Browsing Category

Featured

ଉଡ଼ାଣ ପୁର୍ବରୁ ଏୟାର୍ ଇଣ୍ଡିଆ ଏକ୍ସପ୍ରେସ୍ ବିମାନରୁ ବାହାରିଲା ଧୁଆଁ, ଉଡ଼ାଣ ବାତିଲ୍

ନୂଆଦିଲ୍ଲୀ: ଏୟାର୍ ଇଣ୍ଡିଆ ଏକ୍ସପ୍ରେସ୍‌ର ମସ୍କଟରୁ କୋଚିନ୍ ଯାଉଥିବା ବିମାନରେ ଧୁଆଁ ଦେଖାଯିବା ପରେ ଏହାର ଉଡ଼ାଣ ବାତିଲ କରାଯାଇଛି। କୁହାଯାଉଛି ଯେ, ଏୟାର୍ ଇଣ୍ଡିଆ ଏକ୍ସପ୍ରେସ୍ IX 442 ବିମାନ କୋଚିନ୍ ଅଭିମୁଖେ…

SBIରେ ଚାକିରି କରିବାକୁ ଚାହୁଁଛନ୍ତି କି? ଓଡ଼ିଶା ପାଇଁ ଖାଲି ପଡିଛି ୧୭୦ ପଦବୀ, ଏପରି କରନ୍ତୁ ଆବେଦନ

ଭୁବନେଶ୍ୱର: ବ୍ୟାଙ୍କରେ ଚାକିରି ଖୋଜୁଥିବା ପ୍ରାର୍ଥୀମାନଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ। ଭାରତୀୟ ଷ୍ଟେଟ ବ୍ୟାଙ୍କରେ ରାଜସ୍ଥାନ ସମେତ ସଂପୂର୍ଣ୍ଣ ଦେଶରେ ଜୁନିଅର ଆସୋସିଏଟସ୍‌ (କ୍ଲର୍କ) ପଦବୀରେ ବମ୍ପର ଭର୍ତ୍ତି…

ବିଜେପିରେ ସାମିଲ୍ ହେଲେ ୮ କଂଗ୍ରେସ ବିଧାୟକ: ‘ଭାରତ ଯୋଡ଼’ ଯାତ୍ରା ସମୟରେ ରାହୁଲଙ୍କୁ ବଡ଼ ଝଟକା

ପାଣାଜୀ: ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡ଼’ ଯାତ୍ରା ଚାଲିଥିବା ବେଳେ କଂଗ୍ରେସକୁ ଲାଗିଛି ଜୋରଦାର ଝଟକା । ରାଜ୍ୟରେ ଦଳର ୧୧ ବିଧାୟକଙ୍କ ମଧ୍ୟରୁ ୮ ଜଣ ହାତ ଛାଡ଼ି ପଦ୍ମ ଧରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗମ୍ବର…

ଟ୍ରାଫିକ ପୋଲିସ ଆପଣଙ୍କ ଗାଡି ଚାବି ବାହାର କରିବାର ଅଧିକାର ଅଛି କି ? ନିହାତି ଜାଣନ୍ତୁ ଟ୍ରାଫିକର ଏହି ୫ ନିୟମ

ନୂଆଦିଲ୍ଲୀ: ଆମେ ରାସ୍ତାରେ ଗାଡି ଚଲାଇବା ପାଇଁ ସରକାରଙ୍କ ଦ୍ୱାରା ଅନୁମୋଦିତ କିଛି ଟ୍ରାଫିକ ନିୟମକୁ ମାନିବାକୁ ପଡିଥାଏ । ଯଦି ଆମେ ଏହି ନିୟମର ଉଲଙ୍ଘନ କରନ୍ତି ତେବେ ଆମକୁ ଟ୍ରାଫିକ ନିୟମ ଅନୁଯାୟୀ ଫାଇନ୍ ଦେବାକୁ…

ଆସିଗଲା ସାଇଡ ଫିଙ୍ଗରପ୍ରିଣ୍ଟ ସେନ୍ସର ଶସ୍ତା ସ୍ମାର୍ଟଫୋନ୍: ରହିଛି 4 GB Ram ସହ 5000 mAh ବ୍ୟାଟେରୀ

ନୂଆଦିଲ୍ଲୀ: ରିୟଲମି ଭାରତରେ ଲୋ-ବଜେଟ୍ ସ୍ମାର୍ଟଫୋନ୍ Realme C30s କୁ ଲଞ୍ଚ କରିଛି । Realme ର ଲେଟେଷ୍ଟ ସି-ସିରିଜ୍ ଫୋନ୍ ରିୟଲମି ସି୩୦ ର ଏକ ଅପଗ୍ରେଡ୍ ଭର୍ଜନ୍ ଅଟେ, ଯାହା ନିକଟରେ ଲଞ୍ଚ ହୋଇଥିଲା । ଏହି ଦୁଇ…

ବ୍ୟାଙ୍କ ଓ ଟିକସଦାତାଙ୍କୁ ଆଶ୍ୱସ୍ତି: ଏଣିକି ଲୋନ ସେଟଲମେଣ୍ଟ ଉପରେ ଦେବାକୁ ପଡ଼ିବନି ୧୦ ପ୍ରତିଶତ TDS

ନୂଆଦିଲ୍ଲୀ: ବ୍ୟାଙ୍କ ଓ ଟିକସଦାତାଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ଆସିଛି । ଇନକମ ଟ୍ୟାକ୍ସ ବିଭାଗ ପକ୍ଷରୁ ଏନେଇ ଘୋଷଣା କରାଯାଇଛି । ଏଣିକି ଲୋନ ସେଟଲମେଣ୍ଟ ବେଳେ ଲୋନ ଉପରେ କୌଣସି ପ୍ରକାର ଟିଡିଏସ ଲାଗିବ ନାହିଁ…

କଟକ ପରିବାର ଅଦାଲତରେ ବର୍ଷା-ଅନୁଭବ ହାଜର: ଉଭୟଙ୍କୁ ନିଜ ଚ୍ୟାମ୍ବରକୁ ପଠାଇଲେ ଜଜ୍

କଟକ(ଓଡ଼ିଶା ଭାସ୍କର): କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ଏବେ ବି ଜାରି ରହିଛି । ଏହାରି ମଧ୍ୟରେ ଦୁହେଁ ଆଜି କଟକ ପରିବାର ଅଦାଲତରେ ହାଜର…

ମାଟି ତଳୁ ଶୁଭୁଛି ରହସ୍ୟମୟ ଶବ୍ଦ: ଗ୍ରାମବାସୀ ଆତଙ୍କିତ, ବିଶେଷଜ୍ଞ ଟିମ୍ ଚଳାଇଛନ୍ତି ରିସର୍ଚ୍ଚ

ନୂଆଦିଲ୍ଲୀ: ମାଟି ତଳୁ ଆସୁଛି ଏକ ରହସ୍ୟମୟ ଶବ୍ଦ । ଏକଥାଟି ଶୁଣିବାକୁ ଅଜବ ଲାଗୁଥିଲେ ବି ଏପରି ଏକ ବିରଳ ଘଟଣା ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି । ଏହି ଘଟଣାକୁ ନେଇ ଗ୍ରାମବାସୀ ଚିନ୍ତିତ ରହିଥିବା ବେଳେ…

ସିମ୍ ଜରିଆରେ ଠକେଇ ମାମଲା: କ୍ରାଇମବ୍ରାଞ୍ଚର IG କଲେ ବଡ଼ ଖୁଲାସା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସିମ୍ ଜରିଆରେ ଠକେଇ ମାମଲା ଓଡ଼ିଶାରେ ପୁଣି ସକ୍ରିୟ ହୋଇଛି। ସିମ୍‌ ବକ୍ସ ମେସିନ୍ ମାଧ୍ୟମରେ ପ୍ରି-ଆକ୍ଟିଭ୍ ସିମ୍ ବ୍ୟବହାର କରି ସାଇବର ଠକେଇ କରୁଥିବା ଏକ ରାକେଟ୍‌ର କ୍ରାଇମବ୍ରାଞ୍ଚ…

୯୦ ଦିନ ମାଗଣାରେ ଚଲାନ୍ତୁ Disney+Hotstar: କଲ୍-ଏସଏମଏସ ସହ ମିଳୁଛି ୮୪ ଜିବି ଡାଟା ମଧ୍ୟ

ନୂଆଦିଲ୍ଲୀ: ଯଦି ଆପଣ ଫ୍ରିରେ Disney+Hotstar ରେ ମୁଭିସ୍ ଏବଂ ସୋ ଦେଖିବାକୁ ଚାହୁଛନ୍ତି । ତେବେ ଏହି ଖବର ଆପଣଙ୍କ ପାଇଁ । ଆଜି ଆମେ ଆପଣଙ୍କୁ Jio ର ଏକ ବଢ଼ିଆ ପ୍ଲାନ ବିଷୟରେ କହିବାକୁ ଯାଉଛୁ । ଯେଉଁଥିରେ…