Browsing Category

Featured

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଘୋଷଣା: ଯୋଗର ବାର୍ତ୍ତା ପ୍ରସାର କରିବାରେ ମିଡିଆର ଅବଦାନକୁ ମାନ୍ୟତା ଦେବା ପାଇଁ ୩୩ ଟି ପୁରସ୍କାର

ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ମିଡିଆ ସମ୍ମାନର ଦ୍ୱିତୀୟ ସଂସ୍କରଣ ସମ୍ପର୍କରେ ଘୋଷଣା କରିଛି। ଅନ୍ତର୍ଜାତୀୟ ଯୋଗ ଦିବସ ମିଡିଆ ସମ୍ମାନ ୨୦୨୩ ଅଧୀନରେ ତେତିଶ ଜଣଙ୍କୁ…

OJEE 2023 ; ବଢିଲା ଆବେଦନ ତାରିଖ, ଜାଣନ୍ତୁ ଶେଷ ତାରିଖ କେବେ, ଆଜି ଶୀଘ୍ର ଆବେଦନ କରନ୍ତୁ

ନୂଆଦିଲ୍ଲୀ : ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ପାଇଁ ଶେଷ ତାରିଖ ବୃଦ୍ଧି କରାଯାଇଛି । ପଞ୍ଜୀକରଣ ତାରିଖ ୧୦ ଜୁନ୍ ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଅବେଦନ କରିନଥିବା ପ୍ରାର୍ଥୀ ଆଜି ମଧ୍ୟ ଆବେଦନ କରିପାରିବେ…

ଖୋଲା ବିଚାରଧାରାକୁ ପସନ୍ଦ କରନ୍ତି ଏକୁଟିଆ ରହୁଥିବା ଲୋକ, ଜାଣନ୍ତୁ ସେମାନଙ୍କର ଅନ୍ୟ ଗୁଣ

ଆଜିକାଲିର ପରିସ୍ଥିତି ଓ ବଦଳୁଥିବା ଜୀବନଶୈଳୀ ଯୋଗୁଁ ଲୋକଙ୍କ ମଧ୍ୟରେ ପରିବର୍ତ୍ତନ ଦେଖାଯିବା ସ୍ବାଭାବିକ କଥା । ତେବେ ଏହି ପରିବର୍ତ୍ତନ ପାଇଁ ଜଣେ ଅନ୍ୟଜଣଙ୍କଠାରୁ ଭିନ୍ନ ହୋଇଥାନ୍ତି। କାହାକୁ ପରିବାର ସହିତ ମିଶିି…

ଫୋନ୍ ହଜିଗଲେ କିମ୍ବା ଚୋରି ହୋଇଗଲେ ଡରନ୍ତୁ ନାହିଁ, ପ୍ରଥମେ ଆପଣାନ୍ତୁ ଏହି ପଦକ୍ଷେପ

ଭୁବନେଶ୍ୱର: ବର୍ତ୍ତମାନ ସମୟରେ ଲୋକମାନଙ୍କ ପାଖରେ କିଛି ଥାଉ କି ନଥାଉ ଖଣ୍ଡିଏ ଫୋନ୍ ନିହାତି ଥାଏ। ନୂତନ ପ୍ରଯୁକ୍ତିବିଦ୍ୟା ସହିତ ଲୋକେ ଫୋନ୍ ମାଧ୍ୟମରେ ସେମାନଙ୍କର ଅନେକ କାମ କରି ପାରୁଛନ୍ତି। ଲୋକମାନେ ପ୍ରାୟତଃ…

ଚମତ୍କାର ! ଭୟଙ୍କର ବିମାନ ଦୁର୍ଘଟଣା ପରେ ବି ବଞ୍ଚିଛି ଜୀବନ, ଜଙ୍ଗଲରେ ୪୦ ଦିନ କାଟିବା ପରେ ଜୀବନ୍ତ ଉଦ୍ଧାର ହେଲେ ୪ ଶିଶୁ

ନୂଆଦିଲ୍ଲୀ : କୁହାଯାଏ ରଖେ ହରି, ମାରେ କିଏ । ଏହାର ଅର୍ଥ ଯଦି ହରି କାହାକୁ ବଞ୍ଚାଇବାକୁ  ଚାହିଁବେ, ତେବେ ସେଠୋର କିଏ ବା କ’ଣ କରିପାରିବ । ସେହିଭଳି କିଛି ଘଟଣା ସାମ୍ନାକୁ ଆସିଛି । ଏକ ଭୟଙ୍କର ବିମାନ ଦୁର୍ଘଟଣାରେ…

Video: ଲାଇଭ୍ ଟିଭି ଶୋରେ ଶୋଏବ ଜମାଇଙ୍କ ଉପରେ ଆକ୍ରମଣ କଲେ ସହ ପେନାଲିଷ୍ଟ ସୁବୁହୀ ଖାନ୍‌, ପ୍ରଥମେ ପିଟିଲେ ପୁଣି ଦୌଡ଼ାଇଲେ

ନୂଆଦିଲ୍ଲୀ: ନିଜକୁ ଇସଲାମବାଦୀ ଜ୍ଞାନୀ କହୁଥିବା ଶୋଏବ ଜମାଇ ଅନେକ ସମୟରେ ଟିଭିରେ ନଜର ଆସିଥାନ୍ତି। ଶୁକ୍ରବାର ଏକ ଲାଇଭ୍ ଟିଭି ଶୋରେ ଜଣେ ସାଥି ପେନାଲିଷ୍ଟ ଶୋଏବଙ୍କ ଉପରେ ଆକ୍ରମଣ କରି ଦେଇଛନ୍ତି। ଶୋ ଚାଲିଥିବା…

ଅଧିକ ଦିନ ପର୍ଯ୍ୟନ୍ତ ସ୍ତନ୍ୟପାନ କରିଥିବା ଶିଶୁର ବ୍ରେନ ହୋଇଥାଏ ତୀକ୍ଷ୍ଣ, ପାଠପଢ଼ାରେ ହୋଇଥାନ୍ତି ମେଧାବୀ: ରିପୋର୍ଟରୁ ଖୁଲାସା

ଅଧିକ ଦିନ ପର୍ଯ୍ୟନ୍ତ ସ୍ତନ୍ୟପାନ କରିଥିବା ଶିଶୁର ବ୍ରେନ ତୀକ୍ଷ୍ଣ ହୋଇଥାଏ । ଏହା ସହ ଦୀର୍ଘଦିନ ସ୍ତନ୍ୟପାନ କରିଥିବା ଶିଶୁ ଭଲ ପାଠ ପଢିଥାଆନ୍ତି । ବ୍ରିଟେନର ଏକ ରିପୋର୍ଟରେ ପ୍ରକାଶ ପାଇଛି । ୧୬ ବର୍ଷ ବୟସର…

ପିଛା ଛାଡୁନି ଟ୍ରେନ୍ ଅଘଟଣ ; ଆଜି ପୁଣି କୋଇଲା ବୋଝେଇ ଟ୍ରେନ୍ ରେ ଅଗ୍ନିକାଣ୍ଡ

ଭୁବନେଶ୍ୱର : ପିଛା ଛାଡୁନି ଟ୍ରେନ୍ ଅଘଟଣ । ପ୍ରତିଦିନ ଟ୍ରେନ୍ ଅଘଟଣକୁ ନେଇ ଖବର ଆସୁଛି । ଗୋଟିଏ ସପ୍ତାହ ମଧ୍ୟରେ ଅନେକ ଟ୍ରେନ୍ ଅଘଟଣ ଘଟି ସାରିଛି । ଆଜି ସକାଳୁ ଆଉ ଏକ ବଡ ଅଘଟଣ ଖବର ଆସିଛି । ବାଲେଶ୍ୱର ଜିଲା…

ମଧୁମେହ ଏବଂ ଉଚ୍ଚ ରକ୍ତଚାପ ସମେତ ୨୩ ଔଷଧର ରିଟେଲ ଦର ଧାର୍ଯ୍ୟ କଲା ଏପିପିଏ

ନୂଆଦିଲ୍ଲୀ: ଜାତୀୟ ଔଷଧ ନିୟନ୍ତ୍ରକ ଏନ୍‌ପିପିଏ ୨୩ ଟି ଔଷଧର ରିଟେଲ ଦର ଧାର୍ଯ୍ୟ କରିଛନ୍ତି । ମଧୁମେହ ଏବଂ ଉଚ୍ଚ ରକ୍ତଚାପ ପାଇଁ ଔଷଧ ମଧ୍ୟ ଏଥିରେ ସାମିଲ ଅଛି। ଗତମାସ ୨୬ ତାରିଖରେ ହୋଇଥିବା ଏନ୍‌ପିପିଏର ୧୧୩ ତମ…

ଶନି ଦେବଙ୍କ ଆଶୀର୍ବାଦ ପୂର୍ବରୁ ମିଳିଥାଏ ଏହି ସଙ୍କେତ, ଭାଗ୍ୟ ଉଜ୍ଜ୍ୱଳ ହେବା ଆରମ୍ଭ କରେ

ଶନି ଦେବ ଶୁଭ ସଙ୍କେତ: ଜ୍ୟୋତିଷ ଶାସ୍ତ୍ରରେ ସପ୍ତାହର ସାତ ଦିନ ଗୋଟିଏ ଦେବତା ବା ଗ୍ରହ ପାଇଁ ଉତ୍ସର୍ଗୀ ହୋଇଥାଏ । ଶନିବାର ଶନି ଦେବଙ୍କ ଦିନ ବୋଲି ବିବେଚନା କରାଯାଏ । ଏହି ଦିନ ଲୋକମାନେ ଶନି ଦେବଙ୍କ ଆଶୀର୍ବାଦ…