Browsing Category
Featured
ଆଜମ ଖାନଙ୍କୁ ହାର୍ଟ ଆଟାକ୍
ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି (ସପା) ନେତା ତଥା ପୂର୍ବତନ ମନ୍ତ୍ରୀ ଆଜମ ଖାନଙ୍କୁ ହାର୍ଟ ଆଟାକ୍ ହୋଇଛି । ତେଣୁ ତାଙ୍କୁ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଜମ ଏବେ ଆଇସିୟୁରେ ରହିଥିବା ବେଳେ…
ଗୋଆରେ କଂଗ୍ରେସକୁ ଲାଗିବ ବଡ଼ ଝଟକା! ଭାଜପାରେ ମିଶିବେ ୮ ଜଣ ବିଧାୟକ, ହଲଚଲ୍ କଲା ବିଜେପି ଅଧ୍ୟକ୍ଷଙ୍କ ବୟାନ୍
ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନ÷ତିକ ପାଣିପାଗ ସେତିକି ଉଷ୍ଣ ହେବାରେ ଲାଗିଛି । ତେବେ ମହାରାଷ୍ଟ୍ର, ବିହାର ପରେ ଏବେ ଗୋଆ ରାଜନୀତି ହଠାତ୍ ସରଗରମ୍ ହୋଇଉଠିଛି । ଗୋଆରେ କଂଗ୍ରେସକୁ…
ହୃଦୟବିଦାରକ: ଜମ୍ମୁ-କାଶ୍ମୀରରେ ଖାଇକୁ ବସ୍ ଖସି ୧୧ ଜଣଙ୍କ ମୃତ୍ୟୁ
ଜମ୍ମୁ-କାଶ୍ମୀରରେ ଭୟଙ୍କର ସଡ଼କ ଦୁର୍ଘଟଣା । ଗଭୀର ଖାଇକୁ ଏକ ବସ୍ ଓଲଟି ପଡ଼ିବାରୁ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ଜମ୍ମୁ-କାଶ୍ମୀର ପୁଞ୍ଛ ଜିଲ୍ଲାରେ ବରେରୀ ନାଲା ନିକଟରେ ଏକ ବସ୍ ଗଭୀର ଖାଇକୁ ଖସିଯିବାରୁ ୧୧ ଜଣଙ୍କ…
Indian Navy Recruitment: ଏହି ସବୁ ପଦରେ କରନ୍ତୁ ଆବେଦନ
ନୂଆଦିଲ୍ଲୀ: ସରକାରୀ ଚାକିରି ଖୋଜୁଥିବା ଆଶାୟୀଙ୍କ ପାଇଁ ଭଲ ଖବର । ଭାରତୀୟ ନୌସେନାରେ ବିଭିନ୍ନ ପଦରେ ଆବେଦନ ଗ୍ରହଣ କରୁଛି । ଏହି ପଦରେ ଆବେଦନ କରିବାକୁ ଚାହୁଥିବା ଆଶାୟୀଙ୍କୁ ଅଫଲାଇନ୍ ଆବେଦନ କରିବାକୁ ପଡ଼ିବ ।…
Silent Heart Attackର ଶିକାର ହୋଇପାରନ୍ତି Diabetes ରୋଗୀ: ଏନେଇ କ’ଣ କହୁଛନ୍ତି ବିଶେଷଜ୍ଞ
ନୂଆଦିଲ୍ଲୀ: ଗତ କିଛି ମାସ ମଧ୍ୟରେ ଅଚାନକ ହାର୍ଟ ଆଟାକ ଓ କାର୍ଡିଆକ ଆରେଷ୍ଟରେ ଅନେକ ଲୋକ ମୃତ୍ୟୁବରଣ କରିଛନ୍ତି । ୫୦ରୁ ୬୦ ପ୍ରତିଶତ ଡାଇବେଟିସ ରୋଗୀ ହାର୍ଟ ବିମାରୀର ଶିକାର ହୋଇଥାନ୍ତି । ହାଇ ବ୍ଲଡ ଶୁଗାରଧାରୀ…
ଗ୍ରହମାନଙ୍କୁ ତାରା ଚୋରି କରି ନେଇଥାଏ! ଏହା କ’ଣ ସତ, ଏହା କିପରି ସମ୍ଭବ
ଗ୍ରହମାନଙ୍କୁ ତାରା ଚୋରି କରି ନେଇଥାଏ, ଏକଥା ଆପଣ କେବେ ଶୁଣିଛନ୍ତି । ଏହି କଥାଟି ଆପଣମାନଙ୍କୁ ନିଶ୍ଚିତ ଭାବେ ବଡ଼ ଅଜବ ଲାଗୁଥିବ । ଯଦି ଏକଥା ସତ, ତେବେ ଏହା କେମିତି ସମ୍ଭବ ବୋଲି ଅନେକ ଭାବୁଥିବେ । ଏହା ପଛରେ ଏକ…
ଏଲନ୍ ମସ୍କଙ୍କ କମ୍ପାନୀ SpaceX କୁ ଟକ୍କର ଦେବ Jio: ଭାରତରେ ମିଳିବ ସାଟେଲାଇଟ୍ ଇଣ୍ଟରନେଟ୍
ନୂଆଦିଲ୍ଳୀ: ରିଲାଏନ୍ସ ଜିଓ ଖୁବଶୀଘ୍ର ଲୋକଙ୍କୁ ସାଟେଲାଇଟ୍ ବେସ୍ଡ ହାଇ-ସ୍ପିଡ ଇଣ୍ଟରନେଟ୍ ସେବା ଯୋଗାଇପାରେ । ଏକ ରିପୋର୍ଟରେ କୁହାଯାଇଛି ଯେ ଏଥିପାଇଁ ଡିପାର୍ଟମେଣ୍ଟ ଅଫ୍ ଟେଲିକମ୍ୟୁନିକେସନ (DoT) କମ୍ପାନୀକୁ…
TRAI Order: ଟେଲିକମ୍ କମ୍ପାନୀମାନେ ଗ୍ରାହକଙ୍କୁ ୩୦ ଦିନିଆ ଭାଲିଡିଟି ପ୍ଲାନ୍ ପ୍ରଦାନ କରିବେ
ନୂଆଦିଲ୍ଲୀ: ପ୍ରତ୍ୟେକ ଟେଲିକମ ସେବା ପ୍ରଦାନକାରୀ (ଟିଏସପି) ଅତିକମରେ ଗୋଟିଏ ପ୍ଲାନ ଭାଉଚର, ସ୍ପେଶାଲ ଟାରିଫ ଭାଉଚର ଓ କମ୍ବିନେସନ ଭାଉଚର ପ୍ରଦାନ କରିବେ । ଏହି ଭାଉଚର ମାସ ଶେଷରେ ୩୦ ଦିନ ପରେ ରିନ୍ୟୁ ହେବ । ଯଦି…
ଆସିଫ୍ ଆଫ୍ରିଦିଙ୍କୁ ସସପେଣ୍ଡ କଲା ପାକିସ୍ତାନ କ୍ରିକେଟ୍ ବୋର୍ଡ: ଆଣ୍ଟି କରପ୍ସନ କୋର୍ଡର ଉଲ୍ଲଘଂନ ନେଇ ରହିଛି ଅଭିଯୋଗ
ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି) ସ୍ପିନର ଆସିଫ୍ ଆଫ୍ରିଦିଙ୍କୁ ଆଣ୍ଟି କରପ୍ସନ କୋଡ୍ ଅନୂଯାୟୀ, ସସପେଣ୍ଡ କରାଯାଇଛି । ୩୫ ବର୍ଷୀୟ ଏହି ସ୍ପିନର ୩୫ ଟି ଫାଷ୍ଟ କ୍ଲାସ୍, ୪୨ ଲିଷ୍ଟ ଏ ଏବଂ ୬୫ ଟି୨୦ ମ୍ୟାଚ୍…
ମାତ୍ର ୮ ଲକ୍ଷ ଟଙ୍କାରେ ମିଳୁଛି ସରକାରୀ Flat: ୧୦ ହଜାର ଦେଇ କରନ୍ତୁ ବୁକିଂ, ଜାଣନ୍ତୁ ପ୍ରୋସେସ୍
ନୂଆଦିଲ୍ଲୀ: ଆଜିକାଲିର ମହଙ୍ଗା ଯୁଗରେ ପ୍ଲଟ ଆଉ ଘରର ମୂଲ୍ୟ ସୁନା ସହିତ ସମାନ । ତେବେ ଆପଣମାନେ ଯଦି ଶସ୍ତାରେ ଘର କିଣିବାକୁ ଚାହୁଁଥାନ୍ତି ତେବେ ଏଥିପାଇଁ ଏକ ଭଲ ସୁଯୋଗ ଆସିଛି । ଏଥିପାଇଁ ଆପଣଙ୍କୁ ରେଜିଷ୍ଟ୍ରେସନ…