Browsing Category

Featured

ମହାକାଶକୁ ଯାଉଥିବା ବୈଜ୍ଞାନିକଙ୍କ ବ୍ରେନ ଉପରେ ପଡୁଛି ଖରାପ ପ୍ରଭାବ, କ୍ୟାନ୍ସର ହେବାର ବଢ଼ିଲା ବିପଦ : ନାସାର ଅଧ୍ୟୟନରେ ଖୁଲାସା

ଓ୍ବାଶିଂଟନ: ମହାକାଶରେ ଯାତ୍ରା କରୁଥିବା ଲୋକଙ୍କ ମସ୍ତିଷ୍କ ଉପରେ ବୈଜ୍ଞାନିକମାନେ ଏକ ନୂଆ ଅଧ୍ୟୟନ କରିଛନ୍ତି । ବୈଜ୍ଞାନିକମାନେ କହିଛନ୍ତି ଯେ, ମହାକାଶକୁ ଯାଉଥିବା ବୈଜ୍ଞାନିକମାନଙ୍କ ବ୍ରେନ ଉପରେ ଖରାପ ପ୍ରଭାବ…

‘ରଘୁରାମ ରାଜନ ଜଣେ ବିଫଳ ଅର୍ଥନୀତିଜ୍ଞ, ଭାରତୀୟ ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ନଷ୍ଟ କରିଛନ୍ତି’: କହିଲେ କେନ୍ଦ୍ରମନ୍ତ୍ରୀ ରାଜୀଭ…

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଭାରତୀୟ ଜନତା ପାର୍ଟି ଟାର୍ଗେଟ୍‌ରେ ଆସିଛନ୍ତି। କେନ୍ଦ୍ର ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରାଜୀଭ ଚନ୍ଦ୍ରଶେଖର ରଘୁରାଜନଙ୍କୁ ଟାର୍ଗେଟ୍…

ଛତିଶଗଡର ବିଳାଶପୁର ରେଳ ଷ୍ଟେସନରେ ପୁଣି ଥରେ ଟ୍ରେନ୍ ଦୁର୍ଘଟଣା

ବିଳାଶପୁର: ଛତିଶଗଡର ବିଳାଶପୁର ରେଳ ଷ୍ଟେସନରେ ପୁଣି ଥରେ ଟ୍ରେନ୍ ଦୁର୍ଘଟଣା ଘଟିଛି । ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିବାରୁ ହାୱଡା ରୁଟରେ ଟ୍ରେନ ଚଲାଚଳ ବାଧାପ୍ରାପ୍ତ ରହିଛି । ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ…

ଅଜବ ଘଟଣା: ବିବାହର ଏକ ବର୍ଷ ପର୍ଯ୍ୟନ୍ତ ସ୍ୱାମୀ ରଖିଲେନି ଶାରୀରିକ ସମ୍ପର୍କ, ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହେଲେ ମହିଳା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିବାହକୁ ଆମ ସମାଜରେ ଏକ ପବିତ୍ର ସମ୍ପର୍କର ମାନ୍ୟତା ଦିଆଯାଉଥିବା ବେଳେ ଆଜିକାଲି ବିବାହ ପରେ ଅନେକ ଘଟଣା ଘଟୁଥିବାର ଦେଖାଯାଉଛି । ବିବାହର ଦିନ କେଇଟା ପରେ ଅନେକ ଦମ୍ପତ୍ତିଙ୍କର…

ମନ୍ତ୍ରୀଙ୍କ ପରେ ସଚିବ ବଦଳିଲେ: ଅରବିନ୍ଦ ଅଗ୍ରୱାଲ ନୂଆ ଉଚ୍ଚଶିକ୍ଷା ସଚିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଥିଲେ । ରୋହିତଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟପାଳ ପ୍ରଫେସର ଗଣେଶୀ…

ପ୍ରେମ କର କିନ୍ତୁ ପାଗଳ ହୁଅନି: ଆଉ କେତେ ଜଣଙ୍କ ମୃତ୍ୟୁ ଘଟିଲେ ବାଟକୁ ଆସିବେ ଆଜିକାଲିର ଯୁବପୀଢ଼ି

ନୂଆଦିଲ୍ଲୀ: ଦିନକୁ ଦିନ ଲିଭ-ଇନ-ରିଲେସନସିପ ଜନିତ ହତ୍ୟାକାଣ୍ଡ ବଢ଼ିବାରେ ଲାଗିଛି । ଏହି ହିଂସାତ୍ମକ ହତ୍ୟାକାଣ୍ଡ କୌଣସି ରାକ୍ଷସର ମନୋଭାବ ଠାରୁ କମ୍ ନୁହେଁ । ଜଣଙ୍କ ସହିତ ଲିଭ-ଇନରେ ରହିବ, ଗୁଳି ମାରିବା, ଛୁରି…

ସୋରଡା ଏନଏସିର ଉନ୍ନତିକରଣ ପାଇଁ ମୋଟ ୩୭ଟି ପ୍ରକଳ୍ପକୁ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ସୋରଡା : ସୋରଡା ସହରର ବିକାଶ ଲାଗି ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ରାଜ୍ୟ ଅନୁଦାନ ପ୍ରାପ୍ତ ଫ୍ଲାଗସିପ ସ୍କିମ ମୁକ୍ତା ଯୋଜନା ଅଧୀନରେ ସୋରଡା ଏନଏସିକୁ ଏକକୋଟି ସତାନବେ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ…

ଖାକିରେ ଲାଗିଲା କଳଙ୍କ! ଇନ୍ସପେକ୍ଟର ଓ କନଷ୍ଟେବଳ ଲୁଟିନେଲେ ୩୬ ଲକ୍ଷ ଟଙ୍କାର ଅଳଙ୍କାର, ଶେଷରେ ଗିରଫ ହେଲେ

ନୂଆଦିଲ୍ଲୀ: ଆମ ସମାଜରୁ ଅନ୍ୟାୟ, ଦୁର୍ନୀତି, ଚୋରି, ଆଦି ଅସାମାଜିକ କାର୍ଯ୍ୟକୁ ଦୂର କରି ଜନସାଧାରଣଙ୍କୁ ନ୍ୟାୟ ଦେବା ହେଉଛି ପୋଲିସର ମୁଖ୍ୟ କାର୍ଯ୍ୟ । ତେବେ ପୋଲିସ ଯଦି ନିଜେ ଚୋର ସାଜିବ ତେବେ କହିବା କାହାକୁ ।…

ଘର ପୋଡିଦେଲେ ଗ୍ରାମବାସୀ, ମା ସହ ପୁଅ ଓ ଝିଅ ଆହତ

ଭୁବନେଶ୍ୱର: ଖୋର୍ଦ୍ଧା ଗୋବର୍ଦ୍ଧନପୁରରେ ଘଟିଛି ଏକ ଅଘଟଣ । ଏକ ଘର ଭିତରେ ପରିବାର ଲୋକ ଥିବା ସମୟରେ ଘରେ ନିଆଁ ଲଗାଇଦେଲେ କିଛି ଦୁର୍ବୃତ୍ତ । ଏହି ଘଟଣାରେ ଘର ଭିତରେ ଥିବା ମା ସହ ପୁଅ ଝିଅ ଆହତ ହୋଇଛନ୍ତି । ତେବେ…

Google pay ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର: ବିନା ଡେବିଟ କାର୍ଡରେ ଖୋଲି ପାରିବେ ଆକାଉଣ୍ଟ

ନୂଆଦିଲ୍ଲୀ : ଆଜିର ଦୁନିଆ ଡ଼ିଜିଟାଲର ଦୁନିଆ । ଜନ ସାଧାରଣର ପ୍ରାୟ ସମସ୍ତେ ଡିଜିଟାଲ ପ୍ଲାଟଫର୍ମ ବ୍ୟବହାର କରୁଛନ୍ତି । Google pay ବ୍ୟବହାରକାରୀଙ୍କ ପାଇଁ ଏକ ନୂଆ ଫିଚର ଆସିଛି । Google pay ଏବେ ଡେବିଟ କାର୍ଡର…