୁଠାରୁ ବଡ ଟେଲିକମ କମ୍ପାନୀ ହେଉଛି ରିଲିଆନ୍ସ । ଜିଓ ତାହାର ସବୁ…
ଭାରତକୁ ବାଂଲାଦେଶର କଡ଼ା ଟକ୍କର; କହୁଛି ୧୦୦ରନ୍ ଭିତରେ କରିଦେବ ଅଲଆଉଟ୍
ଓଡ଼ିଶା ଭାସ୍କର: ୨୦୨୩ କ୍ରିକେଟ ବିଶ୍ୱକପ୍ରେ ପଛୁଆ ଦଳ ସବୁ କମାଲ କରୁଛନ୍ତି । ଆଗୁଆ ଦଳ ମାନଙ୍କୁ ହରାଇ ଦେଉଛନ୍ତି । ବହୁତ ବହୁତ ବ୍ୟବଧାନରେ ହରଉଛନ୍ତି ପଛୁଆ ଦଳ । ହଁ ଆଜ୍ଞା ଚାଲିଛି ବିଶ୍ୱକପ୍ର ମହାମୁକାବିଲା ।…