Browsing Category

Featured

ଏଲନ ମସ୍କ କଲେ ଘୋଷଣା : ଟ୍ୱିଟରରେ କ୍ରିଏଟର୍ସଙ୍କୁ ମିଳିବ ଟଙ୍କା : ଜାଣନ୍ତୁ କେଉଁ କାମ ପାଇଁ ମିଳିବ ଟଙ୍କା

ନୂଆ ଦିଲ୍ଲୀ : ଟ୍ୱିଟର ସହ ଜଡିତ କ୍ରିଏଟର୍ସଙ୍କ ପାଇଁ ଏଲନ ମସ୍କ ଏକ ଖୁସି ଖବର ଦେଇଛନ୍ତି । ଟ୍ୱିଟର ହେଉଛି ମସ୍କଙ୍କର ମାଲିକାନାରେ ଥିବା ମାଇକ୍ରୋ ବ୍ଲଗିଙ୍ଗ କମ୍ପାନୀ , ଖୁବ ଶୀଘ୍ର ଏଥିରେ ଦିଆଯାଉଥିବା ବିଜ୍ଞାପନ…

କ୍ୟାନସରର ଚିକିତ୍ସାରେ ଇସ୍ରାଏଲ୍ ଗବେଷକଙ୍କ ନୂଆ ସଫଳତା, ୯୦ ପ୍ରତିଶତ ରୋଗୀ ହୋଇସାରିଲେଣି ସୁସ୍ଥ

ନୂଆଦିଲ୍ଲୀ: କ୍ୟାନସର ଏପରି ଏକ ଭୟାବହ ରୋଗ ଯାହାର ନା ଶୁଣିବା ମାତ୍ରକେ ଆଖି ସାମ୍ନାରେ ମୃତ୍ୟୁର ଚିତ୍ର ହିଁ ଭାସି ଉଠେ । କିନ୍ତୁ ବହୁ ନୂତନ ଅଧ୍ୟୟନ ବଳରେ ଧୀରେ ଧୀରେ ଏହି ରୋଗର ଚିକିତ୍ସା କ୍ଷେତ୍ରରେ ବିଭିନ୍ନ…

ଏବେ ପ୍ରବାସୀ ଭାରତୀୟଙ୍କୁ ମିଳିବ ଭୋଟିଂ ଅଧିକାର ! ସିଇସି ରାଜୀବ କୁମାରଙ୍କ ସୂଚନା – କହିଲେ ଯୋଜନା ପ୍ରସ୍ତୁତ ଚାଲିଛି

ନୂଆଦିଲ୍ଲୀ : ଏଣିକି ବିଦେଶରେ ରହୁଥିବା ଭାରତୀୟମାନଙ୍କୁ ମତଦାନର ସୁବିଧା ମିଳିବ । କେନ୍ଦ୍ରୀୟ ନିର୍ବାଚନ ଆୟୋଗ ଏହାକୁ ନେଇ ଯୋଜନା ପ୍ରସ୍ତୁତ କରୁଛନ୍ତି । ନିର୍ବାଚନ କମିଶନର ମୁଖ୍ୟ ରାଜୀବ କୁମାର ସୂଚନା ଦେଇ…

ଅଗଷ୍ଟରେ ହେବ CTET 2023 ପରୀକ୍ଷା, ଏପରି ଡାଉନଲୋଡ କରିପାରିବେ ସିଲାବସ୍

ନୂଆଦିଲ୍ଲୀ: ସିଟିଇଟି ୨୦୨୩ ପରିକ୍ଷା ପାଇଁ ଆବେଦନ କରୁଥିବା ଲୋକଙ୍କ ଅପେକ୍ଷା ଶେଷ ହୋଇଛି । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ, ସିବିଏସଇ ଦ୍ୱାରା ସିଟିଇଟି ୨୦୨୩ ର ତାରିଖ ଘୋଷଣା କରାଯାଇଛି । ଚଳିତ ବର୍ଷ…

WTC ଫାଇନାଲ ଜିତିବା ପାଇଁ ଭାରତକୁ ଭାଙ୍ଗିବାକୁ ପଡ଼ିବ ୧୨୧ ବର୍ଷର ରେକର୍ଡ

ନୂଆଦିଲ୍ଲୀ: ଇଂଲଣ୍ଡରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ଜାରି ରହିଛି । ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ଟିମ୍ ୨୯୬ ଆଗରେ ରହିଛି । ଦ୍ୱିତୀୟ ଇନିଂସରେ ୪ ଉଇକେଟ୍ ହରାଇ ଅଷ୍ଟ୍ରେଲିଆ ଟିମ୍…

ବାସନ୍ଦ ହେଲା ବାହାନଗା ରେଳ ଷ୍ଟେସନ, ଏବେ ଅଟକିବ ନାହିଁ କୌଣସି ଟ୍ରେନ୍ – ଦକ୍ଷିଣ ପୂର୍ବ ରେଳତଟ ସିପିଆରଓଙ୍କ ସୂଚନା

ଭୁବନେଶ୍ୱର : ବାହାନଗା ସ୍କୁଲ ପରେ ଏବେ ବାହନଗା ରେଳ ଷ୍ଟେସନକୁ ବାସନ୍ଦ କରାଯାଇଛି । ଭୂତ ପ୍ରେତ ଆଶଙ୍କାରେ ସ୍କୁଲ ଘରକୁ ଭଙ୍ଗା ଯାଉଥିବାବେଳେ ଏବେ ବାହାନଗା ବଜାର ରେଳ ଷ୍ଟେସନକୁ ଏକ ପ୍ରକାର ବାସନ୍ଦ କରାଯାଇଛି ବୋଲି…

ଏହି ବୟସ ପରେ ପିଲାଙ୍କୁ ନିଜ ସହିତ ଶୁଆନ୍ତୁ ନାହିଁ: ଜାଣନ୍ତୁ ଏହାର କାରଣ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କହିଛନ୍ତି ଯେ, ପାଞ୍ଚ ବର୍ଷ ବୟସ ପର୍ଯ୍ୟନ୍ତ ପିଲାକୁ ବହୁତ ଯତ୍ନ ନିଅନ୍ତୁ, ୧୦ ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କୁ ତାଗିଦ୍ କରି ଭୁଲ ଠିକ ଜିନିଷକୁ ବୁଝାନ୍ତୁ ଓ ୧୬ ବର୍ଷ…

ବିନା ଲାଇସେନ୍ସରେ ସୁଧ କାରବାର କରୁଛନ୍ତି କି? ଆଇନର କାଠଗଡାକୁ ଟଣା ହୋଇପାରନ୍ତି

ନୂଆଦିଲ୍ଲୀ: ବ୍ୟକ୍ତି ବ୍ୟକ୍ତିଗତ ଆବଶ୍ୟକତା ଲାଗି କିମ୍ବା ବ୍ୟବସାୟରେ ଖଟାଇବା ଲାଗି ଟଙ୍କା ଆବଶ୍ୟକ ପଡିଲେ ବ୍ୟାଙ୍କ କିମ୍ବା ଅନ୍ୟ ଆର୍ଥିକ ସଂସ୍ଥାରୁ ଋଣ ଉଠାଇଥାଏ । ବ୍ୟାଙ୍କ ଠାରୁ ଆରମ୍ଭ କରି ଏହି ସମସ୍ତ ଆର୍ଥିକ…

ହଠାତ୍ ସାପ ଦେଖିଲେ ପିଟିକି ମାରି ଦେଉଛନ୍ତି କି ? ଆପଣଙ୍କ ନାଁରେ ଏଫଆଇଆର ହୋଇପାରେ

ନୂଆଦିଲ୍ଲୀ : ହଠାତ୍ ସାପ ଦେଖିଲେ କ’ଣ କରିବେ । ଭୟବୀତ ହୋଇଯିବେ ବା ଛନିଆ ହୋଇଯିବେ । ଭୟବୀତ ହୋଇ ଆପଣ ସାପଟିକୁ ପିଟି ପିଟି ମାରିଦେବେ । ମଲା ସାପକୁ ରାସ୍ତାକଡକୁ ଫିଙ୍ଗି ଦେବେ ନହେଲେ ଜାଳି ଦେବେ । କିନ୍ତୁ ଏମିତି…

୬୦,୦୦୦ରୁ ନିମ୍ନକୁ ଖସିଲା ସୁନା ଦର, କିଣିବା ପୂର୍ବରୁ ଜାଣି ନିଅନ୍ତୁ କେତେ ରହିଛି

ନୂଆଦିଲ୍ଲୀ: ଗତ କିଛି ଦିନ ଧରି ସୁନା ରେଟ୍ ସ୍ଥିର ରହିଥିଲା । ପରେଏହାର ପ୍ରତି ୧୦ ଗ୍ରାମର ମୂଲ୍ୟ ୬୦ ହଜାରକୁ ଖସି ଆସଥିଲା । ଗତ ମାସରେ ସୁନାର ଚାହିଦା ବେଶ୍ ଅଧିକ ରହିଥିଲା । ଚଳିତ ଆର୍ଥିକ ବର୍ଷର ପ୍ରଥମ…